ମାତ୍ର ୧୦ ଦିନରେ ୧୦ ଗୁଣା ବଢିଯିବ ଚେହେରାର ସୁନ୍ଦରତା , ଜାଣନ୍ତୁ କଣ କରିବାକୁ ହେବ…
ବନ୍ଧୁଗଣ, ଆପଣ ଟିଭିରେ ବହୁତ ସାରା ବିଜ୍ଞାପନ ଦେଖିଥିବେ ଯେଉଁଥିରେ ଲୋକ ଦାବା କରନ୍ତି କି ଆମର ପ୍ରଡକ୍ଟ ଉପଯୋଗ କଲେ ଆପଣ କଳାରୁ ଗୋରା ହୋଇଯିବେ , କିମ୍ବା କେଉଁ ସୁପର ମଡେଲ୍ ପରି ସୁନ୍ଦର ଦେଖାଯିବେ , କିନ୍ତୁ ସତ୍ୟତା ଆଉ କିଛି ହୋଇଥାଏ , ସେହି ଲୋକଙ୍କୁ କେବଳ ନିଜ ପ୍ରଡକ୍ଟ ବିକ୍ରି କରିବାର ମତଲବ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରକିୟା ବିଷୟରେ କହିବାକୁ ଯାଊଛୁ, ଯାହା ଆପଣଙ୍କ ଚେହେରାର ବର୍ତ୍ତମାନର ସୁନ୍ଦରତାକୁ ୧୦ ଗୁଣା ବଢାଇଦେବ , ଆପଣଙ୍କ ସୁନ୍ଦର ଓ ଆକର୍ଷକ ଦେଖାଯିବାପାଇଁ ଆପଣଙ୍କ ରଙ୍ଗରୁ ଅଧିକା ବେଦାଗ ଓ କୋମଳ ସ୍କ୍ରିନ୍ ମାଇନା ରଖିଥାଏ, ଆଜି ଆମର ଏହି ପ୍ରକିୟା ଏହି କାମ କରିଥାଏ, ଏହା ଆପଣଙ୍କ ସ୍କିନରେ ଉଜ୍ଜଳ କରାଏ , ଓ ବେଦାଗ ବନାଇକରି ଏକ ଶାନଦାର୍ ଲୁକ୍ ଦେଇଥାଏ, ତେବେ ଆସନ୍ତୁ ଜାଣିବା ଆପଣଙ୍କ ସ୍କିନ୍ ପୁର୍ବରୁ ଅଧିକା ଭଲ କିପରି ବନାଇପାରିବା ।
ଆମର ସ୍କିନ୍ ପାଇଁ ଆଲୋବେରା ବହୁତ ଲାଭକାରୀ ହୋଇଥାଏ, ଏହା ସ୍କିନ୍ ର ମଧ୍ୟରେ ଯାଇ ତାର ଭଲ ଭାବେ ସଫା କରିଥାଏ , ଓ ତାହା ସହ ବୟସ ଦାଗରୁ ମୁକ୍ତି ଦେଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଆଲୋବେରାର ଉପଯୋଗ ବିଷୟରେ କହିବୁ, ଏଥିପାଇଁ ଆପଣଙ୍କୁ ଆଲୋବେରାର ପତ୍ରକୁ ଛୁରି ମାଧ୍ୟମରେ କାଟୀ ତାର ଜେଲ୍ ବାହାର୍ କରିଦିଅନ୍ତୁ ଏହାପରେ ଏକ ଅଣ୍ତା ଭାଙ୍ଗିକରି ତା ମଧ୍ୟରୁ ତରଳ ପଦାର୍ଥ ବାହାର କରିଦିଅନ୍ତୁ , ଯେଉଁ ମାନେ ଅଣ୍ତାର ବ୍ୟବହାର୍ କରିବାକୁ ଚାହୁଁନାହାନ୍ତି ସେମାନେ କଞ୍ଚା କ୍ଷୀର ବ୍ୟବହାର୍ କରିପାରିବେ , ଆଲୋବେରା ଜେଲ୍, ଅଣ୍ତାର ତରଳ ପଦାର୍ଥ ବା କଞ୍ଚା କ୍ଷୀର ପରେ ଏଥିରେ କିଛି ଗୋଲାପଜଳ ମିଶାଇଦିଅନ୍ତୁ , ଓ ଅନ୍ତରେ ଲେମ୍ବୁର ରସ ମିଶାଇଦିଅନ୍ତୁ , ଏବେ ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।
ଏହି ପ୍ରକିୟାକୁ ଆପଣ ଏକ କଟନ୍ କପଡା ମାଧ୍ୟମରେ ନିଜ ଚେହେରାରେ ଲଗାଇଦିଅନ୍ତୁ, ଏହାକୁ ଚେହେରାରେ ପ୍ରାୟ ଅଧଘଣ୍ଟା ପାଇଁ ରହିବାକୁ ଦିଅନ୍ତୁ , ଓ ତାପରେ ଖାଲି ପାଣିରେ ମାଲିସ୍ କରି ଧୋଇଦିଅନ୍ତୁ, ଏହି ମାଲିସ୍ ଆଙ୍ଗୁଠି ମାଧ୍ୟମରେ ସର୍କୁଲାର୍ ମୋଶନରେ କରିବାର ଅଛି, ଏହି ପ୍ରୟୋଗରୁ ଆପଣ ଗୋଟିଏ ସପ୍ତାହରେ ଦୁଇ ରୁ ତିନିଥର କରିପାରିବେ , ଯଦି ଆପଣ ନିୟମିତ ରୁପରେ କରିବେ ତେବେ ୧୦ ଥର ଉପଯୋଗରେ ଆପଣଙ୍କ ଚେହେରାରେ ଚମକ ଓ ଉଜ୍ଜଳ ଦେଖାଯିବ ।