December 22, 2024

Odia Express

Leading Odia News Portal of Odisha

ଆଜିର ବାପା ପୁଅ ଓଡ଼ିଆ ମଜାଳିଆ ହସକଥା : ପୁଅ- ବାପା ମୋର ମ୍ୟାଡାମ୍ କେତେ ମସ୍ତ ଅଟନ୍ତି ନା, ବାପା- ପୁଅ ମ୍ୟାଡାମ୍ ମା ସମାନ ହୋଥାନ୍ତି ପୁଅ ତାପରେ ଯାହା କହିଲେ ବାପା ଶୁଣିକି ବେହୋସ…

ସବୁଥର ପରି ଏହି ଥର ଆପଣ ସମସ୍ତଙ୍କ ପାଇଁ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଆମର ଦାବି ଅଛି କି ଏହି ଜୋକ୍ସକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ , ଏହା ଆପଣଙ୍କ ସବୁ ଟେନସନ୍ ଦୁର କରିଦେବ,  ଯଦି ଆପଣ ହସିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ସେହି ଜୋକ୍ସଗୁଡିକ ବିଷୟରେ ଜାଣିବା ।

୧) ଗୋଟେ ପାର୍ଟିରେ ଏକ ସୁନ୍ଦର ଝିଅ ଗୋଟେ ପୁଅ ପାଖକୁ ଗଲା , ଝିଅ କହିଲା- ଏକ୍ସକ୍ୟୁଜ୍ ମି ମୋର ଗୋଟେ ହାତରେ ପ୍ଲେଟ୍ ଅଛି, ଓ ଅନ୍ୟ ହାତରେ ଗିଲାସ ଆପଣ ପ୍ଲିଜ୍ , ମୋର ଚେହେରାରୁ ଗୋଟେ ଜିନିଷ ହଟାଇଦେବେ , ପୁଅ- ହଁ ହଁ କଣ ପାଇଁ ନୁହେଁ , କୁହନ୍ତୁ କେଉଁ ଜିନିଷ ହଟାଇବୁ ? ଝିଅ- ନିଜ କୁକୁର ପରି ଚେହେରାକୁ ହଟା ବେ ।

୨) ପପୁ- ପଣ୍ତିତ ମହାଶୟ ମୋର ବାହାଘର ହେଉନି, କିଛି ଉପାୟ କୁହନ୍ତୁ , ପଣ୍ତିତ ବଡଙ୍କ ଠାରୁ ସବୁବେଳେ ଖୁସିରେ ରୁହ, ଆଶିର୍ବାଦ ନେବା ବନ୍ଦ କର ।

୩) ବିବାହର ପାଞ୍ଚ ବର୍ଷ୍ ପରେ ଭ୍ୟାଲେଣ୍ଟଟାଇନ୍ ଡେ ଦିନ ସ୍ତ୍ରୀ ପାଇଁ ଧଳା ଗୋଲାପ ଆଣିଲା , ସ୍ତ୍ରୀ –କଣ ଧଳା ଗୋଲାପ, ଭ୍ୟାଲେଣ୍ଟଟାଇନ୍ ଡେ ଦିନର ଲାଲି ଗୋଲାପ ଦିଅନ୍ତି ନା, ସ୍ୱାମୀ- ଏବେ ଜୀବନରେ ପ୍ରେମରୁ ଅଧିକା ଶାନ୍ତିର ଦରକାର ଅଛି

୪) ଭଗବାନ ସବୁ ମଣିଷକୁ ଅଲଗା ଅଲଗା ବନାଇଛନ୍ତି କିନ୍ତୁ ଯେବେ ବାରି ଚିନ୍ ର ଆସିଲା ତେବେ ସେ ଥକି ସାରିଥିଲା,  ଓ ତାପରେ ଦେଲେ କପି ପେଷ୍ଟ ଦେଲେ କପି ପେଷ୍ଟ ।

୫) ଏକ ମହିଳା ହାତରେ ଆଇଫୋନ୍ ୬ ନେଇକରି ରାସ୍ତାରେ ଯାଉଥିଲେ , ତାଙ୍କ ପାଦ ଖସିଲା , ଓ ତଳେ ପଡିଗଲେ , ତେବେ କିଛି ଭାଙ୍ଗିବାର ଆବାଜ୍ ଆସିଲା , ହୃଦୟକୁ ଶାନ୍ତ କରି କହିଲା- ଭଗବାନ ହାଡ ଭାଙ୍ଗିଥାଉ ହେଲେ ।

୬) ରିକ୍ସାବାଲା- ଝିଅ କଣ କରିଛି ? ଘର ଲୋକେ- ସିଏ ଆମ ନାକରେ ଦମ୍ ବାହାର କରିଦେଇଛି, ତାକୁ ନେଇଯାଆନ୍ତୁ ଜଲଦି ଖାଲି ।

୭) ଗ୍ରାହକ- ଟି ସାର୍ଟ ଦେଖେଇଲ ଭାଇ, ଦୋକାନୀ- ଏଇ ନିଅନ୍ତୁ ପିଟର ଇଂଲଣ୍ତର ଶାନଦାର୍ ସାର୍ଟ, ଗ୍ରାହକ- କେତେ ଟଙ୍କା- ଦୋକାନୀ- ମାତ୍ର ୩୫୦୦ ଟଙ୍କା ଆଜ୍ଞା, ଗ୍ରାହକ- ଆପଣଙ୍କ ପାଖରେ ପିଟର ଅହମଦାବାଦ୍ ନାହିଁ କି ?

୮) ବିବାହିତ ପୁରୁଷଙ୍କ ପରିଚୟ ଅଫିସ୍ ଯାଉଥିଲେ ତାଙ୍କ ହାତରେ ଟିଫିନ୍ ଓ ଆସିଲା ବେଲେ ପରିବା ବ୍ୟାଗ୍, ଏହା ତାଙ୍କର ସିନ୍ଦୁର ଓ ମଙ୍ଗଳସୁତ୍ର ହୋଇଥାଏ ।

୯) ଏକ ମହିଳା କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ,  ଚେହେରାରେ ଭାରତର ପତାକା ଅଙ୍ଗୀତ ହୋଇଥିଲା,  ତେବେ ଶକ୍ତି କାପୁର୍ ଆସିଲେ ଓ ଚୁମା ଦେଇଦେଲେ , ମହିଳା କଣ ପାଇଁ ଏମିତି କଲେ ? ଶକ୍ତିକାପୁର୍- ଆଓ, କାରଣ ଆଇ ଲଭ୍ ମାଇଁ ଇଣ୍ତିଆ ୟେ ମେରା ଇଣ୍ତିଆ ।

୧୦) ସାନ୍ତା ପେଣ୍ଟିଙ୍ଗ୍ କିଣିବାକୁ ଗଲା,  ସେଲ୍ସମ୍ୟାନ୍- ଏହା ୧୦ ହଜାର ଟଙ୍କାର ଅଟେ, ଓ ଅୟେଲ୍ ପେଣ୍ଟରେ ତିଆରି ହୋଇଛି, ସାନ୍ତା- ପଇସାର ଚିନ୍ତା କରନି, ଦେଶୀ ଘିଅର କିଛି ଦେଖାଅ ।

୧୧) ଥରେ ବାରରେ ଏକ ପାଗଳ ବିନା ଜଳିଥିବା ବିଡି ପିଉଥିଲା,  ଦ୍ୱିତୀୟ ପାଗଳ- ସାଙ୍ଗ ବିଡି ସିଙ୍କୁଡିଯାଇ ଧୁଆଁ ବାହାରୁନି । ପ୍ରଥମ ପାଗଳ- କରିଦେଲୁ ନା ପାଗଳପରି କଥା ଏହି ବିଡି ସିଏନ୍ ଜି ବିଡି ଅଟେ ।

୧୨) ୧୦ ଜଣ ଇଂରେଜ, ୫ ଜଣ ଆଫଗାନ୍, ୧ ଜଣେ ଇଣ୍ତିଆନ୍ ହେଲିକାପ୍ଟର ରସିରେ ଲଟକିଥିଲେ,  ପାଇଲଟ୍- ଓଜନ ଅଧିକା ଅଛି , ୧ ବ୍ୟକ୍ତିକୁ ରସିଛାଡିବାକୁ ପଡିବ,  ଇଣ୍ତିଆନ୍- ଏହି କୁରବାନୀ ଆମେ ଦେବୁ , କାରାଣ ଆମେ ଇଣ୍ତିଆନ୍ ଅଟୁ, ତ ସମସ୍ତେ ବଜାଅ ତାଳି, ସବୁ ଇଂରେଜ ଓ ଆଫ୍ରିକାନ୍ ତାଳି ବଜାଇବାକୁ ଲାଗିଲେ ଓଜନ୍ ନିଜେ କମ୍ ହୋଇଗଲା,  ସେ ଇଂରେଜ୍ ହେଉ କିମ୍ବା ଆଫ୍ରିକା ଇଣ୍ତିଆନ୍ କେବଳ ଇଣ୍ତିଆନ୍ ହୋଇଥାଏ ।

୧୩) ପୁଅ- ବାପା ମୋର ମ୍ୟାଡାମ୍ କେତେ ମସ୍ତ ଲାଗୁଛନ୍ତି ନା , ବାପା- ପୁଅ ମ୍ୟାଡାମ୍ ମା ସମାନ ହୋଇଥାନ୍ତି , ପୁଅ- ଆପଣଙ୍କୁ ତ ସବୁବେଳେ ନିଜ ଖୁସି ଦେଖାଯାଏ ।

୧୪) ଅଧ୍ୟାପିକା- ଆରେ ଏଠିକି ଆସ , ଚପରାସୀ- ମ୍ୟାଡ୍ୟାମ୍ ମୋର ନାଁ ଆରେ ନୁହେଁ , ମୋତେ ନାଁ ନେଇକରି ଡାକ, ଅଧ୍ୟାପିକା- ଭଲ କୁହ ତୁମ ନାଁ କଣ ? ଚପରାଶୀ- ପ୍ରାଣନାଥ, ଅଧ୍ୟାପିକା ନା କିଛି ଅଲଗା ନାଁ କୁହ, ଚାଲ ଘର ଲୋକେ କେଉଁ ନାଁରେ ଡାକୁଛନ୍ତି , ଚପରାସୀ-ବଲମ୍ , ଅଧ୍ୟାପିକା ଏହା ବି ସଠିକ୍ ନୁହେଁ ଆଉ କଣ କୁହ , ପଡୋଶୀ ବାଲା କଣ ନାଁ ରେ ଡାକନ୍ତି , ଚପରାସୀ- ସାଜନ୍, ଅଧ୍ୟାପିକା ଏଇ ନାଁ ବି ଠିକ୍ ନୁହେଁ , ସର୍ ନେମ୍ କଣ ବ୍ୟବହାର କରୁଛ ? ଚପରାସୀ- ସ୍ୱାମୀ। ଅଧ୍ୟାପିକା ବେହୋସ୍ ।

ସେମିତି ସରକାରୀ ଚାକିରି ମିଳିଯାଉ, ସୋନି ଟିଭିରେ ସିଆଇଡି ରେ ପ୍ରଦ୍ୟୁମନ୍ ଟିମ୍ ର ରୋଲ୍ କେବେ ଅଲଗା କାମ ଖୋଜିବାକୁ ଦରକାର ପଡିବ ନାହିଁ

Leave a Reply

Your email address will not be published. Required fields are marked *