ଏକ ଚାମଚ ପାଣିରେ ଫୁଟାଇ ପିଅନ୍ତୁ, ଏହା ଆପଣଙ୍କ ଶରୀରର ସମସ୍ତ ରୋଗ କୁ ଦୂର କରିବ..
କେବଳ ଗୋଟେ ଚାମଚ୍ ପାଣିରେ ଫୁଟାଇ ପିଅନ୍ତୁ, ଜୀବନ ସାରା ସୁଗାର ଜନିତ ରୋଗ, କୋଲେଷ୍ଟ୍ରୋଲ, ପେଟ ରୋଗ, ଗଣ୍ଠି ଯନ୍ତ୍ରଣା, ହାର୍ଟ ଜନିତ ସମସ୍ୟା କେବେ ମଧ୍ୟ ହେବ ନାହିଁ। ଆଜି ଆମେ ଜାଣିବା କିଛି ଏପରି ଉପାୟ ବିଷୟରେ ଯାହାକୁ ଅବଲମ୍ବନ କରି ଆପଣ ନିଜ ଶରୀରକୁ ସମ୍ପୂର୍ଣ୍ଣ ରୂପେ ନିରୋଗୀ ରଖିପାରିବେ।ଆଉ ଆପଣଙ୍କ ଶରୀରରେ ଥିବା ଚୁଟିରୁ ଗୋଇଠି ପର୍ଯ୍ୟନ୍ତ ସବୁ ପ୍ରକାରର ସମସ୍ୟାକୁ ଏହା ଦୁର କରିଥାଏ। ଏହି ଉପାୟ କରିବା ଦ୍ଵାରା ଏହା ଆପଣଙ୍କ ଶରୀରରେ ଥିବା ଛୋଟ ବଡ଼ ସମସ୍ତ ପ୍ରକାର ରୋଗକୁ ଦୂର କରିବ। ଏହି ଉପାୟକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଆପଣ ମାନେ ଜାଣିଥିବେ ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିବ ତେବେ ଆପଣ ଅନେକ ପ୍ରକାର ରୋଗରୁ ବଞ୍ଚିତ ରହିବେ। ଆମ ଶରୀରର ପେଟ ଯାହାକି ଅନେକ ରୋଗକୁ ସୃଷ୍ଟି କରିଥାଏ ଯେପରିକି ଗ୍ୟାସ୍, କୋଷ୍ଠକାଠିନ୍ୟ ଆଦି ରୋଗ ହୋଇ ଏହା ଅଧିକ ରୋଗ ସୃଷ୍ଟି କରିଥାଏ। ଆଜିର ଏହି ଖାଦ୍ୟ ପଦ୍ଧତିକୁ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ ଥିବା ଅନେକ ପ୍ରକାରର ରୋଗ ଦୂର କରିବା ସହ ଏହା ପେଟ ଜନିତ ସମସ୍ତ ରୋଗ କୁ ମଧ୍ୟ ଦୂର କରିଥାଏ ଏହା ଏହିତ ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ଏହା ସଠିକ ରଖିଥାଏ।
ପେଟରେ ଗ୍ୟାସ୍ ସୃଷ୍ଟି ହେବା ଦ୍ୱାରା ଏହା ଶରୀରର କୋଲେଷ୍ଟ୍ରୋଲ ପରିମାଣକୁ ଅସମାନତା କରିଦିଏ ଏବଂ ଏହି ଖାଦ୍ୟ ପଦ୍ଧତି ଦ୍ଵାରା ଏହା ଏହା ଗ୍ୟାସ୍ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ଦେଇଥାଏ। ଏହା ଆପଣଙ୍କ ଶରୀରର ଅନାବଶ୍ୟକ ମୋଟାପଣକୁ କମ୍ କରିଥାଏ। ଏଥିରେ କ୍ୟାଲସିୟମର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କ ହାଡ଼କୁ ଶକ୍ତ କରିଥାଏ। ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣାରୁ ଏହା ସମ୍ପୂର୍ଣ୍ଣ ଭାବରେ ମୁକ୍ତି ଦେଇଥାଏ, କାରଣ ପ୍ରାୟତଃ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ବିଶେଷ କରି ହାଡ଼ କମଜୋର ହବାରୁ ହୋଇଥାଏ ଏବଂ ଏହି ଖାଦ୍ୟରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ କରିବା ସହ ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ।
ଏହି ଖାଦ୍ୟ ଡାଇବେଟିସ ରୋଗର ଚିକିତ୍ସା ପାଇଁ ଭଲ ଅଟେ। ଏହା ଆପଣଙ୍କ ଶରୀରରେ ସୁଗାର ସ୍ତରକୁ ଠିକ୍ ରଖିଥାଏ। ଯଦି ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ ଅଧିକ ହୋଇଛି ଏବଂ ଆପଣ ଏହାକୁ କମାଇବାକୁ ଚାହୁଁଛନ୍ତି ତେବେ ଏହି ଖାଦ୍ୟ ରାମବାଣ ପରି କାମ କରିଥାଏ। ଯଦି ଆପଣଙ୍କ ହାର୍ଟ ଜନିତ ସମସ୍ୟା ଅଛି ତେବେ ଏହା ଆପଣଙ୍କ ହାର୍ଟ ପାଇଁ ଏକ ରାମବାଣ ପରି କାମ କରିଥାଏ। ଏହା ଶରୀରର ଅନେକ ପ୍ରକାର ରୋଗ ରୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ।
ଏଥିରେ ଆବଶ୍ୟକ ହେଉଥିବା ମୁଖ୍ୟ ଜିନିଷ ହେଉଛି ମେଥି। ମେଥିକୁ ବହୁତ ପ୍ରକାର ଉପାୟରେ ଖାଇହେବ ଆଉ ଏହାକୁ ମଧ୍ୟ ଆମ ରୋଷେଇରେ ବ୍ୟବହାର କରାଯାଇଥାଏ। ହେଲେ ଏହି ଉପାୟ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ପାତ୍ରରେ ଦେଢ଼ ଗ୍ଲାସ୍ ପାଣି ନେବାକୁ ହେବ ଏବଂ ସେଥିରେ ଏକ ଚାମଚ୍ ମେଥିକୁ ମିଶାଇ ଦିଅନ୍ତୁ ଏହି ପାଣିକୁ ଆପଣ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ନେଇଥିବା ଦେଢ଼ ଗ୍ଲାସ୍ ପାଣି ଏକ ଗ୍ଲାସ୍ ନ ହୋଇଛି। ଏକ ଗ୍ଲାସ୍ ପାଣି ହୋଇଯିବା ପରେ ଆପଣ ସେହି ପାଣିକୁ ଥଣ୍ଡା କରି ସକାଳୁ ବାସି ମୁହଁରେ ସେବନ କରନ୍ତୁ। ଏହାକୁ ନିୟମିତ ୨୧ ଦିନ କରନ୍ତୁ ଦେଖିବେ ଆପଣଙ୍କର ହାର୍ଟ ଜନିତ ସମସ୍ୟା, ପେଟ ଜନିତ ସମସ୍ୟା, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଆଦି ଅନେକ ପ୍ରକାର ରୋଗରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତି ମିଳିବ।
ତେବେ ଯଦି ଆପଣ ମଧ୍ୟ ଏହିପରି କିଛି ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ଆପଣବି ଏହିପରି ମେଥିକୁ ପାଣିରେ ଫୁଟାଇ ସେହି ପାଣିକୁ ସେବନ କରିବା ଦ୍ବାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଯାହାଫଳରେ ଏହା ଆପଣଙ୍କ ଶରୀରର ସମସ୍ତ ସମସ୍ୟା କୁ ଦୂର କରିଥାଏ।