December 23, 2024

Odia Express

Leading Odia News Portal of Odisha

କେବଳ ଦୁଇ ସପ୍ତାହ ପାଇଁ ଚିନି ଖାଇବା ବନ୍ଦ କରିଦିଅନ୍ତୁ , ଦେଖନ୍ତୁ ଏମିତି ଚମତ୍କାରୀ ଫାଇଦା ଯାହା ଆପଣଙ୍କୁ ଚିନି ଖାଇବା ଭୁଲାଇଦେବ..

ଏହି ଦୁନିଆଁରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ସବୁଦିନର ଜୀବନଶୈଳୀରେ ଚିନିର ବ୍ୟବହାର ଅଧିକା କରନ୍ତି , ଅଧିକା ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ହଁ ଆଜ୍ଞା, ଆପଣ ଦରକାରରୁ ଅଧିକା ଚିନି ଖାଇବେ ତେବେ ଚାଳୀଶ୍ ବର୍ଷ ପରେ ଆପଣଙ୍କ ଓଜନ ଆହୁରି ବଢିଯିବ , ଏଥିପାଇଁ ହୋଇପାରିବ ଯଦି ଚିନି ଖାଇବା କମ୍ କରିଦିଅନ୍ତୁ, ଚିନି ତ ସ୍ୱାଦିଷ୍ଟ ତ ହୋଇଥାଏ , ଓ ଏହାକୁ ଖାଇଲେ ବହୁତଥର ଭଲ ଅନୁଭବ ହୋଇଥାଏ , କିନ୍ତୁ ଏହାକୁ ଅଧିକା ସେବନ କରିଲେ ନାନା ପ୍ରକାରର ରୋଗ ହେବାର ଆଶଙ୍କା ହୋଇଯାଏ , ଆସନ୍ତୁ ଜାଣିବା ତା ବିଷୟରେ ।

୧) ଫ୍ୟାଟି ଲିଭର ରୋଗ ହେବାରୁ ରକ୍ଷା କରିଥାଏ – ଚିନି ବାଲା ଖାଦ୍ୟ ପଦାର୍ଥ ଖାଇଲେ ଫ୍ୟାଟି ଲିଭର ରୋଗ୍ ହେବାର ସଂମ୍ଭାବନା ଅଛି, ହଁ ଆଜ୍ଞା, ଚିନିର କାରଣରୁ ଇନସୁଲିନ୍ ବଢିଥଏ , ଯାହା ଫ୍ୟାଟ୍ ଲିଭର ସେଲ ବଦଳାଇଦେଇଥାଏ , ଯାହାକୁ ନେଇ ଫୁଲିବା ଓ ଘା ହେବାର ସମସ୍ୟା ହୋଇଥାଏ , ଏମିତିରେ ଯଦି ଆପଣ ଚିନି ସେବନ କରିବା ବନ୍ଦ କରିଦେବେ , ତେବେ ଆପଣଙ୍କୁ ଏହାର ଫାଇଦା ନଜର୍ ଆସିବ ।

୨) ଓଜନ ବଢିବା- ଏବେ ଏହା ତ ସମସ୍ତଙ୍କୁ ଜଣାଥିବ କି ଚିନି ବାଲା ଖାଦ୍ୟ ଖାଇଲେ ଓଜନ ବଢିଯାଏ , ହଁ ଆଜ୍ଞା କହିଦେବୁ କି ଥରେ ଯଦି ଓଜନ ବଢିଯାଏ , ତେବେ ଏହାକୁ କଣ୍ଟ୍ରୋଲ୍ କରିବା ମୁସକିଲ୍ ହୋଇଥାଏ ।

୩) ନିଜକୁ କମ୍ ଉର୍ଜାବାନ୍ ଅନୁଭବ କରିବା- ଚିନିରୁ ଅଧିକା ସେବନ କରିଲେ ଆପଣଙ୍କ ଶରୀରରେ କାର୍ବୋହାଇଡ୍ରେଡ୍ ଅବଶୋଷଣ ଧୀମା ହେବାର କାରଣରୁ ଆପଣଙ୍କ ପେଟ ସବୁବେଲେ ଭରି ହୋଇଥାଏ , ଯାହାକୁ ନେଇ ଶରିରରେ ଥକାପଣ, ସୁସ୍ତି, ଓ ମୁଣ୍ତ ବିନ୍ଧା ହେବାରେ ଲାଗିଥାଏ ।

୪) ହାର୍ଟ ଆଟାକ୍ ର ବିପଦ- ଆପଣଙ୍କୁ ଜଣେଇଦେବୁ କି ଯେଉଁ ଲୋକ ଅଧିକା ଚିନି ଖାଆନ୍ତି , ସେମାନଙ୍କୁ ହୃଦଘାତ ହେବାର ବିପଦ ହୋଇଥାଏ , ଏଥିପାଇଁ ଚିନି ଅଧିକା ସେବନ କରିବା ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ ।

୫) ଭୋକ ଅଧିକା ଲାଗିବା- ଯେଉଁ ଲୋକ ଅଧିକା ଚିନିର ସେବନ କରନ୍ତି ତାଙ୍କ ଶରୀରର୍ କାର୍ବୋହାଇଡ୍ରେଡ୍ ପଚାଇବାର ଗତି ଅଧିକା ହୋଇଥାଏ । ଯାହାକୁ ନେଇ ଆପଣଙ୍କୁ ଅଧିକା ଭୋକ ଲାଗିଥାଏ,  ଓ ଏଥିରେ ଓଜନ ସହଜରେ ବଢିଯାଇଥାଏ

୬) ଡାଇବେଟିଜ୍ ହେବା- ଏବେ ଏଥିରେ କୌଣସି ସନ୍ଦେହନାହୀଁ କି ଚିନି ଖାଇଲେ ଡାଇବେଟିଜ୍ ହେବାର କେବଳ ବିପଦ ହୋଇଥାଏ , ବରଂ କେବେ କେବେ ବ୍ୟକ୍ତି ବାସ୍ତବରେ ଡାଇବେଟିଜ୍ ହୋଇଯାଏ , ଯାହାକୁ ନେଇ ଏହି ରୋଗର ପ୍ରଭାବ ବହୁତଥର ଆପଣଙ୍କ ଶାରରୀକ ଅଙ୍ଗ ଉପରେ ପଡିଥାଏ , ଏମିତିରେ ଆପଣାଙ୍କୁ ଚିନିର ସେବନ କରିବା ଉଚିତ୍ ନୁହେଁ ।

 

ଚିନି ଏମିତି ଏକ ପଦାର୍ଥ ଅଟେ ଯାହାର ସେବନ ସବୁ ବ୍ୟକ୍ତି ନିଜ ଦୈନଦିନ ଜୀବନରେ କରିଥାଏ, ସେମିତି ଲୋକଙ୍କୁ ମିଠା ଜିନିଷ ଖାଇବା ପସନ୍ଦ ହୋଇଥାଏ, ଏମିତିରେ ଲୋକ ମିଠା ଜିନିଷ ଆଡକୁ ଜଲଦି ଆକର୍ଷୀତ ହୋଇଥାନ୍ତି , ଏଥିପାଇଁ ଆମେ ଆଶା କରୁଛୁ କି ଏହି ସୁଚନା ପଢିବାପରେ ଆପଣ ବୁଝିପାରିଥିବେ କି ଚିନି ଖାଇଲେ କେତେ କ୍ଷତି ହୋଇଥାଏ ।

Leave a Reply

Your email address will not be published. Required fields are marked *