ସବୁଦିନ ଏହି ଛୋଟ ଛୋଟ ଘଟଣାକୁ ନଜର ଅନ୍ଦାଜ କରନ୍ତୁ ନାହିଁ, ଏହା ଜୀବନରେ ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ
ଏଥିରେ କୌଣସି ଦୁଇଟି ରାୟ ନୁହେଁ ସବୁ ବ୍ୟକ୍ତି ଜୀବନରେ ସବୁ ଦିନ ବହୁତ ସାରା ଘଟଣା ହୋଇଥାଏ, ଏଥିରୁ କିଛି ଘଟଣା ବହୁତ ବଡ ହୋଇଥାଏ , ଓ କିଛି ବଡ ହୋଇଥାଏ , କିନ୍ତୁ ଦୁର୍ଭାଗ୍ୟଦଶତଃ ଛୋଟ ଘଟଣାକୁ ବହୁତ ଜଲଦି ଅଣଦେଖା କରିଦିଅନ୍ତି , ସେମିତି ଅନ୍ୟ ପଟେ ବଡ ଘଟଣାକୁ ନେଇକରି ସମସ୍ତେ ଚିନ୍ତିତ ରୁହନ୍ତି , କିନ୍ତୁ ଆମେ ଆପଣଙ୍କୁ ଜଣେଇଦେବୁ କି ଆପଣ ଭୁଲ୍ ରେ ଏହି ଛୋଟ ଘଟଣାକୁ ଅଣଦେଖା କରିବା ଉଚିତ୍ ନୁହେଁ , କାରଣ ଏହି ଘଟଣା ଆସୁଥିବା ଖରାପ ସମୟ ସଙ୍କେତ ଦେଇଥାଏ ହଁ ଆଜ୍ଞା , ଏବେ ସେମିତି ଆପଣଙ୍କ ଏହା ଉପରେ ବିଶ୍ୱାସ ନଥିବ, କିନ୍ତୁ ଏହା ସତ ଅଟେ । ବହୁତ ଲୋକଙ୍କ ହାତରୁ କିଛି ନା କିଛି ପଡି ଭାଙ୍ଗିଯାଇଥାଏ , ଯାହାକୁ ଆମେ ସାମାନ୍ୟ ଘଟଣା ଭାବିକରି ଅଣଦେଖା କରିଦେଇଥାଉ, କିନ୍ତୁ ଯଦି ବାସ୍ତୁଶାସ୍ତ୍ର ତରଫକୁ ଧ୍ୟାନ ଦେବେ ତେବେ ତାହାର ଅନୁସାରେ ଖରାପ ସମୟର ଏହା ହିଁ ସଙ୍କେତ ହୋଇଥାଏ ,ଏମିତି ଯେଉଁ ଲୋକଙ୍କର ଏହି ସଙ୍କେତ ସୁଚନା ହୋଇଥାଏ , ସେ ଲୋକ ପୁର୍ବରୁ ସମସ୍ୟା ସହ ସାମ୍ନା କରିବାପାଇଁ ପ୍ରସ୍ତୁତ ହୋଇଯାଇଥାଏ ,, ସମସ୍ୟା ସମାଧାନ ଖୋଜିବାର ପ୍ରସ୍ତୁତ କରିଥାନ୍ତି , କିନ୍ତୁ ଯେଉଁ ଲୋକ ଏହି ସଙ୍କେତ ବିଷୟରେ ଆପଣ ଜାଣିନାହାନ୍ତି , ତାହା ଦ୍ୱାରା ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଛୋଟ ଛୋଟ ଘଟଣା ବିଷୟରେ ଜଣାଇବୁ, ଯାହାଙ୍କ ଉପରେ ଆପଣ ଧ୍ୟାନ ଦେବାକୁ ହେବ ।
୧) ଜଣେଇଦେବୁ କି ଯଦି ଆପଣଙ୍କ ହାତରେ ପାଣିର ଗିଲାସ ଅଛି ଓ ଅଚାନକ ସେ ହାତରୁ ଗଳି ପଡେ ତେବେ ଏହାର ମତଲବ ହୁଏ କି ଆପଣଙ୍କୁ ଭବିଷ୍ୟରେ କୌଣସି ଗଂମ୍ଭିର ରୋଗ ହୋଇପାରେ ।
୨) ଏହା ଛଡା ଯଦି ଖାଇବା ତିଆରି କରୁଥିବା ତେଲ ଅଚାନକ ତେଲ ପଡିଯାଏ , ତେବେ ବୁଝିଯିବେ କି ଆପଣଙ୍କ ପରିବାରର କେଉଁ ବଡ କରଜରୁ ତଳେ ପଡିବାର୍ ଅଛି, ଓ ଏଥିରେ ସାବଧାନ ରହିବାର ଦରକାର ଅଛି, କାରଣ ଏହା ଘରରେ ଲକ୍ଷ୍ମୀ ଆସିବାର ସଙ୍କେତ ଅଟନ୍ତି ।
୩) ଏହା ସହ ପୁଜାର ଥାଳି କିମ୍ବା ଆରତୀ ଥାଳି ପଡିବା ବହୁତ୍ ବଡ ଅଲକ୍ଷଣ ହୋଇଥାଏ , ସେମିତି ଦୀପ ଲିଭିଯିବା ଓ ଅଶୁଭତା ସଙ୍କେତ ବୋଲି ମାନାଯାଏ , ସେମିତି ଆପଣ ବହୁତଥର ଦେଖିଥିବେ କି ଆମର ବୟସ୍କ ପୁଜା ଥାଳି ପଡିବା ଶୁଭ ବୋଲି ମାନନ୍ତି ନାହିଁ ।
୪) ଯଦି କ୍ଷୀର ସିଝିକରି ବାହାରେ ପଡିଯାଏ , ତେବେ ଏହାର୍ ମତଲବ ହୋଇଥାଏ କି ଆପଣଙ୍କ ପାରିବାରିକ ଜୀବନରେ କିଛି ବଡ ଖରାପ ହେବାର ଅଛି, ଏହା ଛଡା ଆପଣଙ୍କ ସଂମ୍ପର୍କୀୟସହ ସଂବନ୍ଧ ବିଗଡିପାରେ , ଏହା ସହ ଆର୍ଥିକ ସ୍ଥିତି ବି ବିଗିଡିପାରେ, କହିଦେବୁ କି ଏହା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଖରାପି ଆସିପାରେ, ମାନେ ରୋଗାକ୍ରନ୍ତ ହୋଇପାରନ୍ତି , ଓ ଆପଣଙ୍କ ପରିବାର ଭାଙ୍ଗିପାରେ ।
୫) ଯଦି ଆପଣଙ୍କ ହାତରେ ଗୋଲମରିଚ ଗୁଣ୍ତ ଧରିଛନ୍ତି , ଓ ତାହା ହାତରୁ ତଳେ ପଡିଯାଏ , ଏହାର ମତଲବ ଏହା ହୋଇଥାଏ କି କେଉଁ ପାଖ ସଂମ୍ପକୀୟଙ୍କ ସହ ସଂମ୍ପର୍କରେ ଦୁରତା ଦେଖାଯାଉଛି ।
୬) ସେମିତି ଆପଣଙ୍କ ହାତ, ପକେଟ୍ କିମ୍ବା ପର୍ସରେ ପଇସା ତଳେ ପଡିଯାଏ , ତେବେ ତୁରନ୍ତ ପଇସା ଉଠାଇକରି ନିଜ ମଥାରେ ଲଗାନ୍ତୁ , ଓ ଧନର ଦେବୀ ମା ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ , ଏହାପରେ ପକେଟ୍ ରେ ଆଉଥରେ ରଖିଦିଅନ୍ତୁ, ଏହା ଆପଣଙ୍କ ଆର୍ଥିକ କ୍ଷତିରୁ ରକ୍ଷା କରିବ, କହିଦେବୁ କି ଯେଉଁ ଲୋକ ଏମିତି କରନ୍ତି ନାହିଁ , ତାଙ୍କୁ ଆର୍ଥିକ ଅସୁବିଧା ଓ କ୍ଷତି ସହିବାକୁ ପଡିପାରେ ।
୭) ଏହା ଛଡା ଯାଦି ଆପଣଙ୍କ ହାତରୁ ଲୁଣ ଅଚାନକ ତଳେ ପଡିଯାଏ , ତେବେ ଏହା କୁଣ୍ତଳୀରେ ଶୁକ୍ର ଓ ଚନ୍ଦ୍ର ଗ୍ରହର ଖରାପ ପ୍ରଭାବ ପକାଇଥାଏ ।
୮) କହିଦେବୁ କି ଯଦି ଆପଣଙ୍କ ହାତରୁ କେଉଁ ଖାଦ୍ୟ ପଦାର୍ଥ ତଳେ ପଡିଯାଏ , ତେବେ ଏହା ଅନ୍ନର ଦେବୀ ଅନ୍ନପୁର୍ଣ୍ଣା ମା ଲକ୍ଷ୍ମୀ ନାରାଜ୍ ହେବାର ସଙ୍କେତ ଅଟେ ।
ସେଥିପାଇଁ ଆମେ ଚାହୁଁଛୁ କି ଆଗକୁ କେବେ ଏମିତି ଛୋଟ ମୋଟ ଘଟଣା ଘଟିଲେ ଅଣଦେଖା କରନ୍ତୁ ନାହିଁ , ଓ ଆସୁଥିବା ସମସ୍ୟାରୁ ସାମ୍ନା କରିବାପାଇଁ ପ୍ରସ୍ତୁତ ରୁହନ୍ତୁ ।