December 21, 2024

Odia Express

Leading Odia News Portal of Odisha

ପୁଅଙ୍କ ହାତ ଧରିବା ତରିକା କହିଥାଏ ତାଙ୍କର ନେଚର୍, ବିବାହ ପୁର୍ବରୁ ଆପଣ ବି କରିନିଅନ୍ତୁ ଏହି ଟେଷ୍ଟ

ବହୁତଥର ଝିଅମାନେ ଏହି ପ୍ରଶ୍ନ ପଚାରିଥାନ୍ତି କି ଆମେ କିପରି ଜାଣିବୁ କି ପୁଅ ଆମକୁ ବାହାହେବାକୁ ଯାଉଛନ୍ତି , କିମ୍ବା ତାଙ୍କ ନେଚର୍ କେମିତି ଅଛି, ସେ ବିବାହ ପରେ ଖୁସି ରଖିବ କିମ୍ବା ନୁହେଁ , ବିବାହପରେ ସେହି ଲୋକଙ୍କ ମଧ୍ୟରେ ରିଲେସନସିପ୍ ରହିବ କି ନାହି , ଏଇ କଥାକୁ ଧ୍ୟାନରେ ରଖ୍ ଇଆଜି ଆଂଏ ଆପଣଙ୍କୁ ପୁଅଙ୍କ ନେଚର୍ ବିଷୟରେ କହିବାକୁ ଯାଉଛୁ, ଯାହା ଏକ ମଜାଦାର୍ ତରିକା ଅଛି,  ଏହି ତରିକାରେ ଆପଣ ନିଜ ବୟଫ୍ରେଣ୍ତ କିମ୍ବା ବନ୍ଧୁ କିମ୍ବା ପୁଅର ଉପରେ ଟ୍ରାଇ କରିପାରିବେ , ଯାହାକୁ ଆପଣ ବିବାହ କରିବାକୁ ଇଚ୍ଛା କରୁଛନ୍ତି । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପୁଅଙ୍କ ଝିଅଙ୍କ ହାତ ଧରିବା ଅନ୍ଦାଜ ବହୁତ କିଛି କହିଥଏ,  ଯେବେ କେଉଁ ପୁଅ କେଉଁ ଝିଅର ହାତ ଧରିଥାଏ ତେବେ ସେ ରିୟଲ୍ ସ୍ୱଭାବରୁ ନୋଟିସ୍ କରାଯାଇପାରିବ , ଯେବେ କେଉଁ ପୁଅ ସେ ଆପଣଙ୍କ ବୟଫ୍ରେଣ୍ତ ହେଉ ଆପଣଙ୍କ ହାତ ଧରିନିଏ ତେବେ ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିବେ , କିନ୍ତୁ ପୁଅ କେଉଁ ଅଜଣା ଲୋକ ତାକୁ ବିବାହ କରିବାକୁ ଚାହୁଁଥିଲେ ବି ତାଙ୍କ ହ୍ୟାଣ୍ତସେକ୍ କରି ତାଙ୍କ ନେଚର୍ ଜାଣିପାରିବେ , ଖାଲି ଯେବେ ଆପଣଙ୍କ କେଉଁ ପୁଅ ହାତ ଧରିବେ ତେବେ ତାଙ୍କର ହାବଭାବ, ଟାଇମିଙ୍ଗ୍ ଓ ହାତର ହରକତରୁ ଭଲ ଭାବରେ ନୋଟିସ୍ କରନ୍ତୁ , ଆପଣ ତାଙ୍କ ରିୟଲ୍ ନେଚର୍ ବିଷୟରେ ଜାଣିପାରିବେ ।

୧) ମଜବୁତ୍ ଭାବେ ହାତ ଧରିବା- ଯେବେ କେଉଁ ପୁଅ ଆପଣଙ୍କୁ ହାତ ମିଳାଇଥାଏ , ତେବେ ତାହାର ହାତ ଧରିବା ମଜବୁତ୍ ହୋଇଥାଏ,  ତେବେ ବୁଝିଯିବେ କି ସେ ଆକ୍ଟିଭ୍ କିଷମର ଅଟ୍,ଏ ଓ ତା ମଧ୍ୟରେ ଆତ୍ମବିଶ୍ୱାସ ବହୁତ୍ ଅଛି, ଓ ସେ କେଉଁ କାମକୁ ଭଲ ଭାବେ କରିବାର ଦକ୍ଷତା ରଖିଛି, ତାହା ସହ ପୁଅମାନେ ନିଜ ସ୍ତ୍ରୀକୁ ନେଇ ବହୁତ ବିଶ୍ୱାସ ରଖନ୍ତି , ଯଦି ତାଙ୍କୁ କିଏ ଭୁଲ୍ ଇରାଦାରେ ଦେଖେ ତେବେ ସେମାନେ ତାଙ୍କୁ ସେମାନେ ଭଲରେ ଧୁଲାଇ କରନ୍ତି ।

୨) ଢିଲା ଭାବେ ହାତ ଧରିବା- ଯେବେ କେଉଁ ପୁଅ ଆପଣଙ୍କୁ ଢିଲା ଭାବେ ହାତ ଧରେ ତେବେ ବୁଝିଯିବେ କି ସେ ନିଜ ଜୀବନରେ ଆଲସୀ ଅଛି, ତାହାକୁ ନିୟମ କାଇଦାରେ ଅଧିକା ଇଚ୍ଛା ନାହିଁ , ବିବାହପରେ ଆପଣ ବି ତାଠାରୁ ଅଧିକା ବୋର୍ ଫିଲ୍ କରିପାରନ୍ତି ।

୩) ଡରିକରି ହାତ ଧରିବା- ଏହି ଟାଇପ୍ ର ପୁଅ ଟିକିଏ ଲାଜକୁଳା ପ୍ରବୃତିର ହୋଇଥାନ୍ତି , ତାହା ସହ ଏମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମି ଦେଖାଯାଏ , ଏମାନେ ବହୁତସାଧାରଣ ଓ ସରଳ ସ୍ୱଭାବର୍ ହୋଇଥାନ୍ତି , ବିବାହପରେ ଏମାନଙ୍କୁ ସ୍ତ୍ରୀମାନେ ସହଜରେ ମନାଇପାରିବେ ।

୪) ଷ୍ଟାଇଲ୍ ରେ ହାତ ଧରିବା- କିଛି ଲୋକ ବହୁତ ଖାସ୍ ଅନ୍ଦାଜରେ ହାତ ମିଳାଇଥାନ୍ତି, ଏମାନଙ୍କ ହାତ ମିଳାଇବା ତରିକା କିଛି ଖାସ୍ ହୋଇଥାଏ, ଏମାନେ ଝିଅର ହାତ ଧରିବା ଓ ଛାଡିବା ତରିକା ଭିନ୍ନ ହୋଇଥାଏ , ଏମିତି ପୁଅଙ୍କ ନେଚର୍ ବହୁତ ରୋମାଣ୍ଟିକ୍ ହୋଇଥାଏ , ଏମାନେ ବିବାହ ପରେ ଆପଣଙ୍କୁ ବହୁତ୍ ଭଲପାଇବେ ।

୫) ହାତକୁ ଭୁଲ୍ ତରିକାରେ ଆଉଁସିବା – ଯଦି କେଉଁ ପୁଅ ଆପଣଙ୍କ ହାତ ଧରିବା ସମୟରେ ହାଲକା ରବ୍ କରିଥାଏ, ତେବେ ବୁଝିଯିବେ କି ତାଙ୍କ ମନରେ ଭୁଲ୍ ଇରାଦା ଅଛି, ଏମାନେ ଭରସା ଦାୟକ ଲୋକ ନୁହନ୍ତି , ସେମାନେ ଆଗକୁ ଯାଇକରି କେଉଁ ବି ମହିଳା କୁ ଧୋକା ଦେଇପାରନ୍ତି , ତାହା ସହ ବହୁତ୍ ସମୟ ପର୍ଯ୍ୟନ୍ତ ସହ ଆପଣଙ୍କ ହାତ ମିଳାନ୍ତି , ତେବେ ବୁଝିଯିବେ କି ତାର ଇରାଦା ଠିକ୍ ନାହିଁ , ଏମିତି ପୁଅଙ୍କୁ ଆପଣ ଦୁରେଇ ରହିବା ଉଚିତ୍ , ଖାସ୍ କରି ଯେବେ ଏମାନଙ୍କ ଗଭୀର୍ ବନ୍ଧୁତା ନଥିବ

Leave a Reply

Your email address will not be published. Required fields are marked *