ଆଜିର ନୂଆ ମଜାଦାର ଜୋକ୍ସ : ଜଙ୍ଗଲରେ ଗୋଟେ ହାତୀ ଧରିବାବାଲା ଆସିଲା ତେବେ ମଇଁଷି ବି ଦୌଡିବାକୁ ଲାଗିଲା, କାରଣ ଜାଣିଲେ ହସି ହସି ବେଦମ୍ ହୋଇଯିବେ ଆପଣ ..
ଜୋକ୍ସର ମଜା ନେବା କାହାକୁ ବା ପସନ୍ଦ ହୋଇନଥାଏ, ଆମେ ସମସ୍ତେ ଏହାକୁ ପଢିକରି ହସିଥାଉ, ପୁର୍ବର ଜମାନାରେ ଜୋକ୍ସ ଜଣେ ଅନ୍ୟଜଣଙ୍କ ମୁହଁରୁ କିମ୍ବା ବହିରୁ ପଢିକରି ହସୁଥିଲେ , ସେମିତି ଖବର କାଗଜରେ ବି ଜୋକ୍ସର ଏକ ଛୋଟ୍ ସେକ୍ସନ୍ ହେଉଥିଲା, ଯେବେ ଠାରୁ ବଜାରରେ ଶସ୍ତା ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ଆସିଯାଇଛି ତେବେ ଠାରୁ ଆମେ ମୋବାଇଲେ ହିଁ ଜୋକ୍ସ ପଢିବାର ଆନନ୍ଦ ନେଉଛେ , ସେମିତି ଇଣ୍ଟରନେଟ୍ ରେ ଅସୁବିଧା ଏହାକି ହଜାର ସଂଖ୍ୟକ ୱେବସାଇଟ୍ସରେ ଜୋକ୍ସର ଭରମାର୍ ଅଛି, ଏମିତିରେ ଲୋକଙ୍କୁ ବୁଝାପଡେନାହିଁ କି ସେ କଣ କରିବେ , ଓ କେଉଁଠି ଯାଇକରି ଜୋକ୍ସ ପଢିବେ , ବହୁତଥର ଚୁଟକୁଲା ସର୍ଚ୍ଚ କରିଲେ ବହୁତ ସମୟ ଲାଗିଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଇଣ୍ଟରନେଟ୍ ରୁ କିଛି ବଛା ବଛା ମଜାଦାର୍ ଜୋକ୍ସ ନେଇକରି ଆସିଛୁ ।
୧) ମାଲିକ ନିଜ ଚାକରକୁ- ଟିକିଏ ଦେଖିଲୁ ବାହାରେ ସୁର୍ଯ୍ୟ ବାହାରିଲେଣି କି ନାହିଁ ?
ଚାକର- ବାହାର ତ ଅନ୍ଧାର ହୋଇଛି ସାହେବ୍ , ମାଲିକ- ତେବେ ଟର୍ଚ୍ଚଲଗାଇକରି ଦେଖିନେ କାମଚୋର ।
୨) ପ୍ରଥମ ସାଙ୍ଗ ତାର ସାଙ୍ଗକୁ- ସାଙ୍ଗ, ମୋତେ ମୋର୍ ସ୍ତ୍ରୀକୁ ତାମିଲ୍ ଶିଖାଇବାର ଅଛି, ଦ୍ୱିତୀୟ ସାଙ୍ଗ- କିନ୍ତୁ ତୁମେ ଦୁହେଁ କାହିଁକି ଶିଖିବ ? ପ୍ରଥମ ସାଙ୍ଗ- ସାଙ୍ଗ ଆମେ ଦୁହେଁ ଗୋଟେ ତାମିଲ୍ ଛୁଆକୁ କୋଳେଇନେଇଛୁ, ତେବେ ଆମେ ଭାବୁଛୁ କି ତାକୁ କହିବା ଶିଖେଇବାପୁର୍ବରୁ ଆମେ ନିଜେ ଆଗ ତାମିଲ୍ ଶିଖିନେବୁ ।
୩)ଗୋଟେ ସମୟ ଥିଲା ଯେଏବେ ମୋବାଇଲ୍ ପଡିଯାଉଥିଲା ତେବେ ବ୍ୟାଟେରି ବାହାରି ଆସୁଥିଲା ଏବେ ମୋବାଇଲ୍ ତଳେ ପଡିଗଲେ କଲିଜା ବାହାରକୁ ଆସିଯାଉଛି ।
୪) ଚିଣ୍ଟୁ ଡାକ୍ତର୍ ଙ୍କୁ- ଡାକ୍ତର୍ ସାର୍ ମୋତେ ଦୁଇ ବର୍ଷ ପୁର୍ବରୁ ଜ୍ୱର ହୋଇଥିଲା , ଡାକ୍ତର୍- ତେବେ ଏବେ କଣ ପାଇଁ ଆସିଛ ? ଚିଣ୍ଟୁ- ମେଡିସିନ୍ ଦେବା ସମୟରେ ଗାଧୋଇବାକୁ ମନା କରିଥିଲ ନା, ମୁଁ ଏପଟେ ଯାଉଥିଲି ତେବେ ଭାବିଲି କି ପଚାରିଦେବି କି ଗାଧୋଇବି କି ନାହିଁ ।
୫)ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ – ସାଙ୍ଗ ଆଜି ପୁଣି ମୋର ହୃଦୟ ଆଲିଆ ଭଟ୍ଟରେ କିସ୍ କରିବାକୁ ମନ ହେଉଛି, ଦ୍ୱିତୀୟ ସାଙ୍ଗ- କଣପାଇଁ ତୁ କଣ ଆଗରୁ ଆଲିଆ ଭଟ୍ଟକୁ କିସ୍ କରିସାରିଛୁ କି ? ପ୍ରଥମ ସାଙ୍ଗ- ନା ସାଙ୍ଗ ଏହାପୁର୍ବରୁ ମୋର ଥରେ ମନ କରିଥିଲା,
୬) ସ୍ତ୍ରୀ ସ୍ୱାମୀକୁ- ଶୁଣ ହୋ ଯେବେ ଆମର ନୁଆ ନୁଆ ବାହାଘର ହୋଇଥିଲା ତେବେ ଖାଇବା ତିଆରି କରି ଆଣୁଥିଲି, ତେବେ ଆପଣ ନିଜେ କମ୍ ଖାଉଥିଲେ ,ଓ ମୋତେ ଅଧିକା ଦେଉଥିଲେ , ଏବେ କଣ ହୋଇଯାଇଛି କେଜାଣୀ ?
ସ୍ୱାମୀ- କାରଣ ଏବେ ତୁମେ ଭଲ ଖାଇବା ବନାଇବା ଶିଖିଯାଇଛ ।
୭) ଝିଅ- ତୁ ଯୁଆଡେ ଯୁଆଡେ ଯିବୁ ମୋର ଛାଇ ତୋ ସହ ରହିବ , ପୁଅ- ମୋତେ ତ ପୁର୍ବରୁ ଜଣାଥିଲା କି ତୁ ଭୁତୁଣୀ ବୋଲି ।
୮) ଚିଣ୍ଟୁ- ରୁଟିର ଏକ ଭାଗ ନିଜେ ଖାଉଥିଲା , ଦ୍ୱିତୀୟ ଭାଗ କୁକୁଡାକୁ ଖୁଆଉଥିଲା, ତେବେ ପାଖରେ ବସିଥିବା ଏକ ବ୍ୟକ୍ତି କହିଲା, ଏହା କଣ କରୁଛୁ ଚିଣ୍ଟୁ? ଚିଣ୍ଟୁ- ଦେଖାଯାଉନି କି ଚିକେନ୍ ସହ ରୁଟି ଖାଉଛି ।
୯) ପୁଅ- ବାପା ମୋତେ ବାହା ହେବାର ନାହିଁ , ମୋତେ ସ୍ତ୍ରୀ ଲୋକଙ୍କୁ ଡର ଲାଗୁଛି, ବାପା- କରିନେ ପୁଅ ତାପରେ ଗୋଟେ ହିଁ ସ୍ତ୍ରୀ ଲୋକକୁ ଡରିବୁ ତୁ ।
୧୦) ପୁଅ- ଶୁଭେଚ୍ଛା ମା, ମୋର ୭ ଜନ୍ମର ପାଇଁ ଚାକିରି ହୋଇଗଲା , ମା- ଭଲ କେମିତି ? ପୁଅ-ମୋତେ ଷ୍ଟାର୍ ପ୍ଲସର ସିରିଆଲ୍ ରେ କାମ ମିଳିଛି ।
୧୧) ଚିଣ୍ଟୁ ଯେବେ ନିଜ ରିପୋର୍ଟ୍ କାର୍ଡରେ ହସ୍ତାକ୍ଷର କରିବାକୁ ନିଜ ବାପାଙ୍କ ପାଖକୁ ଗଲା ତେବେ ଚିଣ୍ଟୁର ବାପା ସେଥିରେ ଟିପ ଚିହ୍ନ ଦେଇଦେଲେ , ଚିଣ୍ଟୁ ପଚାରିଲା- ବାପା ଆପଣ ତ ଇଞ୍ଜିନିୟର୍ ଅଟ, ତାପରେ ଟିପ ଚିହ୍ନ କଣ ପାଇଁ ? ତେବେ ବାପା କହିଲେ କି ପୁଅ ଯେପରି ତୋର୍ ମାର୍କ ଅଛି ନା, ସେତିରେ ତୋର ଶିକ୍ଷକକୁ ଜଣାପଡିବା ଦରକାର ନୁହଁକି ତୋର ବାପା ଶିକ୍ଷିତ ବୋଲି ।
୧୨) ଅଚାନକ ଚିଣ୍ଟୁ ନିଜ ବାପାକୁ ପଚାରିଲା- ବାପା ଏଇ ପୁରୁଷ କିଏ ହୋଇଥାଏ ? ବାପା କହିଲେ- ଯିଏ ପୁରା ଘରକୁ ନିଜ ଶାସନରେ ଚଲାଏ ସିଏ ହେଲା ପୁରୁଷ, ଚିଣ୍ଟୁ କହିଲା- ବାପା ବଡ ହୋଇକରି ମା ପରି ମୁଁ ବି ପୁରୁଷ ହେବି ।
୧୩) ଗୋଟେ ମଇଁଷି ଡରିକରି ଜଙ୍ଗଲରେ ଦୌଡୁଥିଲା ମୁଷା କହିଲା- କଣ ହେଲା ଭଉଣୀକୁଆଡେ ଦୌଡୁଛ ମଇଁଷି- ଜଙ୍ଗଲରେ ପୋଲିସ୍ ହାତୀ ଧରିବାକୁ ଆସିଛନ୍ତି , ମୁଷା- କିନ୍ତୁ ତୁମେ କଣ ପାଇଁ ଦୌଡୁଛତୁମେ ତ ମଇଁଷି ଅଟ, ମଇଁଷି- କାରଣ !! ଏହା ଭାରତ ଧରାପଡିଲେ ୨୦ ବର୍ଷ ତ ଅଦାଲତରେ ସିଦ୍ଧ କରିବାକୁ ଲାଗିଯିବ କି ମୁଁ ହାତୀ ନୁହେଁ ମଇଁଷି ବୋଲି, ଏହା ଶୁଣିକରି ମୁଷା ମଇଁଷି ପଛରେ ଦୌଡିବାକୁ ଲାଗିଲା