ପରୀକ୍ଷାରେ ପଚରାଗଲା ଏପରି ଚତୁର ପ୍ରଶ୍ନ – କେଉଁ କାମ ଛୁଆ ରୁ ବୁଢା ସାରା ଦୁନିଆ ଲୋକ ରାତିରେ ହିଁ କରିଥାନ୍ତି – ଯାହାର ଜବାବ୍ ରେ ଝିଅ କହିଲା ଏପରି ଯେ ହେଇଗଲା ଚାକିରୀ..
ସେମିତି ଏହି ଦୁନିଆଁରେ ସବୁ ମଣିଷ ପାଖରେ ଦିମାଗ ହୋଇଥାଏ , କିନ୍ତୁ ବହୁତଥର ମଣିଷ ସାମ୍ନାରେ କିଛି ଏମିତି ପ୍ରଶ୍ନ ଆସିଯାଏ , ଯାହାର ଜବାବ୍ ସେ ଦେଇପାରେ ନାହିଁ , ହଁ ଆଜ୍ଞା, ବହୁତଥର କିଛି ଜିନିଷକୁ ନେଇ ମଣିଷର ଦିମାଗ ପଛକୁ ରହିଯାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରଶ୍ନ ପଚାରିବାକୁ ଯାଉଛୁ, ଯାହାର ଉତ୍ତର ବୋଧେ ଆପଣଙ୍କୁ ଜଣାନଥିବ, ଏହି ଦୁନିଆଁରେ ବହୁତ ଲୋକଙ୍କର ଏହା ଅଭିଯୋଗ ରହିଥାଏ କି ଇଂରାଜୀରୁ ଅଧିକା ହିନ୍ଦି ଭାଷାର ଜ୍ଞାନ ହୋଇଥାଏ ଓ ଯେବେ ତାଙ୍କୁ ଇଂରାଜୀରେ କିଛି ପ୍ରଶ୍ନ ପଚାରାଯାଏ , ତେବେ ସେ ଉତ୍ତର ଦେଇପାରନ୍ତି ନାହିଁ , ଆପଣଙ୍କୁ ଜଣେଇଦେବୁ କି ଆଜି ଯେଉଁ ପ୍ରଶ୍ନ ପଚାରିବାକୁ ଯାଉଛୁ, ତାହା କେବଳ ହିନ୍ଦୀରେ ବଦଳାଇବାର ଅଛି , ମାନେ ଆମେ ଆପଣଙ୍କୁ ଏକ ଶବ୍ଦ ବିଷୟରେ ପଚାରିବୁ, ଯାହାର ହିନ୍ଦୀ ଅନୁବାଦ କରିବାର ଅଛି । ହଁ ଆଜ୍ଞା, ସର୍ତ୍ତ ଏହା କି ଏହି ପ୍ରଶ୍ନର ଉତ୍ତର ଦେବାରେ ଆପଣଙ୍କୁ ଗୁଗୁଲ୍ ସର୍ଚ୍ଚ କରିବେ ନାହିଁ , ବରଂ ନିଜେ ଦିମାଗ ଲଗାଇ ଏହାର୍ ଉତ୍ତର ମାଲୁମ୍ କରିବେ , ଏହା ଏମିତି ଏକ ଶବ୍ଦ ଅଟେ ଯାହାର ଇଂରାଜୀ ଅନୁବାଦ ଆପଣଙ୍କୁ ଜଣାନଥିବ, କିନ୍ତୁ ହିନ୍ଦୀରେ କଣ କହନ୍ତି , ବୋଧେ ଆପଣଙ୍କୁ ଜଣାନଥିବ, ଆମେ ବିଶ୍ୱାସ କରୁଛୁ କି ଏତିକି ଶୁଣିବାପରେ ଆପଣ ସେହି ଶବ୍ଦର ଉତ୍ତର ଦେବାରେ ଇଚ୍ଛା ପ୍ରକାଶ କରିବେ ।
ସେମିତି ଆପଣଙ୍କୁ ଜଣେଇଦେବୁ କି ଏହାର୍ ଉତ୍ତର ବହୁତ ସହଜ ଅଟେ, କ୍ଷମା କରିବେ ଏହା ବହୁତ ମୁସକିଲ୍ ଅଟେ, କିନ୍ତୁ ଆମେ ଆଶା କରୁଛୁ କି ଆପଣଙ୍କ ପରି ବୁଦ୍ଧିମାନ ଲୋକ ଏହାର ଜବାବ୍ ନିଶ୍ଚିତ ଦେବେ , ଏମିତି ହୋଇପାରେ କି ମହିଳାଙ୍କୁ ଏହି ପ୍ରଶ୍ନ ବିଷୟରେ ମାଲୁମ୍ ଥିବ , କିନ୍ତୁ ପ୍ରଶ୍ନ ପଚାରିବା ପୁର୍ବରୁ ଆମେ କହିବାକୁ ଚାହିଁବୁ କି ଏହି ପ୍ରଶ୍ନ କେବଳ ଆପଣଙ୍କ ଦିମାଗର ଆଇକ୍ୟୁ ଟେଷ୍ଟ କରିବାପାଇଁ ପଚାରାଯାଉଛି, ଓ ଏହି ପ୍ରଶ୍ନର ଜରିଆରେ ଏହା ବି ଜଣାପଡିବ କି ଆମର୍ ଦେଶରେ ହିନ୍ଦୀ ଭାଷା ଶବ୍ଦକୁ ଲୋକେ କେତେ ଜାଣିଛନ୍ତି
ତେବେ ଆଜି ଚାଲନ୍ତୁ ଆପଣଙ୍କ ଜ୍ଞାନ ପରୀକ୍ଷା କରିବା | ତେବେ ଆପଣ ଆମକୁ କୁହନ୍ତୁ ଡାକ୍ତରଙ୍କୁ ହିନ୍ଦୀରେ କଣ କୁହାଯାଏ ? ଆମେ ଜାଣିଛୁ ଏହି ଶବ୍ଦକୁ ପଢିବାପରେ ଆପଣଙ୍କ ଦିମାଗ୍ ଫେଲ୍ ହୋଇଯାଇଥିବ , ସେମିତି ଆପଣଙ୍କୁ ଅଧିକା ଚିନ୍ତା କରିବା ଦରକାର ନାହିଁ , ଏହାର ଉତ୍ତର ଜଣାନଥିଲେ ଏହାର ଉତ୍ତର ଆମେ କହିଦେବୁ , ଏହାର ସଠିକ୍ ଉତ୍ତର ହେଲା ଚିକିତ୍ସକ
ତେବେ ଚାଲନ୍ତୁ ଆପଣଙ୍କ ବୁଦ୍ଧି ପରୀକ୍ଷା ପାଇଁ ଆଉ ଗୋଟିଏ ଚତୁର ପ୍ରଶ୍ନ ପଚାରିବା | ତେବେ ପ୍ରଶ୍ନ ଟି ହେଲା କେଉଁ କାମ ଦୁନିଆ ସାରା ଲୋକ ରାତିରେ ହିଁ କରିଥାନ୍ତି |ତେବେ ଏହି ପ୍ରଶ୍ନ ଶୁଣିବା ମାତ୍ରେ ନିଶ୍ଚୟ ଆପଣ ଭାବିବା ପାଇଁ ଲାଗିବେ |ତେବେ ପ୍ରଥମେ ଆପଣ ଭାବନ୍ତୁ |୨ ମିନିଟ ଭାବିବା ପରେ ଆଗକୁ ପଢନ୍ତୁ |ତେବେ ଏହାର ସଠିକ ଉତ୍ତର ହେଲା ଶୋଇବା |ଦୁନିଆ ସାରା ଲୋକ ରାତିରେ ଶୋଇଥାନ୍ତି |ତେବେ ଆପଣାକୁ ଏ ପ୍ରଶ୍ନ ଉତ୍ତର କିଭଳି ଲାଗିଲା ନିଶ୍ଚୟ କହିବେ