ଏହି ରାଶିର ସ୍ୱାମୀ ହୋଇଥାନ୍ତି ବେଷ୍ଟ ସ୍ୱାମୀ, ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି ଏମାନେ , ଜାଣିନିଅନ୍ତୁ ଆପଣଙ୍କ ରାଶି ନାହିଁ ତ ଏଥିରେ ସାମିଲ୍
ନିଜ ପାଇଁ ଏକ ବେଷ୍ଟ ଲାଇଫ୍ ପାର୍ଟନର ବାଛିବା ବୋଧେ ଏହି ଦୁନିଆଁରେ ସବୁଠାରୁ ମୁସକିଲ୍ କାମ ହୋଇଥାଏ , ଓ ହେବନି ବା କେମିତି , ଆମର ଏହି ବଛାବଛିରେ ପୁରା ଜୀବନ ନିର୍ଭର କରିଥାଏ , ସେମିତି ଆପଣ ଚାହିଁଲେ ଯେତେ ବି ସାବଧନତା ରଖନ୍ତୁ କିନ୍ତୁ ଆମର ଦ୍ୱାରା ବଛାହୋଇଥିବା ଲାଇଫ୍ ପାର୍ଟନର ସବୁଠାରୁ ବେଷ୍ଟ ଅଟେ, ଏହା କହିବା ଟିକିଏ ବେଷ୍ଟ କାମ ହୋଇଥାଏ ।କିନ୍ତୁ ଆମର ଜ୍ୟୋତିଷ୍ୟ ଶାସ୍ତ୍ରର ସାହାଯ୍ୟରେ ଆପଣଙ୍କ ଅସୁବିଧା ଟିକିଏ ଦୂର ହୋଈଯାଇପାରେ, କେଉଁ ବି ବ୍ୟକ୍ତିର ପସନ୍ଦ ଓ ନାପସନ୍ଦ ବିଷୟରେ ଜ୍ୟୋତିଷ୍ୟଶାସ୍ତ୍ରରେ ଜଣାପଡିପାରେ , ଏହି ପ୍ରକାରରେ ମହିଳାଙ୍କୁ ପୁରୁଷଙ୍କ କଥା ବି କିଛି ପସନ୍ଦ ହୋଇଥାଏ , ଓ ସେମାନେ ନିଜ ପାର୍ଟନରଙ୍କ କିଛି ବିଶେଷଗୁଣକୁ ଖୋଜିଥାନ୍ତି , ଜ୍ୟୋତିଷ୍ୟଶାସ୍ତ୍ରରେ ୧୨ ଟି ରାଶି ବିଷୟରେ କୁହାଯାଇଛି , ଚାରୋଟି ରାଶିର ପୁରୁଷ ଏପରି ହୋଇଥାନ୍ତି ଯାହାଙ୍କ ମଧ୍ୟରେ ଏକ ବେଷ୍ଟ ଜୀବନସାଥୀ ହେବାର ଗୁଣ ମିଳିଥାଏ , ଓ ଚାରୋଟି ରାଶିର ପୁରୁଷ୍ ବହୁତ ସେକ୍ସି ଓ ହ୍ୟାଣ୍ତସମ୍ ହୋଇଥାନ୍ତି
ଯେମିତି ଆମେ ଜାଣିଛେ କି ରୋମାନ୍ସ ବିନା ବିବାହିତ ଜୀବନ ଅଧୁରା ଏଥିପାଇଁ ବିବାହିତ ଝିଅଙ୍କ ଏହା ଇଚ୍ଛା ଥାଏ କି ତାଙ୍କ ସ୍ୱାମୀ ବହୁତ ରୋମାଣ୍ଟୀକ୍ ହେଉ , ଆଜି ଆମେ ଏମିତି କିଛି ରାଶିର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ସବୁଠାରୁ ଅଧିକା ରୋମାଣ୍ଟିକ୍ ହୋଇଥାନ୍ତି , ଓ ବେଷ୍ଟ ସ୍ୱାମୀ ବୋଲି ଜଣାଯାଆନ୍ତି ।
୧) କୁମ୍ଭ ରାଶି- ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ରାଶି ଆସେ କୁମ୍ଭ ରାଶି , ଏହି ରାଶିର ପୁଅ ବହୁତ ଭଲ ଜୀବନସାଥୀ ହୋଇପାରନ୍ତି , ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , ଓ ତାଙ୍କୁ ଖୁସିରେ ରଖନ୍ତି ଏଇ ରାଶିର ଲୋକେ ଆର୍ଥିକ ରୁପରେ ଆପଣଙ୍କ ସାହାଯ୍ୟ କରନ୍ତି , ଏହି ରାଶିର ଜାତକ ବହୁତ କେୟାରିଙ୍ଗ୍ ନେଚରର ହୋଇଥାନ୍ତି, ଓ ନିଜ ଜୀବନସାଥୀଙ୍କୁ ବହୁତ ଇଜ୍ଜତ କରନ୍ତି , ଓ ତାଙ୍କୁ କେବେ ବି ହଇରାଣ ହେବାକୁ ଦିଅନ୍ତି ନାହିଁ ।
୨) ବୃଷ ରାଶି – ଏହି ରାଶିର ପୁରୁଷ ବହୁତ ଯତ୍ନବାନ ଓ ଭରସାଦାୟକ ହୋଇଥାନ୍ତି , ଏହି ରାଶିର ପୁରୁଷ ଦାୟିତ୍ୱବାନ ବି ହୋଇଥାନ୍ତି , ଓ ସେ ନିଜ ସ୍ତ୍ରୀ ଓ ଛୁଆଙ୍କ ସବୁ ଦରକାରିତା ପୁରା କରନ୍ତି , ଓ କେବେ ବି ନିଜ ଜୀବନସାଥୀଙ୍କୁ ଧୋକା ଦିଅନ୍ତି ନାହିଁ , ଏମିତି ପୁରୁଷଙ୍କୁ କାବୁ କରିବା ସହଜ ହୋଇଥାଏ ।
୩) କର୍କଟ ରାଶି- ଏହି ରାଶିର ପୁରୁଷ ବହୁତ ନିଜ ସ୍ତ୍ରୀଙ୍କୁ ଭଲ ପାଆନ୍ତି , ତାଙ୍କୁ ସରପ୍ରାଇଜ୍ ଦେବା ପସନ୍ଦ ହୋଇଥାଏ, ଓ ସେ ନିଜ ପରିବାରକୁ ବହୁତ ଦାୟିତ୍ୱ ନେଇଥାନ୍ତି , କିନ୍ତୁ ଏମାନଙ୍କ ଏକ କମି ହୋଇଥାଏ ଏହି ରାଶିର ପୁରୁଷ ଅଧିକା ଦେଖେଇ ହୁଅନ୍ତି ।
୪) ସିଂହ ରାଶି-ଏହି ରାଶିର ପୁରୁଷ ସବୁଠାରୁ ଭଲ ସ୍ୱାମୀ ଭାବେ ଜଣାଯାଆନ୍ତି ନିଜର ପ୍ରଶଂସା ଶୁଣିବା ଏମାନଙ୍କୁ ବହୁତ୍ ପସନ୍ଦ ହୋଇଥାଏ , ଏମାନେ ମହିଳାଙ୍କ ଉପରେ ଅଧିକା ଫିଦା ହୋଇଥାନ୍ତି ଓ ନିଜ ଜୀବନସାଥୀଙ୍କ ପ୍ରତି ଅଧିକା ଇମାନଦାର୍ ହୋଇଥାନ୍ତି ।
୫) ତୁଳା ରାଶି- ଏହି ରାଶିର ସ୍ୱାମୀମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ ସନ୍ତୁଷ୍ଟ ରଖନ୍ତି , ଓ ଏହି ଖୁସିର ସବୁଠାରୁ ବଡ କାରଣ ଏମାନଙ୍କ ସ୍ୱଭାବ ରୁ ହୋଇଥାଏ, ଏମାନେ ବହୁତ ରୋମାଣ୍ଟୀକ୍ ହୋଇଥାନ୍ତି , ସେମାନେ କେବେ ବି ନିଜ ସ୍ତ୍ରୀଙ୍କୁ ଗୋଲାପ ଦେଇକରି ଖୁସ୍ କରିଦିଅନ୍ତି , ଓ କେବେ ବେଡ୍ ଟି ଦେଇକରି ସରପ୍ରାଇଜ୍ କରିଦିଅନ୍ତି , ସେମାନେ ନିଜ ସଂମ୍ପର୍କକୁ ନେଇ ଇମାନଦାର୍ ହୋଇଥାନ୍ତି ।
୬) ମକର ରାଶି- ଯଦି ଆପଣ ଏହି ରାଶିର ପୁଅଙ୍କ ସହ ଡେଟ୍ କରୁଛନ୍ତି ତେବେ ଆପଣ ବହୁତ୍ ଭାଗ୍ୟବାନ ଅଟନ୍ତି , ଏହି ରାଶିର ପୁଅ ହ୍ୟାଣ୍ତସମ୍ ହୋଇଥାନ୍ତି , ଏମାନେ ବୁଢା ହେଲା ପରେ ବି ନିଜ ପ୍ରେମକୁ ସେପରି ଭଲ ପାଇବା ରଖିଥାନ୍ତି ।