December 22, 2024

Odia Express

Leading Odia News Portal of Odisha

ସୁର୍ଯ୍ୟଦେବଙ୍କୁ ଜଳ ଚଢାଇବାପରେ କରନ୍ତୁ ନିଶ୍ଚିତ ଏହି ୩ ଟି କାମ , ଏମିତି ଭାଗ୍ୟ ଚମକିବ ଆପଣ ଚକିତ ହୋଇଯିବେ

ବନ୍ଧୁଗଣ, ଆମର ହିନ୍ଦୁ ଧର୍ମରେ ସୁର୍ଯ୍ୟଙ୍କୁ ବହୁତ ଅଧିକା ମହତ୍ତ୍ୱ ଦିଆଯାଇଛି ଆପଣ ଦେଖିଥିବେ କି ଲୋକେ ସକାଳୁ ଉଠିକରି ସୁର୍ଯ୍ୟଙ୍କୁ ନମସ୍କାର କରିଥାନ୍ତି , ସୁର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ପରମ୍ପରା ବହୁତ ଯୁଗରୁ ଅଛି ,ଯାହାର ବିଷୟରେ ଆମ ହିନ୍ଦୁ ପୁରାଣରେ କରାଯାଇଛି , ସୁର୍ଯ୍ୟଙ୍କୁ ଜଳ ଚଢାଇବା ଦ୍ୱାରା ଆମକୁ ବହୁତ ସାରା ଲାଭ ମିଳିଥାଏ , ସୁର୍ଯ୍ୟଦେବଙ୍କୁ ପ୍ରସନ୍ନ କରି ଜୀବନରେ ସୁଖ , ଭଲ ଭାଗ୍ୟ ଓ ଧନ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ ।

ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ସୁର୍ଯ୍ୟଙ୍କୁ ଜଳ ଚଢାଉଥିବେ ଓ ଯେଉଁମାନେ ଚଢାଉନାହାନ୍ତି ତାଙ୍କୁ ଅନୁରୋଧ କି ସେ କରିବା ଆରମ୍ଭ କରିଦିଅନ୍ତୁ , ସେମିତି ଆଜି ଆମେ ଆପଣଙ୍କୁ ଏକ ମଜାଦାର୍ ଜିନିଷ ବିଷୟରେ କହିବୁ, ସୁର୍ଯ୍ୟଙ୍କୁ ଜଳ ଅର୍ପଣ କରିବାପରେ ଆମେ ଅଲଗା କାମରେ ଲାଗିପଡୁ, ଜାଣିଛନ୍ତି ସୁର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଯଦି ତାପରେ କିଛି ବିଶେଷ କାର୍ଯ୍ୟ କରନ୍ତି ତେବେ ସୁର୍ଯ୍ୟଦେବତା ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି , ଏହି ବିଶେଷ କାର୍ଯ୍ୟ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ଯାହାର ଲାଭ ଆପଣ ଉଠାଇପାରିବେ ।

୧) ସୁର୍ଯ୍ୟଙ୍କୁ ଜଳ ଚଢାଇବାପରେ ସେହି ପାତ୍ରକୁ ଜଳ ଭରିଦିଅନ୍ତୁ , ଓ ସେହି ଜଳକୁ ତୁଳସୀ ଗଛରେ ଚଢାଇଦିଅନ୍ତୁ , ଛାତ କିମ୍ବା ବାଲକୋନିରେ ତୁଳସୀ ଗଛ ଏହି ପ୍ରକାର ରଖନ୍ତୁ , ଯେଉଁଠି ଆପଣ ଜଳ ଅର୍ପଣ କରୁଛନ୍ତି ସୁର୍ଯ୍ୟଦେବ ଆପଣଙ୍କୁ ଦେଖିପାରୁଥିବେ,  ଏହି ଉପାୟ କରିଲେ ତୁଳସୀ ମାତା ଓ ସୁର୍ଯ୍ୟଦେବଙ୍କ ଆଶିର୍ବାଦ ଏକା ସହ ମିଶିଯାଏ , ଓ ଆପଣଙ୍କ ଜୀବନରେ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

୨) ଯେବେ ଆପଣ ସୁର୍ଯ୍ୟ ଓ ତୁଳସୀଙ୍କୁ ଜଳ ଅର୍ପଣ କରିବେ ତେବେ ତାହାପରେ ଦେବୀ ଦେବତାଙ୍କ ପରିକ୍ରମା କରିବା ଭୁଲିବେ ନାହିଁ , ସୁର୍ଯ୍ୟଙ୍କ ପରିକ୍ରମା ଆପଣ ନିଜ ସ୍ଥାନରେ ବୁଲିକରି କରିପାରିବେ , ଏହି ପରିକ୍ରମା ଆପଣଙ୍କୁ ୭ ଥର କରିବାର ଅଛି ଏହାପରେ ତୁଳସୀ ମାଙ୍କ ଚାରିପଟ ବୁଲିକରି ୭ ଥର ପରିକ୍ରମା କରିବେ,  ଏମିତି କରିଲେ ସୁର୍ଯ୍ୟ ଓ ତୁଳସୀଙ୍କ କୃପା ଦୃଷ୍ଟି ରହିବ, ମାନେ ଯଦି ଆପଣ କାମର ବ୍ୟସ୍ତତାରେ ଜଳ ଚଢାଇବା ଭୁଲିଯାଇଛନ୍ତି ତେବେ ଆପଣଙ୍କ ଉପରେ ସେ ନାରାଜ୍ ହୁଅନ୍ତି ନାହିଁ ଆପଣଙ୍କ ଦାୟିତ୍ୱ ଭଲରେ ନିଅନ୍ତି ।

୩) ସୁର୍ଯ୍ୟଦେବ ଓ ତୁଳସୀଙ୍କୁ ଜଳ ବଢାଇବା ଓ ତାଙ୍କ ପରିକ୍ରମା କରିବାପରେ ଆପଣଙ୍କୁ ଏକ ଶେଷ କାମ କରିବାର ଅଛି , ଆପଣ ଏହି ତୁଳସୀ ଗଛର ପତ୍ରକୁ କିଛି ଛିଡାଇ ସୁର୍ଯ୍ୟଙ୍କୁ ଜଳ ଚଢାଇବା ବେଲେ ଦିଅନ୍ତୁ , ଏବେ ଏହି ପାତ୍ରରେ ଶୁଦ୍ଧ ପିଇବା ପାଣି ଭରିଦିଅନ୍ତୁ , ଓ ଏହାକୁ ଘୋଡାଇ ପୁଜା ସ୍ଥାନରେ ରଖିଦିଅନ୍ତୁ , ଏବେ ଠାକୁର ଘରେ ଭଗବାନଙ୍କୁ ପୁଜା କରନ୍ତୁ ଓ ଆରତୀ ବି କରନ୍ତୁ , ଏହାପରେ ପାତ୍ରରେ ରଖିଥିବା ଜଳକୁ ଦିନ ସାରା ପିଅନ୍ତୁ, ଓ ଏଥିରେ ପକାଇଥିବା ତୁଳସୀ ପତ୍ରକୁ ଚୋବାଇକରି ଖାଆନ୍ତୁ , ଏମିତି କରିଲେ ସୁର୍ଯ୍ୟଦେବଙ୍କ ପ୍ରସାଦି ମିଳିଯିବ , ଏହି ପ୍ରସାଦି ଏକ ପ୍ରକାରର ସୁର୍ଯ୍ୟଦେବଙ୍କ ଆଶିର୍ବାଦ ହୋଇଥାଏ,  ଯାହା ଦିନସାରା ଆପଣଙ୍କୁ ପଜେଟିଭ୍ ଏନର୍ଜୀ ଦେଇଥାଏ

Leave a Reply

Your email address will not be published. Required fields are marked *