ନବରାତ୍ରୀରେ ମିଳିଲେ ଏହି ସଙ୍କେତ ତେବେ ବୁଝିବେ କି ଦେବୀ ମା ଆପଣଙ୍କ ଉପରେ ହୋଇଯାଇଛନ୍ତି ପ୍ରସନ୍ନ, ଜଲଦି ଖୋଲିଯିବ ଆପଣଙ୍କ ଭାଗ୍ୟ..
ନବରାତ୍ରୀ ଦିନ ଦୁର୍ଗା ମାଙ୍କ ପୁଜା ଅର୍ଚ୍ଚନା କରିବା ସବୁଠାରୁ ଉତ୍ତମ ଦିନ ମାନାଯାଏ , ନବରାତ୍ରୀ ଅବସରରେ ସବୁ ଭକ୍ତ ମାତାରାଣୀଙ୍କୁ ପ୍ରସନ୍ନ କରିବାର ସବୁ ସଂମ୍ଭବ ଚେଷ୍ଟା କରିଥାନ୍ତି , ବହୁତ ଲୋକ ଏମିତି ହୋଇଥାନ୍ତି ଯାହା ନାନାପ୍ରକାରର ଉପାୟ କରିକି ମା ଦୁର୍ଗାଙ୍କୁ ଆଶିର୍ବାଦ ପାଇବାର ଇଚ୍ଛୁକ ରୁହନ୍ତି , ଲୋକେ ନବରାତ୍ରୀ ୯ ଦିନ ଉପବାସ ରଖନ୍ତି , ଓ ପୁରା ବିଧି ବିଧାନ ପୁର୍ବକ ମାତା ରାଣୀଙ୍କର ପୁଜା କରନ୍ତି । ଭକ୍ତ ନିଜ ତରଫରୁ ସବୁ ସଂମ୍ଭବ ଚେଷ୍ଟା କରି ମାତା ରାଣୀଙ୍କୁ ପ୍ରସନ୍ନ କରିଥାନ୍ତି କିନ୍ତୁ ବୋଧେ ଆପଣଙ୍କୁ ଏହି କଥା ଜଣାଥିବ କି ନବରାତ୍ରୀ ଦିନ କିଛି ଏମିତି ଶୁଭ ସଙ୍କେତ ହୋଇଥାଏ ଯାହା ଆପଣଙ୍କୁ ମିଳିଲେ ଏହା ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିପାରେ । ଶାସ୍ତ୍ରର ଅନୁସାରେ ଆଜି ଆମେ ଆପଣଙ୍କୁ ନବରାତ୍ରୀ ଦିନରେ ମିଳୁଥିବା କିଛି ସଙ୍କେତ ବିଷୟରେ ଜଣାଇବୁ ।
ଯଦି ଆପଣଙ୍କୁ ନବରାତ୍ରୀ ଦିନ ପବିତ୍ର ଦିନରେ ନିଜ ସ୍ୱପ୍ନରେ ନଡିଆ କିମ୍ବା ଶଙ୍ଖ, ଫୁଲ ଦେଖିଥାନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ , ଏହାର ମତଲବ ହୋଇଥାଏ କି ମାତା ରାଣୀ ଆପଣଙ୍କ ପୁଜା ଅର୍ଚ୍ଚନାରୁ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି , ଓ ଏହି କୃପାରୁ ବହୁତ ଜଲଦି ଆପଣଙ୍କୁ କିଛି ଶୁଭ ସୁଚନା ମିଳିପାରେ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ଧଳା କିମ୍ବା ସୁନେଲି ରଙ୍ଗର ସାପ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ , ଏମିତି କୁହାଯାଏ କି ନବରାତ୍ରୀଦିନରେ ସ୍ୱପ୍ନରେ ଏହି ପ୍ରକାରର ସାପ ଦେଖିଲେ ତେବେ ଧନପ୍ରାପ୍ତି ହେବାର ସଂମ୍ଭାବନା ରହିଥାଏ , ଘର ପରିବାରରେ ସୁଖ ସମୃଦ୍ଧି ଆଗମନ ହୋଇଥାଏ , ସୁନେଲିଓ ଧଳା ରଙ୍ଗର ସାପ ଦେବୀ ଲକ୍ଷ୍ମୀଙ୍କ ପ୍ରତିକ ମାନାଯାଏ , ଏଥିପାଇଁ ଏହି ପ୍ରକାରର ସ୍ୱପ୍ନ ନବରାତ୍ରୀ ଦିନରେ ବହୁତ ଫଳଦାୟକ ହୋଇଥାଏ ।
ଆଖୁ ଦେଖିବା- ଯଦି ଆପଣଙ୍କୁ ନବରାତ୍ରୀ ଦିନରେ ସ୍ୱପ୍ନରେ ଆଖୁ କିମ୍ବା ଆଖିର କ୍ଷେତ ଦେଖାଯାଏ ତେବେ ଏହା ଶୁଭ ମାନାଯାଏ , ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ସୁଖ ସମୃଦ୍ଧି ହୋଇଥାଏ, ଆପଣ ନିଜ ଜୀବନରେ ଲଗାତାର ସଫଳତା ପାଇବେ , ଏହି ପରି ସ୍ୱପ୍ନ ଘରେ ସୁଖ ଶାନ୍ତି ମାହୋଲ୍ ଆଡକୁ ଇସାରା ଦେଇଥାଏ ।
ଝିଅଙ୍କ ହାତରେ ପଇସା ପାଇବା – ଯଦି ଆପଣ ସ୍ୱପ୍ନରେ ଦେଖନ୍ତି କି କେଉଁ ଝିଅ ଆପଣଙ୍କ ହାତରେ ଦେଉଥିବ , ତେବେଏହା ବହୁତ ଶୁଭ ହୋଇଥାଏ , ଝିଅ ସାକ୍ଷାତ ମାତା ଦୁର୍ଗାଙ୍କ ସ୍ୱରୁପ ହୋଇଥାନ୍ତି , ଏହି ପରି ସ୍ୱପ୍ନରେ ଆସୁଥିବା ବେଲେ ଆପଣ ବୁଝିଯିବେ କି ଆପଣଙ୍କ ଜୀବନରେ ସଙ୍କଟ ମାତା ରାଣୀ ଦୁର କରିଦେବେ , ଓ ଆପଣଙ୍କ ଜୀବନରେ ଧନର ଅଭାବ ହେବ ନାହିଁ । ଯଦି ଆପଣ ସ୍ୱପ୍ନରେ ନବରାତ୍ରୀଦିନରେ ଧଳା ଗାଇଦେଖିଦିଅନ୍ତି , ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ, ଏହାର୍ ଅର୍ଥ ହୋଇଥାଏ କି ଆପଣ ନିଜ କ୍ୟାରିୟରରେ ଲଗାତାର ଉନ୍ନତି ହାସିଲ୍ କରିବେ , ପାରିବାରିକ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ , ଏହି ପରି ସ୍ୱପ୍ନରେ ସକରାତ୍ମକ ଉର୍ଜା ପ୍ରଦାନ କରୁଥିବା ମାନାଯାଇଛି ।
ଯଦି ଆପଣ ନବରାତ୍ରୀ ଦିନ ନିଜ ସ୍ୱପ୍ନରେ ଶୃଙ୍ଗାର କରୁଥିବା କେଉଁ ମହିଳାଣ୍କୁ ଦେଖନ୍ତି ତେବେ ଏହା ବହୁତଶୁଭ ହୋଇଥାଏ, ମହିଳାଙ୍କୁ ଦେବୀ ମାଙ୍କ ଅଂଶ ବୋଲି ମାନାଯାଇଛି, ଏହାର୍ ମତଲବ ହୋଇଥାଏ କି ସାକ୍ଷାତ ଦେବୀ ମା ଦର୍ଶନ କରିବାକୁ ଆସିଛନ୍ତି , ଓ ଶିଘ୍ର ଆପଣଙ୍କ ଜୀବନରେ ସବୁ କଷ୍ଟ ଦୁର ହୋଇଯିବ , ଓ ଆପଣ ନିଜ ଜୀବନରେ ଲଗାତାର ଉନ୍ନତି ଆଡକୁ ଅଗ୍ରସର ହେବେ