December 22, 2024

Odia Express

Leading Odia News Portal of Odisha

ଘରେ ତୁଳସୀର ଗଛ ସୁଖି ଗଲେ ତେବେ ତୁରନ୍ତ କରିବେ ଏହି କାମ , ନହେଲେ ଜୀବନରେ ବିଗଡୀପାରେ ସବୁ କିଛି

ହିନ୍ଦୁ ଧର୍ମରେ ତୁଳସୀର ଗଛ ବହୁତ ପବିତ୍ର ବୋଲି ମାନାଯାଇଛି, ତୁଳସୀର ଗଛ ଦେବୀଙ୍କ ସ୍ୱରୁପ ହୋଇଥାଏ , ମାନାଯାଏ କି ପ୍ରାୟ ଅଧିକାଂଶ ବ୍ୟକ୍ତି ନିଜ ଘରର ଅଗଣାରେ ତୁଳସୀର ଗଛ ନିଶ୍ଚିତ ଲଗାନ୍ତି , ଓ ଏହାର ପୁଜା ଅର୍ଚ୍ଚନା କରନ୍ତି , ତୁଳସୀର ଗଛ ପୁଜା ଅର୍ଚ୍ଚନା କରିବାର ପରମ୍ପରା ବହୁତ ପୁରୁଣା ଅଟେ, ଯେଉଁ ବ୍ୟକ୍ତି ତୁଳସୀର ଗଛକୁ ପୁଜା ଅର୍ଚ୍ଚନା କରିଥାଏ , ତାଙ୍କ ଉପରେ ଦେବତାଙ୍କ ବିଶେଷ କୃପା ମିଳିଥାଏ , ଏହା ସହ ସବୁ ପ୍ରକାରର ନକରାତ୍ମକ ଉର୍ଜା ଦୁର ହୋଇଯାଏ , ଓ ଘର ପରିବାରରେ ସୁଖ ଶାନ୍ତିର ମାହୋଲ୍ ହୋଇଥାଏ , ଓ ଘରେ ପରିବାରରେ ସୁଖ ଶାନ୍ତି ରହିଥାଏ, ଶାସ୍ତ୍ରରେ ତୁଲସୀର ସହ ଯୋଡି ହୋଇଥିବା ବହୁତ କଥା କୁହାଯାଇଛି ଯାହାକୁ ଧ୍ୟାନ ଦେବା ବହୁତ ଆବଶ୍ୟକ ଅଟେ,  ଯଦି ଏହି କଥାକୁ ଅଣଦେଖା କରିଦେବେ ,ତେବେ ଏହାର ଖରାପ ପରିଣାମ ବ୍ୟକ୍ତିକୁ ଭୋଗିବାକୁ ପଡିବ , କଣ ଆପଣ ଜାଣିଛନ୍ତି ଯେବେ ତୁଳସୀର ଗଛ ଶୁଖିଯାଏ ତେବେ କଣ କରିବା ଦରକାର, ଓ କିଏ ଭଗବାନ ତୁଳସୀଙ୍କୁ ଅର୍ପଣ କରିବା ଉଚିତ୍ , ଓ କେଉଁ ଭଗବାନଙ୍କୁ ତୁଳସୀ ଚଢିବା ବର୍ଜିତ୍ ଅଛି, ଏମିତି ବହୁତ ପ୍ରଶ୍ନ ଅଛି ଯାହା ଶାସ୍ତ୍ରରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ତୁଳସୀର ବିଷୟରେ କିଛି ସୁଚନା ଦେବୁ ଯାହାର ସୁଚନା ଦେବା ଅତି ଆବଶ୍ୟକ ଅଟେ ଯେଉଁଥିରେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ରହିଥାଏ ।

ଆପଣ ସମସ୍ତେ ଜାଣିଥିବେ କି ହିନ୍ଦୁ ଧର୍ମରେ ତୁଳସୀର ଗଛ ପବିତ୍ର ଓ ପୁଜନୀୟ ମାନାଯାଇଛି, ତୁଳସୀର୍ ପତ୍ର ଦାନ୍ତରେ ଚୋବାଇବା ଅଶୁଭ ମାନାଯାଏ , ଏଥିପାଇଁ ତୁଳସୀର ପତ୍ରକୁ ବିନା ଚୋବାଇ ଗିଳିଦେବା ଉଚିତ୍ । ଶିବପୁରାଣ ମୁତାବିକ ଏହା କୁହାଯାଇଛି କି ଅସୁର ଶଙ୍ଖଚୁଡ ସ୍ତ୍ରୀ ତୁଳସୀଙ୍କ ସ୍ୱାମୀ ଧର୍ମର କାରଣରୁ ତାଙ୍କୁ କେଉଁ ବି ଦେବ ପରାଜିତ କରିପାରିବନାହିଁ ଏଥିପାଇଁ ଭଗବାନ ବିଷ୍ଣୁ ଧୋକାରେ ତୁଳସୀଙ୍କୁ ପତିବ୍ରତ ଖଣ୍ତିତ କରିଦେଇଥିଲେ , ତେବେ ଭଗବାନ ଶିବଜୀ ଅସୁର ଶଙ୍ଖଚୁଡ ବଧ କରିପାରିଥିଲେ , ଏଇ ଛଳରେ କ୍ରୋଧିତ ହୋଇକରି ତୁଳସୀ ଏହା ପ୍ରତିଜ୍ଞା ନେଇଥିଲେ କି ତାଙ୍କର ପ୍ରୟୋଗ୍ କେବେ ଶିବଙ୍କ ପୁଜାରେ ହେବନାହିଁ । ଭୁଲରେ ତୁଳସୀର ପତ୍ରକୁ ଏକାଦଶୀ ରବିବାର ସୁର୍ଯ୍ୟ କିମ୍ବା ଚନ୍ଦ୍ରଗ୍ରହଣ ଦିନ ଛିଡାଇବା ଅନୁଚିତ୍ , ଏହାର ଅତିରିକ୍ତ ବିନା କେଉଁ କାରଣ ତୁଳସୀର ପତ୍ର ଛିଡାଇବା ଉଚିତ୍ ନୁହେଁ ଏହା ଶୁଭ ହୋଇନଥାଏ,  ଯଦି ବିନାକେଉଁ କାରଣ ତୁଳସୀ ପତ୍ର ଭଙ୍ଗାଯାଏ , ତୁଳସୀଙ୍କୁ ନଷ୍ଟ କରିବାର ସମାନ ମାନାଯାଏ ।

ବ୍ୟକ୍ତିକୁ ସବୁଦିନ ତୁଳସୀ ପୁଜା କରିବା ଉଚିତ୍ , ଓ ସଂନ୍ଧ୍ୟା ସମୟରେ ତୁଳସୀର ପାଖରେ ଦୀପ ଲଗାଇବା ଦରକାର, ଏମିତି ମାନାଯାଏ କି ଯେଉଁ ବ୍ୟକ୍ତି ସଂନ୍ଧ୍ୟା ସମୟରେ ତୁଳସୀପାଖରେ ଦିପ ଲଗାଯାଏ , ତାଙ୍କ ଘରରେ ମହାଲକ୍ଷ୍ମୀ ଜୀଙ୍କ କୃପା ହୋଇଥାଏ , ଓ ଧନ ସଂବନ୍ଧିତ ସବୁ ଅସୁବିଧା ଚିନ୍ତା ଦୁର ହୋଇଯାଏ । ଯଦି ତୁଳସୀର ଗଛ ସୁଖିଯାଏ , ତେବେ ତାଙ୍କୁ କେଉଁ ପବିତ୍ର ନଦୀ କିମ୍ବା ପୋଖରୀ କିମ୍ବା କୁଅରେ ପ୍ରବାହ କରିଦେବା ଉଚିତ୍ , ତୁଳସୀ ସୁଖିଲା ଗଛ ଘରେ ରଖିବା ଉଚିତ୍ ନୁହେଁ , ଏହା ଶୁଭ ହୋଇନଥାଏ ,

ଏମିତି ମାନାଯାଏ କି ଯେଉଁ ଘରେ ତୁଳସୀର ଗଛ ଲଗା ହୋଇଥାଏ , ସେଠାରେ କେଉଁ କୁପ୍ରଭାବ ବା କୁଶକ୍ତିର ପ୍ରବେଶ ହୋଇପାରେନାହିଁ , ଏହା ସହ ଘରର ଆଖପାଖ ସକରାତ୍ମକ ବାସ ହୋଇଥାଏ,  ଓ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଏ ।

Leave a Reply

Your email address will not be published. Required fields are marked *