December 22, 2024

Odia Express

Leading Odia News Portal of Odisha

ଯଦି ସ୍ତ୍ରୀ କରିବ ହଳଦୀର ପାଣି ସହ ଏହି ଉପାୟ, ତେବେ ଚମକିପାରେ ସ୍ୱାମୀର ଭାଗ୍ୟ…

ଯଦି ଆମେ ହିନ୍ଦୁ ଧର୍ମର ଶାସ୍ତ୍ର ବିଷୟରେ କହିବା ତେବେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଦୁହେଁଙ୍କ ପାଇଁ ପୁରକ ହୋଇଥାନ୍ତି , ମାନେ ଦୁହେଁ ମିଶିକରି ଏକ ସହ ଜଣେ ଅନ୍ୟ ଜଣଙ୍କ କାମକୁ ପୁରା କରନ୍ତି , ଯଦି ଆମେ ସିଧା ଶବ୍ଦରେ କହିବା ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ବିନା ଅଧୁରା , ଏହି କାରଣରୁ ଯେବେ ସ୍ତ୍ରୀ କେଉଁ ଶୁଭ କାମ କରିଥାଏ , ତେବେ ତାହାର ସିଧା ଫଳ ତାର ସ୍ୱାମୀ ଉପରେ ପଡିଥାଏ , ଏହା ଛଡା ଜ୍ୟୋତିଷ୍ୟରେ କିଛି ଉପାୟ ଏପରି କୁହାଯାଇଛି କି ଯାହାକୁ ଯଦି ସ୍ତ୍ରୀ ଆପଣଙ୍କ ପାଇଁ କରେ ତେବେ ଆପଣ ସବୁ ଚିନ୍ତାରୁ ମୁକ୍ତି ପାଇବେ , କହିଦେବୁ କି ଏହି ଉପାୟ କରିଲେ ଆପଣଙ୍କ ଭାଗ୍ୟ ସହ ଯୋଡି ହୋଇଥିବା ସବୁ ବାଧା ଦୁର ହୋଇଯିବ ,  ତେବେ ଆସନ୍ତୁ ଆପଣଙ୍କୁ ବିସ୍ତାରରେ କହିବୁ ଏହି ଉପାୟ କଣ ଓ ଏହାକୁ କିପରି କରିବାର ଅଛି ।

୧) ପ୍ରଥମ ଉପାୟ ଅନୁସାରେ ଆପଣଙ୍କ ସ୍ତ୍ରୀଙ୍କୁ ଜଲଦି ସକାଳୁ ଉଠି ଗାଧୋଇବାର ଅଛି, ଏହାପରେ ଦେବୀ ମା ଲକ୍ଷ୍ମୀଙ୍କ ମୁର୍ତ୍ତି କିମ୍ବା ଫଟୋ ସାମ୍ଣାରେ ଏକ ଲୋଟା ହଳଦୀର ପାଣି ରଖିଦେବେ , ଏହାପରେ ଦେବୀ ମା ଲକ୍ଷ୍ମୀଙ୍କୁ ଏହି ମନ୍ତ୍ରରେ ଜପ କରିବେ , ଓଁ ମହାଲକ୍ଷ୍ମୈ ନମଃ । ଏହି ସବୁ କରିବାପରେ ହଳଦୀର ପାଣିକୁ ସେଠାରେ କିଛି ସମୟ ରହିବାକୁ ଦିଅନ୍ତୁ , ଓ ଏହି ପାଣିକୁ ନିଜ ଘର ମୁଖ୍ୟଦ୍ୱାରରେ ଛିଞ୍ଚନ କରନ୍ତୁ , ଏହାଦ୍ୱାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ବଢିଥାଏ , ଏହା ସହ ଘରର ବହୁତ ଦୋଷ ଦୁର ହୋଇଯାଏ ଓ ଦେବୀ ଦେବତା ପ୍ରସନ୍ନ ହୋଇଯାଆନ୍ତି , ଏହି ଉପାୟ କରିଲେ ଆପଣଙ୍କ ସ୍ୱାମୀ କେଉଁ କାର୍ଯ୍ୟରେ ଆସୁଥିବା ବାଧାଗୁଡିକ ଦୁର ହୋଇଯିବ ।

୨) ଯଦି ଆପଣ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି , ତେବେ ସବୁ ଶୁକ୍ରବାର କୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଜଳରେ ଭରିକରିସେଥିରେ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ , ଆପଣଙ୍କ ସୁଚନା ପାଇଁ କହିଦେବୁ କି ଏହି ଉପାୟ ଆପଣଙ୍କ ସ୍ତ୍ରୀପାଇଁ ନୁହେଁ ବରଂ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକରି କରିବାର ଅଛି , କହିଦେବୁ କି ଏହି ଉପାୟ କରିଲେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିପାରେ , ଏଥିପାଇଁ ହୋଇପାରିବ ଯାଦି ଆପଣ ନିଜ ସ୍ତ୍ରୀଙ୍କ ସହ ମିଶିକରି ଏହି ଉପାୟକୁ ନିଶ୍ଚିତ କରନ୍ତୁ ।

୩) ଏହି ଉପାୟ ଅନୁସାରେ ସବୁଦିନ ପରି ସକାଳୁ ଉଠିକରି କାମ ସାରିଦିଅନ୍ତୁ , ଓ ସ୍ନାନ କରିଦିଅନ୍ତୁ , ଏହାପରେ ମା ଲକ୍ଷ୍ମୀଙ୍କର ସାମ୍ନାରେ ବସିକରି କମଳଗଟ୍ଟାର ମାଳା ହାତରେ ଏକ ଶହ ଆଠଥର ଓଁ ଶ୍ରୀ ଶ୍ରୀ ମହାଲକ୍ଷ୍ମୈ ଶ୍ରୀ ଶ୍ରୀ ଓଁ ନମଃ ମନ୍ତ୍ରର ଜପ କରନ୍ତୁ , କହିଦେବୁ କି ଏହି ଉପାୟ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି , ଓ ଏଥିରେ ଧନ ସଂବନ୍ଧିତ ସବୁ ଅସୁବିଧା ଦୁର ହୋଇଯାଏ ।

ଏହା ଛଡା ଯଦି ଏହି ଉପାୟ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକରି କରିବେ , ତେବେ ଭଲ ହେବ , କାରଣ ମା ଲକ୍ଷ୍ମୀ ଅଧିକା ପ୍ରସନ୍ନ ହେବେ , ଏଥିପାଇଁ ଯଦି ଆପଣ ନିଜ ଧନ ସଂବନ୍ଧି ଚିନ୍ତାକୁ ଦୁର କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରନ୍ତୁ , ଏହା ସହ ଏହି କଥାକୁ ଧ୍ୟାନ ରଖିବେ କି ଏହି ଉପାୟକୁ ସଚ୍ଚା ମନରେ ଓ ସଚ୍ଚା ଆସ୍ଥାରେ କରିବାକୁ ହେବ , ତାପରେ ଯାଇ ଉଚିତ୍ ଫଳ ମିଳିପାରିବ

Leave a Reply

Your email address will not be published. Required fields are marked *