December 23, 2024

Odia Express

Leading Odia News Portal of Odisha

ଥରେ ଖାଆନ୍ତୁ କଳା ଟମାଟର, ଜୀବନରେ କେବେ ହେବ ନାହିଁ ରୋଗ, ଜାଣନ୍ତୁ କଳା ଟମାଟରର ଜବରଦସ୍ତ ଫାଈଦା..

ଭାରତରେ କିଛି ସମୟ ପୁର୍ବରୁ ଆସିଥିବା କଳା ଟମାଟର୍ ବିଷୟରେ ଆପଣଙ୍କୁ ଜଣାଥିବ , ଯଦି ଆପଣଙ୍କୁ ଟମାଟର ଖାଇବା ପସନ୍ଦ ଲାଗେ ତେବେ ଆପଣଙ୍କ ପାଇଁ ଖୁସିଖବର ଅଟେ , କାରଣ ଏହା ଖାସ୍ ପ୍ରକାରର ଟମାଟର ଆପଣଙ୍କୁ ଏତେ ଫାଈଦା ହେବେ ଆପଣ କେବେ ଭାବିନଥିବେ , ଚାଲନ୍ତୁ କହିଦେବୁ କି କଳା ଟମାଟର ଫାଇଦା ବିଷୟରେ ଜାଣିବା । କଳା ଟମାଟର ପ୍ରଥମେ ବ୍ରିଟେନରେ ଉତ୍ପାଦନ କରାଯାଈଥିଲା,  ଏହି ଟମାଟରଙ୍କୁ ଉତ୍ପାଦନ କରିବାର ଶ୍ରେୟ ବ୍ରାଉନଙ୍କୁ ଦିଆଯାଏ , ଏହି ଟମାଟରକୁ ଜେନେଟିକ୍ ମ୍ୟୁଟେସନ ଦ୍ୱାରା ବନାଯାଈଛି , ଇଂରାଜୀରେ ଏହାକୁ ଇଣ୍ତିଗୋ ରୋଜ୍ ଟମାଟୋ କୁହାଯାଏ , ଖୁସିଖବର ଏହା କି ଏବେ ଏହି କଳା ଟମାଟର ଭାରତରେ ଆସିସାରିଛି, ମାନେ ଏହାର ଚାଷ ଭାରତରେ ବି ସଂମ୍ଭବ ହୋଇପାରିଛି, କାରଣ ଏହାର ମଞ୍ଜି ଅନଲାଇନ୍ କିଣିକରି ମଗାଇପାରିବେ , ମଞ୍ଜି ଏକ ପ୍ୟାକେଟର ଦାମ୍ ୧୧୦ ଟଙ୍କା ଅଟେ , ଯେଉଁଥିରେ ୧୩୦ ଟି ମଞ୍ଜି ହୋଇଥାଏ ।

ଏହି ଟମାଟରକୁ ସାଧାରଣ ଟମାଟର ପରି ଉତ୍ପାଦନ କରାଯାଈପାରିବ, ସବୁଠାରୁ ପ୍ରଥମେ ଏହା ସବୁଜ ହୋଇଥାଏ , ତାପରେ ଏହାର ରଙ୍ଗ ନୀଳ ହେବାକୁ ଲାଗେ ଓ ତାପରେ ଏହା କଳା ହୋଇଯାଏ , ଯେବେ ଏହାକୁ ଆପଣ କାଟିବେ ତେବେ ଏହାର ଭିତର ଅଂଶ ଲାଲ ଟମାଟର ପରି ଲାଲ୍ ହୋଇଥାଏ, ଖାଲି ଫରକ ଏତିକି କି ଏଥିରେ ପୋଷକ ତତ୍ତ୍ୱ ଅଧିକା ମାତ୍ରା ମିଳିଥାଏ ।

ଫାଇଦା-

୧) ସୁଗର୍- ଯଦି ଆପଣ ସୁଗର ସହ ଲଢିକରି ଥକି ସାରିଲେଣି, ତେବେ କଳା ଟମାଟର ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ହୋଇପାରିବ, କଳା ଟମାଟର ଆପଣଙ୍କ ସୁଗାରକୁ ଜଲଦି ଠିକ୍ କରିଦେବ ।

୨) କ୍ୟାନ୍ସର୍- କଳା ଟମାଟରରେ ଫ୍ରି ରେଡିକଲ୍ସ ସହ ଲଢିବାରେ କ୍ଷମତା ହୋଇଥାଏ,  ଫ୍ରି ରେଡିକ୍ଲସ୍ ବହୁତ ସକ୍ରିୟ ସେଲ୍ସ ହୋଇଥାଏ,  ଯାହା ସ୍ୱାସ୍ଥ୍ୟ ସେଲ୍ସକୁ କ୍ଷତି ପହଞ୍ଚାଇଥାନ୍ତି , ଏହି କାରଣରୁ ଏହି କଳା ଟମାଟର କ୍ୟାନ୍ସର ସହ ଲଢିବାରେ ସକ୍ଷମ ହୋଇଥାଏ ।

୩) ବ୍ଲଡ୍ ପ୍ରେସର- କଳା ଟମାଟରରେ ଭରପୁର୍ ପରିମାଣରେ ଆଣ୍ଟି ଏକ୍ସିଡେଣ୍ଟ ମିଳିଥାଏ,  ଏହା ସହ ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ସି, ମିନେରାଲ୍ସ ହୋଇଥାଏ , ଯାହା ଆପଣଙ୍କ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ ।

୪) ଆଖିର ଦୃଷ୍ଟିଶକ୍ତି- ଏହି ଟମାଟର୍ ଆପଣଙ୍କ ଆଖି ବହୁତ ଲାଭଦାୟକ ହୋଇଥାଏ,  କାରଣ ଏହା ଶରୀରରେ ଭିଟାମିନ୍ ଏ ଓ ଭିଟାମିନ୍ ସି କମି ଉପରେ ପୁରା କରିଦେଇଥାଏ , ଆପଣଙ୍କୁ ଜଣାଥିବ କି ଭିଟାମିନ୍ ଏ ଆଖି ପାଇଁ କେତେ ଫାଇଦାଦାୟକ ହୋଇଥାଏ , କଳା ଟମାଟର ଆପଣଙ୍କ ଆଖିକୁ ସୁସ୍ଥ୍ୟ ରଖିଥାଏ , ଓ ଦୃଷ୍ଟିଶକ୍ତି ବଢାଇଥାଏ ।

୫) ହାର୍ଟ ଆଟାକ୍- କଳା ଟମାଟର ଖାଇଲେ ହାର୍ଟ ଆଟାକ୍ ର ଚ୍ୟାନ୍ସ ବହୁତ କମ୍ ହୋଇଜାଏ , କାରଣ ଏଥିରେ ଏନ୍ଥୋସାଇନିନ୍ ମିଳିଥାଏ,  ଯାହା ଆପଣଙ୍କୁ ହାର୍ଟ ଆଟାକ୍ ରୁ ବଞ୍ଚାଇଥାଏ , ନିୟମିତ ରୁପରେ କଳା ଟମାଟର ସେବନ କରିବା କେଉଁ ଦଶରୁ ଯୋଡି ହୋଇଥିବା ରୋଗ ହେବାକୁ ଦିଏ ନାହିଁ ।

୬) ଓଜନ- କଳା ଟମାଟରରେ ଭଲ କୋଲେଷ୍ଟ୍ରୋଲ୍ ମାତ୍ରା ଅଧିକା ହୋଇଥାଏ , ଯାହା ଓଜନ କମ୍ କରିବାରେ ଭଲ ପ୍ରମାଣିତ ହୋଇଥାଏ , ତେବେ ଯଦି ଆପଣ ମୋଟାପା ଯୋଗୁଁ ଚିନ୍ତିତ ଅଛନ୍ତି , ତେବେ ଏହାକୁ ନିଶ୍ଚିତ ଖାଆନ୍ତୁ , ଶରୀରର ଅଧିକାଂଶ ରୋଗ ଆମେ ମୋଟାପା କାରାଣରୁ ହୋଇଥାଏ

Leave a Reply

Your email address will not be published. Required fields are marked *