December 27, 2024

Odia Express

Leading Odia News Portal of Odisha

କ୍ଷୀର ପରି ଗୋରା ରଙ୍ଗ ପାଇବାକୁ ଚାହୁଁଛନ୍ତି ତ ଆଜି ହିଁ ଆପଣାନ୍ତୁ ଏହି ପ୍ରକିୟା, ଦେଖିଲେ ଚକିତ ହୋଇଯିବେ

ଆଜିର ଜମାନାରେ ସମସ୍ତେ ଗୋରା ରଙ୍ଗ ପାଇବାକୁ ଚାହିଁଥାନ୍ତି , ଆମେ କେତେ ବି କଥା କହିନେବା କିନ୍ତୁ ଆପଣଙ୍କ ରଙ୍ଗ ବହୁତ ମାଇନା ରଖିନଥାଏ ବରଂ ଆପଣଙ୍କ ହୃଦୟର ସୁନ୍ଦରତା ମାଇନା ରଖିଥାଏ , କିନ୍ତୁ ଗୋଟେ ସତ ଏହା କି ସମସ୍ତଙ୍କ ମନରେ ଗୋରା ହେବାପାଇଁ ଇଚ୍ଛା ନିଶ୍ଚିତ ହୋଇଥାଏ , ଯଦି ଆମର ପାଖରେ ସ୍କିନ୍ କଲରକୁ ଅଧିକା ଉଜ୍ଜଳ କରିବାର ଅପସନ୍ ରହିଥାନ୍ତା ତେବେ କଣ ଅସୁବିଧା କଣ ଅଛି । ଆପଣମାନେ ବହୁତ ଲୋକ ବଜାରରୁ ମିଳିଥିବା ବ୍ୟୁଟି ପ୍ରଡକ୍ଟ ଆପଣାଇଥିବେ , କିଛି ଲୋକ ବ୍ୟୁଟି ଟ୍ରିଟମେଣ୍ଟ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି , କିନ୍ତୁ ଏହା ସବୁର ବିକଳ୍ପ ବହୁତ ମହଙ୍ଗା ହୋଇଥାଏ । ବଜାରରେ ପ୍ରଡକ୍ସ ବ୍ୟବହାର କଲେ ନାନାଦି ସ୍କିନ୍ ଆଲର୍ଜୀ ହୋଇଥାଏ , ଯାହାର କାରଣରୁ ବ୍ୟୁଟି ପ୍ରଡକ୍ସରେ ବହୁତ ପ୍ରକାରର କେମିକାଲ୍ ମିଶ୍ରଣ ହୋଇ ତିଆରି ହୋଇଥାଏ,  ଏଥିପାଇଁ ଏହା ଆପଣଙ୍କ ସ୍କିନ୍ କୁ ହାନି ପହଞ୍ଚାଇପାରେ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଗୋରା ହେବାପାଇଁ କିଛି କାମ ଓ ଘରୋଇ ପ୍ରକିୟା କହିବାକୁ ଯାଊଛୁ, ଯଦି ଆପଣ ଏହି ପ୍ରକିୟା ଆପଣାଇବେ ତେବେ ଏହା ଫାଇଦା ନିଶ୍ଚିତ ଦେବ , ତେବେ ବିନା କେଉଁ ଡେରି କରି ଜାଣିନେବା ଆପଣଙ୍କୁ କଣ କଣ କରିବାକୁ ହେବ ।

ପ୍ରଥମ ଉପାୟ- ସବୁଠାରୁ ପ୍ରଥମେ ନିଜ ଚେହେରାକୁ ସଫାପାଣିରେ ଧୋଇଦିଅନ୍ତୁ, ଏବେ ଏକ ଗିନାରେ କଞ୍ଚା କ୍ଷୀର ନିଅନ୍ତୁ , ଓ ଏକ କପଡାର ଖଣ୍ତରୁ ନିଜ ଚେହେରାକୁ ସଫା କରିଦିଅନ୍ତୁ , ଏହାପରେ ଚେହେରାରୁ ସବୁ ମଇଳା ବାହାରିଯିବ , ଏହାପରେ ଏକ ଚାମଚ ମୁଲତାନୀ ମାଟି ଓ ସେଥିରେ ତିନିରୁ ପାଞ୍ଚ ବୁନ୍ଦା ଗୋଲାପ ଜଳ, ଏକ ଚାମଚ ଚନ୍ଦନପାଉଡର୍ , ଏକ ଚାମଚ ବେସନ ମିଶାନ୍ତୁ , ଏବେ ଏଥିରେ ଆବଶ୍ୟକନୁସାରେ ପାଣି ମିଶାଇକରି ପେଷ୍ଟ ତିଆରି କରିଦିଅନ୍ତୁ , ଏବେ ଏହି ପେଷ୍ଟକୁ ନିଜ ଚେହେରାରେ ହାଲକା ହାତରେ ଲଗାନ୍ତୁ , ଓ ୧୫ ମିନିଟ୍ ପର୍ଯ୍ୟନ୍ତ ଏମିତି ଲଗେଇ ରଖିଥାନ୍ତୁ , ଏହାପରେ ଥଣ୍ତା ପାଣିରେ ମସାଜ୍ କରି ଧୋଇଦିଅନ୍ତୁ, ଏହି ମସାଜ୍ ସର୍କୁଲାର୍ ମୋଶନ୍ ରେ କରିବେ , ଏଇ ଉପାୟକୁ ସପ୍ତାହରେ ଥରେ କିମ୍ବା ଦୁଇଥର କରିବେ , ଏହା ଆପଣଙ୍କ ତ୍ୱଚାର ରଙ୍ଗକୁ ଉଜ୍ଜଳ କରିଦେବ ।

ଦ୍ୱିତୀୟ ଉପାୟ- ଏହି ଉପାୟ ପାଇଁ ଏକ କପ୍ ବଡ ଚାମଚ ମଲାଇ ନିଅନ୍ତୁ , ଏବେ ଏଥିରେ ମହୁ ମିଶାଇଦିଅନ୍ତୁ , ଏହା ସହ ଲେମ୍ବୁ ରସ କିଛି ବୁନ୍ଦା ମିଶାଇଦିଅନ୍ତୁ , ଏବେ ଏହି ମିଶ୍ରଣ କୁ ଚେହେରାରେ ଲଗାନ୍ତୁ , ତାପରେ ଅଧଘଣ୍ଟା ପରେ ସାମାନ୍ୟ ପାଣିରେ ଧୋଇଦିଅନ୍ତୁ , ଏମିତି ସପ୍ତାହରେ ଦୁଇରୁ ତିନିଥର କରିପାରିବେ , ଏଥିରେ ନା କେବଳ ଆପଣଙ୍କ ଚେହେରାରେ ନିଖାର ଆସିବ ବରଂ ତ୍ୱଚାରେ ଜମି ହୋଇଥିବା ମଇଳା ସଫାହୋଇଯିବ , ଏହି ଦୁଇଟି ଘରୋଇ ଉପାୟ ଆପଣଙ୍କୁ ଗୋରା ବନାଇବାରେ ସହାୟତା କରିବ , ଯଦି ଆପଣ ଏହି ଉପାୟକୁ କିଛି ସପ୍ତାହ ଲଗାତାର୍ କରିବେ , ତେବେ ଆପଣ ନିଜ ସ୍କିନର ରଙ୍ଗରେ ଫରକ ଅନୁଭବ କରିବେ , ଯଦି ଆପଣଙ୍କ ସ୍କିନ୍ ଆଲର୍ଜୀ ଅଛି , ତେବେ ଏହାକୁ ଆପଣ ଟ୍ରାଇ କରିପାରିବେ , ପ୍ରଥମେ ଡାକ୍ତର ଉପଦେଶ ନିଅନ୍ତୁ

Leave a Reply

Your email address will not be published. Required fields are marked *