କେବେ ଖାଇବାକୁ ନଥିଲା ପଇସା, ଏହି ଝିଅର ପାଖରେ – ଆଜି ବି ବଲିଉଡ୍ ର ବଡ ସୁପରଷ୍ଟାର୍..
ଯଦି ଆମେ ବଲିଉଡ୍ ର କଥା କହିବା ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନରେ ବହୁତ କିଛି ସହିଥିଲେ , ହଁ ଆଜ୍ଞା ଆମେ ଏମିତି ଏକ ଅଭିନେତ୍ରୀ ଯିଏ ନିଜ ଅଭିନେତ୍ରୀ ଦମରେ ବଲିଉଡ୍ ରେ ନିଜ ପାଇଁ ଏକ ଏମିତି ଅଭିନେତ୍ରୀ ଯିଏ ଅଭିନୟ ଦମରେ ବଲିଉଡ୍ ରେ ନିଜର ଏକ ଖାସ୍ ଜାଗା ବନାଇଥିଲେ, ଯଦି ଆମେ କହିବା ତେବେ ଏହି ଅଭିନେତ୍ରୀ ବଲିଉଡ୍ ଅସଲ ସୁପରଷ୍ଟାର୍ ଅଟନ୍ତି , ତେବେ କିଛି ଭୁଲ୍ ହେବ ନାହିଁ , ନହେଲେ ଆପଣ ନିଜେ ଭାବନ୍ତୁ ବିନା କେଉଁ ବଡ ହିରୋ କେଉଁ ଫିଲ୍ମକୁ ଚଲାଇବା ସହଜ ହୋଇନଥାଏ, ଗୋଟେ ସମୟ ଥିଲା ଯେବେ ଏହି ଅଭିନେତ୍ରୀଙ୍କ ପାଖରେ କିଛି ନଥିଲା , କିନ୍ତୁ ଆଜି ସେ ନିଜ ପରିଶ୍ରମ ବଳରେ ଆଜି ପୁରା ବଲିଉଡ୍ ର୍ କ୍ୱିନ୍ ହୋଇପାରିଛନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଆଜିର ବଲିଉଡ୍ କ୍ୱିନ୍ ହୋଇ ସାରିଛନ୍ତି ।
ହଁ ଆଜ୍ଞା ଆମେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କଥା ହେଉଛୁ, ଜଣେଇଦେବୁ କି ବଲିଉଡ୍ ରେ ଏକ ଶତକରୁ କ୍ୟାରିୟର୍ ବନାଇବାରେ କଙ୍ଗନା ସଫଳତା ଓ ନିଜର ଶୋହରତ୍ ହାସିଲ୍ କରିନେଲେ , ସେମିତି ଆପଣଙ୍କୁ ଜଣେଇଦେବୁ କି କଙ୍ଗନାଙ୍କ ଜନ୍ମ ମାର୍ଚ୍ଚ ୧୯୮୭କୁ ହିମାଚଳରେ ହୋଇଥିଲା, ଏହା ଛଡା ପ୍ରାରମ୍ଭିକ ଶିକ୍ଷା ସେ ଚଣ୍ତିଗଡ ପଞ୍ଜାବ ଡିଏ ଭି ସ୍କୁଲ୍ ରୁ କରିଥିଲେ , କଙ୍ଗନାଙ୍କ ମା ବାପା ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ । କିନ୍ତୁ କଙ୍ଗନା କେଉଁ ଅଲଗା କ୍ଷେତ୍ରରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିଲେ , ସେଥିପାଇଁ ସେ ଦିଲ୍ଲୀ ଆସିଗଲେ , ଓ ଏହାପରେ ସେ ମା ବାପାଙ୍କ ଠାରୁ ଦୁରେଇ ଗଲେ ।
ଏହା ଯୋଗୁଁ ମା ବାପାଙ୍କ ଠାରୁ ଦୁରେଇ ରହିବା ଦ୍ୱାରା ଆର୍ଥିକ ସହଯୋଗ ମିଳିପାରୁନଥିଲା, ଏମିତିରେ କଙ୍ଗନାଙ୍କ ପାଖରେ ଖାଇବାପାଇଁ ବି ପଇସା ନଥିଲା , କହିବାକୁ ଗଲେ କଙ୍ଗନାଙ୍କ ପାଇଁ ଏହା ବହୁତ ସଂଘର୍ଷ ଭରା ଥିଲା , ଯାହାକୁ ନେଇ କଙ୍ଗନା ବହୁତ ଏକେଲା ହୋଇଯାଇଥିଲେ , ଦିଲ୍ଲୀ ଆସିବାପରେ ସବୁଠାରୁ ପ୍ରଥମେ କଙ୍ଗନା ମଡେଲିଙ୍ଗ୍ କରିବାର ଫଇସଲା ନେଲେ , କିନ୍ତୁ କଙ୍ଗନାଙ୍କ ମଡେଲିଙ୍ଗ୍ ଦୁନିଆଁରେ ମନ ହୋଇନଥିଲା , ଯାହାପରେ ସେ ଅସ୍ମିତା ଥିଏଟର୍ ଗ୍ରୁପ୍ ରେ ଯୋଗ୍ ଦେଇଥିଲେ ।
କହିଦେବୁ କି ଏକ ନାଟକରେ କଙ୍ଗନା ପୁଅର ଭୁମିକା ନିଭାଇଥିଲେ , ଓ ସେହି ଭୁମିକାକୁ ଲୋକେ ବହୁତ ପ୍ରଶଂସା କରିଥିଲେ , ଏମିତିରେ ବହୁତ ଲୋକେ ତାଙ୍କୁ ମୁମ୍ବାଇ ଫିଲ୍ମ ଇଣ୍ତଷ୍ଟ୍ରିକୁ ଯିବାପାଇଁ ଉପଦେଶ ଦେଇଥିଲେ , ଏହାପରେ ସେ ମୁମ୍ବାଇ ଆସିଗଲେ , ସେ ଏକ ଡ୍ରାମା ସ୍କୁଲରେ ଚାରିମାସର କୋର୍ସ କଲେ , ଏହି କୋର୍ସ ଶେଷ କରିବାପରେ କଙ୍ଗନା ଅଭିନେତ୍ରୀ ହେବାପାଇଁ ପ୍ରସ୍ତୁତ ହୋଇଗଲେ, କଙ୍ଗନା ପ୍ରଥମେ ଲାଇଫ୍ ଇନ୍ ମେଟ୍ରୋରେ କାମ କରିବାର ସୁଯୋଗ ମିଳିଲା , କହିଦେବୁ କି ଏହି ଫିଲ୍ମ ରିଲିଜ୍ ହେବାପରେ କଙ୍ଗନା ସବୁଠାରୁ ପ୍ରଥମେ ନିଜ ସଂମ୍ପର୍କକୁ ସୁଧାରିବା ଭଲ ଭାବିଲେ ଏଥିରେ ତାଙ୍କୁ ସଫଳତା ମିଳିଗଲା ।
କଙ୍ଗନା ୨୦୦୬ ରେ ଫିଲ୍ମ ଗ୍ୟାଙ୍ଗଷ୍ଟାର୍ ରୁ ନିଜ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ, ଏହାପରେ ଜଣାଯାଏ କି କଙ୍ଗନା କେବେ ପଛକୁ ବୁଲି ଦେଖିନଥିଲେ , ଓ ସେ ସଫଳତାର ସିଢି ଚଢିବାକୁ ଲାଗିଲେ