December 22, 2024

Odia Express

Leading Odia News Portal of Odisha

ଏବେ ଆପଣଙ୍କ ମୋବାଇଲ୍ ବ୍ୟାଟେରି ୧୦ ଗୁଣା କମ୍ ହେବ ଖର୍ଚ୍ଚ, ତାହା ସହ ବଢିଯିବ ଆପଣଙ୍କ ଡାଟା ସ୍ପିଡ୍ ୧୦୦୦ ଗୁଣା ଅଧିକା , ଖାଲି କରିବାକୁ ହେବ ଏହି ଉପାୟ

ଆଜିର ସମୟରେ ଦେଖିବାକୁ ଗଲେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି , ଓ ତାହାକୁ ସେ ପ୍ରତିଦିନ ବ୍ୟବହାର କରନ୍ତି , ଓ ଯେବେ ଠାରୁ ଜିଓ ବଜାରରେ ଆସିଯାଇଛି, ତେବେ ସମସ୍ତଙ୍କ ପାଖରେ ୪ଜି ଇଣ୍ଟରନେଟ୍ ଆସିଯାଇଛି , କହିବାକୁ ଚାହିଁବୁ କି ୪ଜି ଇଣ୍ଟରନେଟ୍ ମିଳିବାପରେ ଗ୍ରାହକ ଇଣ୍ଟରନେଟ୍ ସ୍ପିଡ୍ ରୁ ସନ୍ତୁଷ୍ଟ ନାହାନ୍ତି,  ବହୁତଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ସମୟରେ ଲୋକେ ଭାବନ୍ତି କି କେତେ ଭଲ ସ୍ପିଡ୍ ଅଛି , କିନ୍ତୁ ଆସୁଥିବା ସମୟରେ ସ୍ପିଡ୍ କମ୍ ହେବାକୁ ଲାଗେ,  ଆପଣଙ୍କୁ କହିଦେବୁ କି ଆସୁଥିବା ଦିନରେ ଏବେ ସବୁ ଜିନିଷ ଇଣ୍ଟରନେଟ୍ ସହ ଯୋଡୀ ହେବ , ଓ ଅନୁମାନ କରାଯାଉଛି କି ସବୁ ଜିନିଷ ଇଣ୍ଟରନେଟ୍ ଦ୍ୱାରା ସଂଚାଳିତ ବି ହେବ , ଓ ସେହି ସମୟରେ ୪ ଜି ସ୍ପିଡ୍ ଲୋକଙ୍କର ଡାଟା ସ୍ପିଡ୍ ର ଡିମାଣ୍ତ ପୁରା କରିପାରିବ ନାହିଁ , ଓ ସମସ୍ତଙ୍କୁ ଅଧିକାରୁ ଅଧିକା ହାଇସ୍ପିଡ୍ ଇଣ୍ଟରନେଟ୍ ର ଆବଶ୍ୟକତା ପଡିବ ।

ଆପଣଙ୍କୁ କହିଦେବୁ କି ଦୁନିଆଁସାରା ଇଣ୍ଟରନେଟ୍ ସ୍ପିଡ୍ ର ଆବଶ୍ୟକତାକୁ ଦେଖିକରି ଏବେ ୫ ଜି ଆଣିବାର ବିଚାର କରାଯାଉଛି, କହିବାକୁ ଚାହିଁବୁ କି ୫ ଜି ନେଟୱାର୍କସ୍ ର ଆନାଲିସିସ୍ କରି ତାଙ୍କର ମାପଦଣ୍ତର ବୃଦ୍ଧି କରିଛନ୍ତି , ଓ ଏଥିରେ ଡାଟା ସ୍ପିଡ୍ ୪ ଜି ଇଣ୍ଟରନେଟ୍ ଅପେକ୍ଷା ପ୍ରାୟ ୧୦୦୦ ଗୁଣା ଅଧିକା ହେବ ବୋଲି ଆଶା କରାଯାଇଛି, କେବଳ ଏତିକି ନୁହେଁ ବରଂ ଏହା ଆସିବାପରେ ଆପଣଙ୍କ ମୋବାଇଲ୍ ବ୍ୟାଟେରି ୧୦ ଗୁଣା ଅଧିକା ଜଲଦି ସରିବ

କହିବାକୁ ଚାହିଁବୁ କି ଯେବେ ଆପଣ ଡାଟା ସ୍ପିଡ୍ ରେ ବୃଦ୍ଧି ହେବ , ଓ ମୋବାଇଲ୍ ଟାୱାର୍ ସଂଖ୍ୟା ବଢାଯିବ , ତେବେ ଏଥିରେ ବ୍ୟାଟେରି ଉପରେ ପ୍ରଭାବ ପକାଇବ,  ତେବେ ଆପଣ ଦେଖୁଥିବେ କି ଏହି ତିନି ସାଥିଙ୍କ ଏହି ଜିନିଷ ସଂମ୍ଭବ ନୁହେଁ,  କାରଣ ଆଜିର ମୋବାଇଲ୍ ଟାୱାର୍ ବହୁତ ଦୁର ଦୁରରେ ଅଛି, ଯାହାର କାରଣରୁ କନେକ୍ଟିଭିଟି ରେ ପ୍ରୋବ୍ଲେମ୍ ଆସିଥାଏ, ଓ ଏହି କାରଣରୁ ଆପଣଙ୍କ ଫୋନ୍ ବ୍ୟାଟେରି ଜଲଦି ଶେଷ ହୋଇଯାଏ , ଯାହା ଅଧିକା ସମୟ ଟାୱାର୍ କିମ୍ବା କନେକ୍ଟିଭିଟି କାରଣରୁ ହେବ ନାହିଁ ,

ଆପଣଙ୍କୁ କହିବାକୁ ଚାହିଁବୁ ଯଦି ୫ ଜି ଟେଲିକମ୍ ବଜାରରେ ଆସିଲା ତେବେ ନିଶ୍ଚିତ ରୁପରେ ଇଣ୍ଟରନେଟ୍ ଦୁନିଆଁରେ ଏକ ଦମ୍ ବେଶୀ ପ୍ରଚଳନ ହେବ , ଏବେ ୫ ଜି ଆସିବାର କିଛି ସମୟ ଅଛି, ଓ ତାହା ସହ ଏହାର ଉପରେ କାମ ୫ଜି ଓ ତାହାର ସର୍ଭିସ ମାପଦଣ୍ତ ବୃଦ୍ଧି କରାଯାଇପାରେ , ସୁଚନାରୁ ମାନିଲେ ରିସର୍ଚ୍ଚରେ ବହୁତପ୍ରକାରର ନୁଆ ନୁଆ ଟେକନିକ୍ସ ଉପଯୋଗ କରି କାମ କରାଯାଇଛି, ବୈଜ୍ଞାନିକ ଏହି ତରଫରୁ ଇସାରା କରି କହିଥିଲେ କି ଫାଇଦା ଏହା ହେବ ଜଲଦି ହିଁ ଏହି ଟେକନିକ୍ ଆପଣଙ୍କ ହାତରେ ରହିବ , ଯାହାପରେ ମୁଭି ଡାଉନଲୋଡ୍ କରିବା କିମ୍ବା ଅନଲାଇନ୍ ଷ୍ଟ୍ରିମିଙ୍ଗ୍ ସବୁ କିଛି ବିନା ଅଟକି କରି ଚାଲିବ ।

Leave a Reply

Your email address will not be published. Required fields are marked *