ଏହି ୩ ଟା ଜିନିଷ ବ୍ୟବହାର ଆମେ ସବୁଦିନ କରୁଛେ , ଆମେ କ୍ୟାନ୍ସର ପାଖକୁ ଚାଲିଯାଉଛେ , ଆଜି ହିଁ ଛାଡିଦିଅନ୍ତୁ ଏହାର ବ୍ୟବହାର..
ଯେପରି ଆମେ ସମସ୍ତେ ଜାଣିଛେ କି ଏହି ଦିନରେ ଆମର ବଲିଉଡ୍ ରେ ବହୁତ ସେଲିବ୍ରେଟିଜ୍ କ୍ୟାନ୍ସର ପରି ରୋଗରେ ପଡିଛନ୍ତି ଯାହା ପୁର୍ବରୁ ଇରଫାନ୍ ଖାନ୍ ନାଁ ବି ସାମିଲ୍ ଥିଲା , ଏବେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ବି ଯୋଡି ହୋଇଛି ଯିଏ ହେଲେ ସୋନାଲି ବେନ୍ଦ୍ରେ, ସୋନାଲି ବେନ୍ଦ୍ରେ ନିଜେ ଏହି ରୋଗ ବିଷୟରେ ସୁଚନା ସୋସିଆଲ୍ ମିଡିଆରେ ଲୋକଙ୍କୁ ଜଣାଇଥିଲେ, ଯାହାପରେ ବଲିଉଡ୍ ସମେତ ପୁରା ଦେଶରେ ଶୋକର ଲହଡି ଖେଲିଯାଈଥିଲା, ଏଥିପାଇଁ ସୋନାଲି ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ । ଓ କ୍ୟାନ୍ସର ପାଇଁ ଚିକିତ୍ସା କରାଇଛନ୍ତି । ଆମର ଆଜିକାଲି ବଦଳୁଥିବା ଜୀବନଶୈଳୀ ଖାଦ୍ୟପେୟ ଓ ମାନବ ନିର୍ମିତ ଜିନିଷର ବ୍ୟବହାର ପରି ଖତରନାକ ରୋଗ ଆମକୁ ଏହା ବୃଦ୍ଧି ଦେଇଥାଏ, ଆଜିର ସମୟରେ ନିଜ ସବୁଦିନର ଜୀବନରେ ସରଳ ବନାଇବାପାଇଁ ଏମିତି ଜିନିଷର ବ୍ୟବହାର କରିଥାନ୍ତି ଯାହା ଖତରନାକ କେମିକାଲ୍ ଦ୍ୱାରା ପ୍ରସ୍ତୁତ ହୋଇଥାଏ , ଯାହା ବିଷୟରେ ଆମକୁ ଜଣା ହୋଇନଥଏ, କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି କେମିକାଲ୍ ରୁ ତିଆରି ହୋଇଥିବା ଜିନିଷ ଯାହା ଆମେ ସବୁଦିନ ବ୍ୟବହାର କରୁଛେ , ସେମିତି କ୍ୟାନ୍ସର , ହୃଦରୋଗ, ପରି ଗଂମ୍ଭିର ରୋଗ ଆଡକୁ ନେଇଯାଇଥାଏ , ତେବେ ଆସନ୍ତୁ ଜାଣିବା ଏହି ଗଂମ୍ଭୀର୍ ରୋଗ ବିଷୟରେ ଓ ସେହି ତିନୋଟି ଜିନିଷ ବିଷୟରେ ଯାହା ଆମେ ନିତଦିନରେ ବ୍ୟବହାର କରି ଆସୁଛେ ,
କ୍ୟାନ୍ସର ଏକ ଖତରନାକ୍ ରୋଗ ଅଟେ, କ୍ୟାନ୍ସର ରୋଗୀ ଜଲଦି ଠିକ୍ ହୋଇନଥାନ୍ତି , କାରଣ ଏହାର ଲକ୍ଷଣ ଆମକୁ ଡେରିରେ ଜଣାପଡିଥାଏ, ଯେପରି ଆମେ ଜାଣିଛେ କି ଆମର ଶରୀରର କୋଶିକାରେ ଏହା ତିଆରି ହୋଇଥାଏ , ଯେପରି ଶରୀରକୁ ତାହାର ଦରକାର ପଡିଥାଏ , ତେବେ ସେମିତି କୋଶିକାକୁ ନିୟନ୍ତ୍ରିତ ରୁପରେ ବିଭାଜିତ ଓ ବଢିଥାଏ , କିନ୍ତୁ ବହୁତଥର ଏମିତି ହୋଇଥାଏ ,ଯାହା ଶରୀରର ଏହି କୋଶିକାକୁ କିଛି ଦରକାର୍ ହୋଇନଥାଏ, ତାପରେ ଏହାର ବଢିବା ଜାରି ହୋଇଥାଏ, କୋଷିକା ଏହା ଅସାମାନ୍ୟ ବିକାଶ କ୍ୟାନ୍ସର କୁହାଯାଏ , ଆସନ୍ତୁ ଆପଣଙ୍କୁ କହିବୁ ସେହି ୩ ଟି ଜିନିଷ ବିଷୟରେ ଯାହା ଖତରନାକ ରୋଗ ପାଖକୁ ନେଇଯାଏ , ଯାହା ଆମର ଘରେ ମିଳିଥାଏ, ଯାହାର ବ୍ୟବହାର ଆମେ ସବୁଦିନ କରୁଛେ , ଓ କେବେ କେବେ ଏହା ଅଧିକା ବି ନେଇଯାଉ , ଆସନ୍ତୁ ଜାଣିବା ।
Styrofoam ରେ ତିଆରି ପ୍ରଡକ୍ଟ ଥର୍ମୋକୋଲ୍ ରୁ ତିଆରି କପ୍ , ଗ୍ଲାସ୍ , ପ୍ଲେଟ୍ ।
ଆଜିକାଲିର ସମୟରେ Styrofoam ରେ ତିଆରି ଜିନିଷ ବ୍ୟବହାର୍ ସାଧାରଣ ହୋଇଯାଇଛି, ଲୋକେ ଏହି ପ୍ରକାରର ଖାଦ୍ୟ ଖାଇବା ପାଇଁ ଜିନିଷ ପାଇଁ ଏହାର ବ୍ୟବହାର୍ କରିଥାଉ, ଆଯି ଏହି କପ୍ ର ବ୍ୟବହାର ସବୁ ଚାହା ବାଲା କରୁଛନ୍ତି , ସବୁ ହୋଟେଲ୍ ରେ କରାଯାଉଛି, ଏହା ସହ ନିଜ ଘରରେ ଏହି ପ୍ରଡକ୍ଟ ବ୍ୟବହାର୍ କରିଥାଉ, ପ୍ଲାଷ୍ଟିକ୍ ରୁ ତିଆରି କପ୍ ଦେଖିବାକୁ ଯେତେ ସୁନ୍ଦର୍ ଲାଗିଥାଏ, ତାହା ସ୍ୱାସ୍ଥ୍ୟ ପାଇଁ ସେତେ ବିପଦ ନେଇଆସେ , ଏହି Styrofoam ରେ ତିଆରି ପ୍ରଡକ୍ଟ ଯେପରି ବିଧିରେ ତିଆରି କରାଯାଏ ସେ ପୁରା କେମିକାଲରେ ହୋଇଥାଏ , ଓ ଏଥିରେ ବହୁତ ଖତରନାକ କେମିକାଲ୍ ର ବ୍ୟବହାର ହୋଇଥାଏ , ଯାହା ଆପଣଙ୍କ ପାଇଁ କେଉଁ ବିଷଠାରୁ କମ୍ ନୁହେଁ । ଆପଣଙ୍କୁ କହିଦେବୁ କି ଏଥିରେ ପୋଲିଷ୍ଟିନ୍ ହୋଇଥାଏ, ଯାହା ଏକ ପଲିମର୍ ହୋଇଥାଏ , ଏହି ଖତରନାକ୍ କେମିକାଲ୍ ଯେବେ ଗରମ ଜିନିଷ ଯେପରି ଗରମ ପାଣି କିମ୍ବା ଚାହା କିମ୍ବା କଫି ସହ ମିଶିଥାଏ , ତାହା ରିଆକ୍ସନ୍ କରିଥାଏ, ଯାହାର କାରଣରୁ ଆମ ଶରୀରରେ ଖରାପ୍ ପ୍ରଭାବ ପକାଇଥାଏ, ଓ ଅଧିକା ବ୍ୟବହାର କରିବା ଦ୍ୱାରା ଶରୀରରେ କ୍ୟାନ୍ସର ହେବାର ସଂମ୍ଭାବନା ଅଧିକା ବଢିଯାଏ
।
୨) ଅଗରବତୀର ଧୁଆଁ “ ଆମର ହିନ୍ଦୁ ଧର୍ମରେ ପୁଜା ପାଠ୍ କରିବାରେ ଏକ ବିଶେଷ ମହତ୍ତ୍ୱ ରହିଥାଏ, ଓ ଏହି ପୁଜା ପାଠରେ ଅଧିକା ଯେଉଁ ଜିନିଷର ବ୍ୟବହାର୍ ହୋଇଥାଏ ତାହା ହେଲା ଅଗରବତୀ, ଓ ଅଗରବତୀରୁ ବାହାରୁଥିବା ଧୁଆଁ କ୍ୟାନ୍ସର୍ ପରି ରୋଗ ପାଇଁ ଦାୟୀ ହୋଇଥାଏ, ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ରିପୋର୍ଟ୍ ସାମ୍ନାକୁ ଆସିଛି କି ଅଗରବତୀର ଧୁଆଁରେ ତିନି ପ୍ରକାରର ବିଶେଷ ତତ୍ତ୍ୱ ମିଳିଥାଏ , ଯାହା କ୍ୟାନ୍ସର୍ ପାଇଁ ଦାୟୀ ରୁହନ୍ତି , ଏହି ବିଷାକ୍ତ ତତ୍ତ୍ୱ , ଯେପରି ମ୍ୟୁଟାଜେନିକ୍, ଜିନୋଟକ୍ସିକ୍ , ଓ ସାଇଟୋ ଟକ୍ସିକ୍, ନାଁରେ ଜଣାଯାଆନ୍ତି , ଜେନେଟିକ୍ ମ୍ୟୁଟେସନ୍ ମାନେ ଅନୁବଂଶିକ ଉତ୍ପାରିବର୍ତ୍ତନ ରୁ ବ୍ୟକ୍ତିର DNA ରେ ପରିବର୍ତ୍ତନ ହୋଇପାରେ, ଯାହା ଏକ ଭଲ ସଙ୍କେତ ନୁହେଁ ।
୩) ମଶା ମାରୁଥିବା କଏଲ୍ : ଆଜିକାଲି ମଶା ଙ୍କ ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି , ଯାହାର କାରଣରୁ ଆମେ ମଶାଠାରୁ ମୁକ୍ତିପାଇବାପାଇଁ ବଜାରରୁ ନାନାପ୍ରଡକ୍ଟ ଆଣିଥାଉ, ଯେଉଁଥିରେ ମଶା କଏଲ୍ ବି ଅନ୍ତର୍ଭୁକ୍ତ ହୋଇଛି, ଆପଣଙ୍କୁ କହିଦେବୁ କି ଯେତେ ଅଧିକା କଏଲ୍ ର ମଶାଙ୍କ ଉପରେ ପ୍ରଭାବ ପକାଇଥାଏ, ସେତେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ , ମଶା ମାରିବାପାଇଁ ଯେଉଁ କଏଲର ବ୍ୟବହାର କରାଯାଏ , ତାହାକୁ ବନାଇବାପାଇଁ ବିଷାକ୍ତ କେମିକାଲର ମିଶ୍ରଣ ହୋଇଥାଏ , ଏହି ଧୁଆଁ ସୁଗନ୍ଧ ତ ହୋଇଥାଏ, କିନ୍ତୁ କେମିକାଲ୍ ଦ୍ୱାରାମିଶ୍ରଣରୁ ଆମ ମୁଣ୍ତବିନ୍ଧା, ଓ ଆଲର୍ଜୀ ଲକ୍ଷଣ ନଜର୍ ଆସିଥାଏ, ଓ ଏହା ଅଧିକା ବ୍ୟବହାର୍ କଲେ କ୍ୟାନ୍ସର ପରି ରୋଗ ହୋଇପାରେ , ଏହି ପରି ଆଜି ଆମେ ଯେତେ ପ୍ରକୃତିରୁ ଦୁରେଇଯାଉଛେ , ଓ ଏହି ମାନବ ନିର୍ମିତ କେମିକାଲ୍ ରେ ତିଆରି ଜିନିଷର ବ୍ୟବହାର କରୁଛେ । ଏହା ଆମ ଶରୀର ପାଇଁ ବିପଦପୁର୍ଣ୍ଣ ହୋଇଯାଏ , ଏଥିପାଇଁ ଆଜିର ସମୟରେ ସୁସ୍ଥ୍ୟ ରହିବାପାଇଁ କେବଳ ଗୋଟେ ସିଦ୍ଧାନ୍ତ ଅଛି, ଓ ଏହା ହେଲ୍ ପ୍ରକୃତିର ଯୋଡିକରି ବଞ୍ଚିବା ଶିଖନ୍ତୁ ,ଓ ସୁସ୍ଥ୍ୟ ରୁହନ୍ତୁ