ଭୁଲ୍ ରେ ବି କାହା ସହ ସେୟାର୍ କରନ୍ତୁ ନାହିଁ ଏହି ୫ ଟି ସ୍ୱପ୍ନ ନହେଲେ ହୋଇପାରେ ଅଘଟଣ…
ଏଥିରେ କୌଣସି ଦୁଇଟି ରାୟ ନାହିଁ କି ଏହି ଦୁନିଆଁରେ ବହୁତ ଏମିତି ଲୋକ ଅଛନ୍ତି ଯାହାଙ୍କ ସ୍ୱପ୍ନକୁ ଅନ୍ୟଙ୍କ ସେୟାର୍ କରିବାକୁ ପସନ୍ଦ କରନ୍ତି , ଏଥିରୁ କିଛି ସ୍ୱପ୍ନ ଏପରି ହୋଇଥାଏ ଯାହାକୁ ଭୁଲ୍ ରେ ବି ଅନ୍ୟଙ୍କ ସହ ସେୟାର୍ କରିବା ଉଚିତ୍ ନୁହେଁ , ନହେଲେ ଆଗକୁ ଯାଇକରି ଏହାର ଖରାପ ପରିଣତି ଦେଖିବାକୁ ମିଳିଥାଏ, ଶୋଇବା ସମୟରେ ଆମେ ସମସ୍ତେ ସ୍ୱପ୍ନ ଦେଖିଥାଉ , ଓ ଏଥିରେ କିଛି ସ୍ୱପ୍ନ ଭଲ ହୋଇଥାଏ ,ଓ କିଛି ଭୟାନକ , ଏମିତିରେ କିଛି ଲୋକ ଏହି ସ୍ୱପ୍ନକୁ ନିଜ ବନ୍ଧୁ କିମ୍ବା ପରିବାର ଲୋକଙ୍କ ସହ ସେୟାର୍ କରିଦିଅନ୍ତି , କିଛି ସ୍ୱପ୍ନ ଏପରି ହୋଇଥାଏ ଯାହାକୁ ଅନ୍ୟଙ୍କ ସହ ସେୟାର୍ କରିଲେ ନିଜର ହିଁ କ୍ଷତି ହୋଇଥାଏ , ତେବେ ଆସନ୍ତୁ ଆପଣଙ୍କୁ କହିବୁ କେଉଁ ସେହି ସ୍ୱପ୍ନଗୁଡିକ ଅଟେ ଯାହା ଅନ୍ୟଙ୍କ ସହ ସେୟାର୍ କରିବା ଉଚିତ୍ ନୁହେଁ ।
୧) ସବୁଠାରୁ ପ୍ରଥମେ ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନଙ୍କୁ ଦେଖିବେ ଯେମିତି ଭଗବାନ ଆପଣଙ୍କୁ ଆଶିର୍ବାଦ ଦେଉଥିବାର ଦେଖିନିଅନ୍ତି, ତେବେ ବୁଝିଯିବେ କି ଆପଣଙ୍କ ଆତ୍ମା ଦୁନିଆଁ ର ବାକି ଲୋକଙ୍କ ଠାରୁ ଅଧିକା ପବିତ୍ର ଅଟେ, ଏହା ଛଡା ଏହି କଥାର ବି ସଙ୍କେତ ଦେଇଥାଏ କି ଇଶ୍ୱର ଆପଣଙ୍କ ଆତ୍ମାରେ ସବୁବେଳେ ନିବାସ କରିବେ , ଏଥିପାଈଁ ଭୁଲ୍ ରେ ଏହି ପ୍ରକାରର ସ୍ୱପ୍ନ କାହା ସହ ସେୟାର୍ କରନ୍ତୁ ନାହିଁ ,
୨) ଏବେ ଅନ୍ୟଙ୍କ ସ୍ୱପ୍ନର ଅନୁସାରେ ଯଦି ଆପଣଙ୍କୁ ସ୍ୱପ୍ନରେ ମା ବାପାଙ୍କୁ ପାଣି ପିଆଉଥିବାର୍ ଦେଖିବେ ତେବେ ଏହି କଥାର ସଙ୍କେତ ହୋଇଥାଏ କି ଭବିଷ୍ୟରେ ଆପଣ ବହୁତ୍ ଉନ୍ନତି କରିବେ, ଏମିତିରେ ଏହି ସ୍ୱପ୍ନକୁ କାହା ସହ ସେୟାର୍ କରନ୍ତୁ ନାହିଁ ।
୩) କହିଦେବୁ କି ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ ସ୍ୱୟଂ ଦେଖାଦେଉଛନ୍ତି ଓ ଏହି ସ୍ୱପ୍ନ କାହା ସହ ସେୟାର୍ କରୁଛନ୍ତି , ତେବେ ଏହି ସ୍ୱପ୍ନରୁ ମିଳିବାର ଥିବା ଫଳ ଆପଣଙ୍କ ବେକାର୍ ହୋଇଯିବ , ସେଥିପାଇଁ ଭୁଲ୍ ରେ ଏହା କାହାକୁ ସେୟାର୍ କରନ୍ତୁ ନାହିଁ ।
୪) କହିଦେବୁ କି ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ଦେଖାଦିଅନ୍ତି ତେବେ ଏହି କଥାର ସଙ୍କେତ ହୋଇଥାଏ କି ଜଲଦି ହିଁ ଆପଣଙ୍କୁ କେଉଁ ଭଲ ଖବର୍ ମିଳିବାର ଅଛି , ଏମିତିରେ ଯଦି ଆପଣ ଏହି ସ୍ୱପ୍ନକୁ କାହାକୁ ସେୟାର୍ କରିବେ ତେବେ ଆପଣଙ୍କ ହେବାକୁ ଥିବା କାମ ବିଗିଡିପାରେ , ଏଥିପାଇଁ ଭୁଲ୍ ରେ ସ୍ୱପ୍ନ କାହାକୁ ସେୟାର୍ କରନ୍ତୁ ନାହିଁ ।
୫) ଯଦି କେଉଁ ବ୍ୟକ୍ତି ଜୀବିତ୍ ଥାଇ ମଧ୍ୟ ଆତ୍ମା ଓ ପରଆତ୍ମାର ଦର୍ଶନ କରିନିଏ , ତେବେ ଏହାର୍ ମତଲବ ହୋଇଥାଏ କି ସେ ବ୍ୟକ୍ତି ସଚ୍ଚାମନରେ ପରଆତ୍ମାଙ୍କ ସହ ଯୋଡି ହୋଇଛି, ଏମିତିରେ ଏହି ସ୍ୱପ୍ନ କାହା ସହ ସେୟାର୍ କରିବା ଅନୁଚିତ୍