ସକାଳୁ ଉଠିବାପରେ କରନ୍ତୁ ଏହି ୫ ଟି କାମ ଓ ତାପରେ ଦେଖନ୍ତୁ କିପରି ଦୁନିଆଁ କରିବ ଆପଣଙ୍କୁ ସଲାମ୍
ଏଥିରେ କୌଣସି ଦୁଇଟି ରାୟ ନାହିଁ କି ଘରେ ସୁଖ ଓ ଶାନ୍ତି ବଜାୟ୍ ରଖିବାପାଇଁ ପ୍ରାଚୀନ କାଳରୁ ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି , ଯାହାକୁ ଲୋକେ ନିଜ ଜୀବନରେ ଆପଣାଇଲେ ଘର ପରିବାରରେ ସୁଖଶାନ୍ତି ଦେଖିବାକୁ ମିଳିପାରିବ , ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବାକୁ ଯାଉଛୁ , ଯାହା ଘରେ ନା କେବଳ ବୈଭବ ଓ ସୁଖ ଶାନ୍ତି ଦେଇଥାଏ , ବରଂ ଏଥିରେ ଘରେ ଧନର ଅଭାବ ହୁଏ ନାହିଁ , ଏହା ଛଡା ଏହି ଉପାୟରୁ ମା ଲକ୍ଷ୍ମୀଙ୍କର ସହ ବାକି ଦେବୀ ଦେବତାଙ୍କ ଆଶିର୍ବାଦ ମିଳିଯାଇଥାଏ , ତେବେ ଆସନ୍ତୁ ଆପଣଙ୍କୁ ସେହି ବିଷୟରେ ବିସ୍ତାରରେ କହିବୁ ,
୧) ଜଣେଇଦେବୁ କି ଯେବେ ଆପଣ ସକାଳୁ ଉଠିବେ ତେବେ ସବୁଠାରୁ ପ୍ରଥମେ ନିଜ ହାତକୁ ଦେଖନ୍ତୁ , ହଁ ଆଜ୍ଞା ଏହା ଏଥିପାଇଁ କି ଏଥିରେ ନା କେବଳ ମା ଲକ୍ଷ୍ମୀ, ବରଂ ମା ସରସ୍ୱତି ଓ ଭଗବାନ ବିଷ୍ଣୁ ବି ଖୁସି ହୋଇକରି ଆଶିର୍ବାଦ ଦେଇଥାନ୍ତି ୨) ଏହା ଛଡା ସକାଳୁ ଆଖି ଖୋଲିଲେ ଶ୍ରୀ ହରି ତତ୍ସତ୍, ଓ ନିଜ ଇଷ୍ଟଦେବଙ୍କୁ ଧ୍ୟାନ କରିବା ଭୁଲିବେ ନାହିଁ । ଆପଣଙ୍କୁ ଜଣେଇଦେବୁ କି ସକାଳୁ ଉଠିବାପରେ ନିଜ ହାତକୁ ଦେଖୁଛନ୍ତି , ତେବେ ଆଙ୍ଗୁଠିର ମଧ୍ୟରେ ମା ଲକ୍ଷ୍ମୀ, ହାତର ମଧ୍ୟରେ ମା ସରସ୍ୱତି ଓ ମଣିବନ୍ଧରେ ବ୍ରହ୍ମାଜୀଙ୍କ ବାସ ହୋଇଥାଏ , ଏମିତିରେ ତାଙ୍କୁ ପ୍ରଣାମ କରିବା ବିଲକୁଲ୍ ଭୁଲନ୍ତୁ ନାହିଁ ।
୩) ଏହା ଛଡା ବିଛଣା ଛାଡିବାପୁର୍ବରୁ ଥରେ ନିଜ ଡାହାଣ ହାତରୁ ଭୁମିକୁ ଛୁଇଁ ପ୍ରଣାମ କରିନିଅନ୍ତୁ, କହିଦେବୁ କି ବିଷ୍ଣୁପ୍ରିୟା, ସମୁଦ୍ର ବସ୍ତ୍ର ଧାରିଣୀ, ସ୍ତନମଣ୍ତଳ ଯାହାର ପର୍ବତ ଅଛି, ଏମିତି ଜନନୀ ମା ମୋର ପ୍ରଣାମ, ଏହି ଶବ୍ଦ କହିକରି ମାଟିକୁ ପାଦ ରଖନ୍ତୁ ନାହିଁ , ବରଂ ହାତରେ ପ୍ରଣାମ କରନ୍ତୁ , ହଁ ଆଜ୍ଞା ପୃଥିବିକୁ ପ୍ରଣାମ କରିବାପରେ ମାଟିରେ ପାଦ ରଖନ୍ତୁ ।
୪) ଏବେ ସବୁ ବ୍ୟକ୍ତିର ଘରେ ଏକ ଛୋଟ ମନ୍ଦିର ନିଶ୍ଚିତ ହୋଇଥାଏ, ଏମିତିରେ ଏହି କଥାକୁ ଧ୍ୟାନ ରଖିବେ କି ମନ୍ଦିରରେ ମହଜୁତ୍ ସବୁ ମୁର୍ତ୍ତି ସଫା ଓ ସଠିକ୍ ଢଙ୍ଗରେ ରଖିଥିବା ଦରକାର ,ଏହା ଛଡା ତାଙ୍କୁ ସଜାଇକରି ରଖିବା ଭୁଲନ୍ତୁ ନାହିଁ , କାରଣ ଏଥିରେ ମନ୍ଦିର ଭଲ ଲାଗିଥାଏ , ଓ ଭଗବାନ ପ୍ରସନ୍ନ ହୋଇଥାନ୍ତି , ଏହା ସହ ଏଥିରେ କୁଣ୍ତଳୀର ଦୋଷ ଦୁର ହୋଇଥାଏ ।
୫) କହିଦେବୁ କି ସୁର୍ଯ୍ୟଦେବଙ୍କୁ ସବୁଦିନ ଜଳ ଚଢାଇଲେ ସମାଜରେ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ, ଏହା ଛଡା ସୁର୍ଯ୍ୟଙ୍କ ସହ ଯୋଡୀହୋଇଥିବା ଯେତେ ବି ଦୋଷ ହୋଇଥାଏ, ସେଥିରୁ ମୁକ୍ତି ମିଳିଥାଏ, ଏହା ସହ ସବୁଦିନ ଗାଇକୁ ଏକ ରୁଟି ଖୁଆଇବାକୁ ଭୁଲନ୍ତୁ ନାହିଁ