December 23, 2024

Odia Express

Leading Odia News Portal of Odisha

ଏମାନେ ହେଲେ ସବୁଠାରୁ ବୁଦ୍ଧିମାନ୍ ରାଶିଗୁଡିକ, ଏମାନଙ୍କୁ ବୋକା ବନାଇବା ନୁହେଁ ସହଜ, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ ସାମିଲ୍

ମଣିଷର ବୁଦ୍ଧିମତାକୁ ପରଖିବା ମୁସକିଲ୍ ହୋଇଥାଏ , ଯେତେ ପାଣିର ଗଭୀରତା ମାପିବା ପରି, ଏମିତି ଆପଣ ମେସିନ୍ ମାଧ୍ୟମରେ ବ୍ୟକ୍ତିର ଆଇ କ୍ୟୁ ଟେଷ୍ଟ କରିପାରିବେ , କିନ୍ତୁ ବୁଦ୍ଧିମତା ସଫା ଜଣାପଡେ ନାହିଁ , କାରଣ ଅଲଗା ଅଲଗା ପରିସ୍ଥିତିରେ ମଣିଷ ଅଲଗା ଅଲଗା ପ୍ରକାରର ଭାବିଥାଏ , ସେମିତି ବହୁତଥର ମଣିଷ ନିଜ ବୁଦ୍ଧିମତା ଓ କ୍ଷମତାର ଅନ୍ଦାଜା ହୋଇନଥାଏ,  ଓ ନିଜକୁ ଅନ୍ୟଙ୍କ ପାଖରୁ କମ୍ ଭାବିଥାଏ,  ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଏହି ବିଷୟରେ ଚର୍ଚ୍ଚା କରିବୁ, କାରଣ ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଆପଣଙ୍କ ବୁଦ୍ଧିମତା ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କହିବୁ କି ଆପଣଙ୍କ ଦିମାଗ୍ କେତେ ତେଜ୍ ଚାଲିଥାଏ,  ଓ କେଉଁ ରାଶିର ଲୋକ ସହଜରେ ବୋକା ହୋଇଯାଈପାରିବେ , ସେମିତି କୌଣସି ରାୟ ନାହିଁ କି କେଉଁ ରାଶି କଣ କହିଥାଏ

କହିଦେବୁ କି ସବୁଠାରୁ ଅଧିକା ବୁଦ୍ଧିମାନ ରାଶିର ଲୋକଙ୍କ କଥା କହିଲେ ଓ ପରେ ବୁଦ୍ଧିମତା ସ୍ତର୍ କମ କରି କହିବୁ, ଯଦି ଜ୍ୟୋତିଷ୍ୟଶାସ୍ତ୍ରର କଥା ମାନିଲେ ବିଛା ରାଶିର ଲୋକେ ଅଧିକା ଆକର୍ଷକ ରାଶିରେ ଗଣନା ହୁଅନ୍ତି । କହିଦେବୁ କି ଏମାନଙ୍କ ଭାବନା ଅଧିକା ହୋଇଥାଏ, ବୁଦ୍ଧିର ମାମଲାରେ ସମସ୍ତଙ୍କ ଗୁରୁ ହୋଇଥାନ୍ତି , କହିଦେବୁ କି ଏହି ରାଶିର ଲୋକେ ଦିମାଗ୍ ତେଜ୍ ଚାଲିଥାଏ, ବୁଦ୍ଧିମାନ ସ୍ତର ଉଚ୍ଚା ହେବା କାରଣରୁ ଏହି ଲୋକ ଅଧିକା ଚାଲାକ୍ ହୋଇଥାନ୍ତି , ଓ ସାମ୍ନାବାଲା ବ୍ୟକ୍ତି ଏହି ଲୋକଙ୍କୁ ବୋକା ବନାଇବାରେ ଚେଷ୍ଟା କରିଥାଏ , ତେବେ ଏମାନଙ୍କୁ ପୁର୍ବରୁ ଜଣାପଡିଯାଏ , ଓ ତୁରନ୍ତଏମାନେ ସତର୍କ ହୋଇଯାଆନ୍ତି , ସେଥିପାଇଁ ଆମେ କହିବୁ ବିଛାରାଶି ଠାରୁ ଟିକିଏ ସାବଧାନ ରୁହନ୍ତୁ ।

ମେଷ ରାଶିର କଥା କହିଲେ ଏହି ରାଶିର ଲୋକେ ଆଖି ଓ କାନ ସବୁବେଳେ ଖୋଲା ରଖନ୍ତି , ଯଦି ସିଧା ଶବ୍ଦରେ କହିବା ତେବେ ଏହି ଲୋକ ସବୁବେଳେ ସତର୍କ ରୁହନ୍ତି , ଓ ଏମାନଙ୍କ ଦିମାଗ କିଛି ନୁଆ କରିବାର ଉଦ୍ଦେଶ୍ୟରେ ରହିଥାଏ,  କହିଦେବୁ କି ଏହି ଲୋକ ସବୁ ଜିନିଷ କରିବାକୁ ଆଗ୍ରହ କରନ୍ତି ,, ଓ ସକରତ୍ମକ ଆଶା ସହ ଆଗକୁ ବଢନ୍ତି , ଯଦି ଆମେ ସିଂହ ରାଶି ବିଷୟରେ କହିବା ତେବେ ଏମିତି ହୋଇପାରେ କି ଏହି ରାଶିର ଲୋକେ କିଛି ବି କାମ ଥର କରେ ବୁଝିପାରିବେ , ମାନେ ବୁଦ୍ଧିର ମାମଲାରେ ଟିକିଏ କମ୍ ହୋଇପାରନ୍ତି , ଏହି ଲୋକ କେବେ ହାର୍ ମାନନ୍ତି ନାହିଁ , ଏହି ଲୋକ ବାଘ ପରି ଶିକାରକୁ ଡିଆଁ ମାରନ୍ତି , ସଠିକ୍ ସମୟରେ ଚତୁରତା ଦେଖାଇକରି ପରିଣାମକୁ ପୁରା କରନ୍ତି ।

ଏବେ ଧନୁ ରାଶିର କଥା କହିଲେ ଏହି ଲୋକଙ୍କର ବୁଦ୍ଧିମତା ବାଜ ପକ୍ଷି ନଜର ପରି ହୋଇଥାଏ , ଏମାନଙ୍କ ବୁଦ୍ଧିମତା କଥା କହିଲେ ଶବ୍ଦ କମପଡିଯିବ,  କହିଦେବୁ କି ଏହି ଲୋକ ବୁଦ୍ଧିମତା ହେବା ସହ ସକରାତ୍ମକ ଭାବନା ବାଲା ହୋଇଥାନ୍ତି , ଓ ଏମିତି ଲୋକ ଶିକ୍ଷକ ହିସାବରେ କାର୍ଯ୍ୟରତ ହୋଇଥାନ୍ତି , ଯଦି ଆପଣ ବୃଷ ରାଶିର କଥା କହିବେ ତେବେ ଏହି ଲୋକ ଶାନ୍ତ ଓ ସୌଭ୍ୟ ହୋଇଥାନ୍ତି , କିନ୍ତୁ ଏମାନଙ୍କ ବୁଦ୍ଧିମତାର ପତ୍ତା ଏମାନଙ୍କ ସହ କାମକରିବାପରେ ଜଣାପଡିଥାଏ,  ମାନେ ଏମାନେ ଯେବେ ପର୍ଯ୍ୟନ୍ତ ସାମ୍ନା ବାଲା ପାଖରେ ନ ଜାଣିବ , ତାଙ୍କୁ ଜର୍ଜ୍ କରିବା ମୁସକିଲ୍ ହୋଇଥାଏ ।

ସେମିତି ଜ୍ୟୋତିଷ୍ୟଶାସ୍ତ୍ରରେ କନ୍ୟା ରାଶିର ଖାସିୟତ୍ ଏହା କି ସେମାନେ ବୁଦ୍ଧିମାନ ହୋଇଥାନ୍ତି , କିନ୍ତୁ ଏହି ଲୋକ ସମୟ ଓ ହାଲତ୍ କୁ ଦେଖିକରି ପ୍ରତିକ୍ରିୟା ଦିଅନ୍ତି , ଏମାନେ ଧୀରେ ଧୀରେ ନିଜ ଦିମାଗ ବିଚାରକୁ ନେଇ ପ୍ରତିକ୍ରିୟା ଦିଅନ୍ତି, ଓ ସଠିକ୍ ସମୟ ଆସିଲେ ତାଙ୍କ ମଜବୁତ୍ ବିଚାରକୁ ସାମ୍ନାରେ ରଖନ୍ତି , ଏବେ ଯଦି ମକର ରାଶିର କଥା କହିବା ଏହି ଲୋକଙ୍କ ପାଈଂ ନିଜ ପରିଶ୍ରମ ପାଇଁ ଜଣାଯାଏ , ଓ ଏମାନଙ୍କ ଦିମାଗ୍ କିଛି କମ୍ କମାଲ୍ ଦେଖାଇନଥା,ଏ ଏମିତି ଲୋକ ଯଦି କେଉଁ କାମକୁ କରିବାର ଦମ୍ ରଖନ୍ତି , ତେବେ ବିନା କ୍ଷତି କରି ପୁରା ବୁଦ୍ଧିମତାର ସହ ସେ କାମକୁ ପୁରା କରନ୍ତି ।

ଏହାପରେ ମିଥୁନ,ତୁଳା, କୁମ୍ଭ ରାଶିର କଥା କହିଲେ ଏହି ଲୋକ ବୁଦ୍ଧିମତା ମାମଲାରେ ଏକ ହିଁ ସ୍ତରରେ ଜଣାଯାଆନ୍ତି , ଏହି ଲୋକ ନିଜ ହିସାବରେ କେଉଁ ବି ଅଲଗା ଲେବୁଲ୍ ରେ ଯାଇକରି ନିଜ ଆଇଡିଆ ଭାବନ୍ତି , ଓ ଅନୋଖା ତରିକାରେ ସମସ୍ତଙ୍କ ସାମ୍ନାରେ ପେସ୍ କରନ୍ତି, ଯଦି ସିଧା ଶବ୍ଦରେ କହିବା ଏହି ଲୋକ ଆଇଡିଆ ବଦଳାଇକରି କିଛି ନୁଆ କରିବାର ଭାବନା ରଖନ୍ତି , ଏବେ ଶେଷରେ କର୍କଟ ଓ ମୀନ ରାଶିର କଥା କହିଲେ ଏମାନେ ଭାବୁକ ପ୍ରବୃତିର ହୋଇଥାନ୍ତି , ଓ ଦିମାଗ ମାମଲାରେ ଏହି ଲୋକ ନିଜ ହିସାବରେ କାମ କରନ୍ତି , ମାନେ ଏମାନଙ୍କ ଦିମାଗରେ କିଛି ବଡ ଆଇଡିଆ ଅଛି ତେବେ ସେଥିରେ ମନ ଲଗାଇ କାମ କରିବେ , ଓ ଏହି ଆଇଡିଆ ସମସ୍ତଙ୍କ ପାଖରେ ପେଶ କରିବାପାଇଁ ଏହି ଲୋକ ନିଜ ଜୀବନ ଲଗାଇଦିଅନ୍ତି , ଓ କେଉଁ ବି ପରିସ୍ଥିତିରେ ସଫଳତା ହାସିଲ୍ କରି ରହିବେ

Leave a Reply

Your email address will not be published. Required fields are marked *