ମାତ୍ର ୪ ମିନିଟରେ ଅସନା ଓ ହଳଦିଆ ଦାନ୍ତ ଚିକଚିକ କରିବାକୁ ଲାଗିବ – ଯଦି ଆପଣଙ୍କ ଦାନ୍ତ ମଳି ହେଇଚି ତେବେ ନିଶ୍ଚୟ ପଢନ୍ତୁ..
ପ୍ରାୟ ସମୟରେ ଏହା ଦେଖିବାକୁ ମିଳେକି ଲୋକଙ୍କର ଦାନ୍ତ ଧଳାରୁ ହଳଦିଆ ହୋଇଯାଏ।ଏମିତି ନୁହେଁକି ସେମାନେ ନିଜର ଦାନ୍ତକୁ ସଫା କରନ୍ତି ନାହିଁ।ଆପଣ ଗୋଟେ ସାଧାରଣ କଥା ଭାବନ୍ତୁ ଆଜିକାଲି ଦାନ୍ତ କିଏ ସଫା ନକରେ।ଦାନ୍ତ ଗୋଟେ ଲୋକର ମୁଖ୍ୟ ପରିଚୟ ଅଟେ।ଆଉ ଏହି ଦାନ୍ତ ଯେତବେଳେ ଅସନା ଓ ହଳଦିଆ ହୋଇଯାଏ ସେ ସମୟରେ ସେ ଲୋକ କାହା ଆଗରେ ମନ ଖୋଲି ଟିକେ ହସିବାକୁ ମଧ୍ୟ ତାର ଇଚ୍ଛା ହୁଏନାହିଁ।ଆଉ ଏହି ଦାନ୍ତକୁ ଆମର ବ୍ୟକ୍ତିତ୍ବର ଗୋଟେ ଅବିଛେଦ ଅଙ୍ଗ ଭାବରେ ଆମେ ଜାଣିରଖିବା ଉଚିତ।ଆମର ଏହି ହଳଦିଆ ଓ ଅସନା ଦାନ୍ତ ଆମକୁ ବାହାରେ ସମାଲୋଚନାର ପାତ୍ର ହେବାରେ ବାଧ୍ୟ କରିଥାଏ।
ଆଜିକାଲି କିଏ ବ୍ରସ ନ କରୁଛି ବ୍ରସ ସମସ୍ତେ କରିବା ସତ୍ତ୍ୱେ ସେମାନଙ୍କ ଦାନ୍ତ ହଲଦିଆ ପଡିଥାଏ।ଦାନ୍ତ କେବଳ ଖାଦ୍ୟ ଚୋବେଇବା କାମରେ ଆସିନଥାଏ।ଏହା ଆମର ସୌନ୍ଦର୍ଯ୍ୟ ବଢେ଼ଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଏହି ଖରାପ ଓ ଅସନା ଦାନ୍ତ କାରଣରୁ ପ୍ରାୟ ସମୟରେ ଲୋକ କାହା ଆଗରେ କିଛି କହିବା ଓ ହସିବା ସମୟରେ ଲଜ୍ଜ୍ୟା ଅନୁଭବ କରନ୍ତି।ଆଉ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରର ଟୁଥ ପେଷ୍ଟ ବ୍ୟବହାର କରନ୍ତି।ଏମିତି କରିବା ପରେବି ସେମାନଙ୍କୁ କୌଣସି ପ୍ରକାରର ଲାଭ ମିଳିନଥାଏ।ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏମିତି ଉପାୟ ନେଇ ଆସିଛୁ ଯାହାକୁ ଆପଣ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ କେବଳ ମୋତି ଭଳି ଚିକ ଚିକ କରିବ ଓ ଏହା ସୁସ୍ଥ ମଧ୍ୟ ରହିବ।
ଆପଣ ଦେଖିଥିବେ ବଜାରରେ ଦାନ୍ତକୁ ସଫା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ଆସିଥାଏ।ଆପଣ ମଧ୍ୟ ଏହାର ପ୍ରୟୋଗ କରିଥିବେ କଣ ସତରେ ଏହାକୁ ବ୍ୟବହାର କରିବା ଦ୍ୱାରା ଆମ ଦାନ୍ତ ସଫା ହୋଇଥାଏ ? ଏହାକୁ ବ୍ୟବହାର କରୁଥିବା ଲୋକଠାରୁ ଅଧିକ କିଏ ଜାଣିଥିବ।ଏହାକୁ ବ୍ୟବହାର ପରେ ଲୋକମାନେ ନିଜେ ଯେତେବଳେ କୌଣସି ଲାଭ ପାଇ ନଥାଆନ୍ତି ସେମାନେ ବ୍ୟସ୍ତ ଓ ବିବ୍ରତ ହୋଇ ଘରୋଇ ଉପାୟ ଆଡ଼କୁ ଅଗ୍ରସର ହୁଅନ୍ତି।ଆଜି ଆମେ ଆପଣଙ୍କ ସହିତ ଏମିତି ଏକ ଘରୋଇ ଉପାୟ ବାଣ୍ଟିବାକୁ ଯାଉଛୁ ଯାହାଦ୍ୱାରା ଆପଣ କେଵଳ ଗୋଟେ ମିନିଟରେ ହିଁ ନିଜ ଅସନା ହଳଦିଆ ଦାନ୍ତକୁ ମୋତି ଭଳି ଚିକ ଚିକ କରିପାରିବେ।
ତାହେଲେ ଆମକୁ ପ୍ରଥମରେ ନବାର ଅଛି ସୋରିଷ ତେଲ,ଆଉ ଏହି ସୋରିଷ ତେଲ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।ଆଉ ଆଗକାଳରେ ଲୋକ ଏହାକୁ ହିଁ ବ୍ୟବହାର କରୁଥିଲେ।ତାପରେ ଦ୍ଵିତୀୟ ଜିନିଷ ଆମକୁ ନବାର ଅଛି ଲୁଣ।ଏହା ପରେ ତୃତୀୟ ଜିନିଷ ଯାହା ଆମକୁ ନବାର ଅଛି ସେ ହେଉଛି ହଳଦୀ।ହଳଦୀ ହେଉଛି ଏକ ପ୍ରାକୃତିକ ଜିନିଷ ଆଉ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ।ଆଉ ଆପଣ ଏହାକୁ ବ୍ୟବହାର କରିବା ପରେ ଆପଣଙ୍କୁ ବାହାର ବଜାରର ଜିନିଷ ବ୍ୟବହାର କରିବାର ଆବଶ୍ୟକତା ନାହିଁ।ତାପରେ ଆମକୁ ସେଥିରେ ଯାହା ମିଶେଇବାର ଅଛି ସେ ହେଉଛି କଦଳୀ ଚୋପା।କଦଳୀ ଚୋପା ସବୁ ନେବେ ଆପଣ ତାକୁ ଭଲ ଭାବରେ ବାଟୀ ନେବେ।ଆଉ ଅଧା ଚାମୁଚ ସେ ମିଶ୍ରଣରେ ମିଶେଇ ନେବେ।
ଏହି ଉପାୟ ଆମ ମାଢିକୁ ସୁସ୍ଥ ରଖିବା ସହିତ ଆମ ଦାନ୍ତକୁ ମଧ୍ୟ ସଫା ରଖିଥାଏ।ଆଉ ତାପରେ ଏହି ପେଷ୍ଟ ନେବେ ତାକୁ ବ୍ରସ ସାହାଯ୍ୟରେ ବ୍ରସ କରିବେ।ଆଉ ଧିରେ ଧିରେ ବ୍ରସ କରିବେ,ଆଉ ଏହାକୁ ସପ୍ତାହରେ ତିନିଦିନ କରିବେ।ତାପରେ ଏହାକୁ ବ୍ୟବହାର କରିବା ପରେ ଏହା ଦ୍ୱାରା ହେଉଥିବା ଭଲ ପ୍ରଭାବକୁ ଦେଖିବେ।