December 23, 2024

Odia Express

Leading Odia News Portal of Odisha

ଏହି ୨ ନାମବାଲି ଝିଅ ହୋଇଥାନ୍ତି ହୃଦୟରୁ ସଫା, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ନାହିଁ ତ ସାମିଲ୍ ?

ଏଥିରେ କୌଣସି ସନ୍ଦେହ ନାହିଁ କି ବ୍ୟକ୍ତିରଅ ନାଁର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ୱ ବିଷୟରେ ବହୁତ ରାଜ୍ ଖୋଲିଥାଏ , ହଁ ଆଜ୍ଞା ଯେଉଁ ପ୍ରକାରରେ ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାଁ ପ୍ରଥମ ଅକ୍ଷର ତୟ କରାଯାଏ , ତେବେ ବ୍ୟକ୍ତିର ପ୍ରଥମ ଅକ୍ଷର ଅନୁସାରେ କୁଣ୍ତଳୀ ଦେଖାଯାଏ , ଠିକ୍ ସେହିପ୍ରକାରର କେଉଁ ବି ବ୍ୟକ୍ତି ଜୀବନରେ ତାର ନାଁର ପ୍ରଥମ ଅକ୍ଷର ବହୁତ ମାଇନା ରଖେ , ଆଜି ଆମେ ଆପଣଙ୍କୁ ଏହା କହିବୁ ନାହିଁ କି କେଉଁ ନାଁର ବ୍ୟକ୍ତି ବ୍ୟକ୍ତିତ୍ୱ କିପରି ରହିବ, ବରଂ ଆଜି ଆମେ କହିବୁ କିଛି ଅଲଗା ଓ ମଜାଦାର୍ ସୁଚନା, ଯାହା ଆପଣଙ୍କୁ ନିଶ୍ଚିତ ଭବିଷ୍ୟରେ ବହୁତ କାମରେ ଆସିବ,  ଆଜି ଆମେ ଆପଣଙ୍କୁ କିଛି ଏମିତି ଝିଅଙ୍କର ବିଷୟରେ କହିବୁ ଯାହାଙ୍କ ହୃଦୟ ବହୁତ ସଫା ହୋଇଥାଏ,  ହଁ ଆଜ୍ଞା ଯେଉଁ ଝିଅଙ୍କର ନାଁ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ,  ସେ ହୃଦୟରୁ ସଫା ହୋଇଥାନ୍ତି , ଏବେ ସେମିତି ଆପଣ ଏହି କଥାକୁ ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ସତ ଏହା ହିଁ ଅଟେ , ଆମେ ଏହା କହୁନୁ କି ବାକି ଝିଅ ହୃଦୟରୁ ଭଲ ହୋଇନଥାନ୍ତି , କିନ୍ତୁ ଏହି ଝିଅଙ୍କର ନାଁ ଖାସ୍ କରି ମେନସନ୍ କରାଯାଈଛି, ତେବେ ଆସନ୍ତୁ କହିବୁ କେଉଁ ସେହି ଝିଅମାନେ ଅଛନ୍ତି ।

୧) R ଅକ୍ଷରବାଲି ଝିଅ- ଯେଉଁ ଝିଅଙ୍କର ନାଁ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ସଫା ହୋଇଥାନ୍ତି , ଏହା ଛଡା ଏହି ଝିଅମାନେ ନିଜ ଦୁନିଆଁରେ ମଜି ରୁହନ୍ତି , ଏହା ସହ ଏମାନଙ୍କୁ ପଇସା ଓ ଇଜ୍ଜତ ଦୁହେଁ ମିଳିଥାଏ,  ମାନେ ଆମେ ସିଧା ଶବ୍ଦରେ କହିଲେ ଏମାନଙ୍କ ଭାବନାର ଦୁନିଆଁରେ ସଫଳତାର ଶିଖରକୁ ନେଇଯାଆନ୍ତି , ଦରକାର ପଡିଲେ ଅନ୍ୟଙ୍କୁ ସାହାଯ୍ୟ କରନ୍ତି, ଏହା ଛଡା ଏମାନଙ୍କ ଖାସିୟତ୍ ଏହା କି ଏମାନେ ନୁଆ ନୁଆ ଜିନିଷ ଖୋଜିବାରେ ଲାଗନ୍ତି , ଏହି କାରଣରୁ ଏହି ଝିଅଙ୍କର ସେଠାରେ ସମୟ ବିତାଇବାରେ ଅଧିକା ମଜା ଆସିଥାଏ , ଯେଉଁଠି କିଛି ସିଖିବାକୁ ମିଳିଥାଏ , ଓ ଭରପୁର୍ ଜ୍ଞାନପ୍ରାପ୍ତି ହୋଇଥାଏ , ଏବେ ତ ଆପଣ ବୁଝିପାରିଥିବେ କି ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ କେତେ ଭଲ ହୋଇଥାନ୍ତି ।

୨) P ଅକ୍ଷର ବାଲି ଝିଅ- ଏହି ଝିଅଙ୍କର ନିଜ ନାଁ ପରି ବହୁତ ଭଲ ଓ ସଫା ହୃଦୟ ହୋଇଥାନ୍ତି, ଏହା ଛଡା ଏହି ଝିଅ ମିଳିମିଶି କାମ କରିବା ପସନ୍ଦ କରନ୍ତି , ଓ ଅନ୍ୟଙ୍କୁ ଖୁସିରେ ରଖିବାପୁରା ପ୍ରୟାସ କରନ୍ତି, ଏହା ଛଡା ଏମାନଙ୍କ ବିଚାରରେ ବି ପବିତ୍ରତା ଦେଖାଯାଏ , ଓ ଏମାନଙ୍କୁ ଇଶ୍ୱରଙ୍କ ଉପରେ ବହୁତ୍ ଆସ୍ଥା ହୋଇଥାଏ,  ଏହି ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି , ଏମିତିରେ ତାଙ୍କୁ ପ୍ରେମ ତ ମିଳିଯାଏ କିନ୍ତୁ ସେ ପ୍ରେମକୁ ନିଭାଇବାରେ ଏମାନଙ୍କୁ ମୁସକିଲର ସାମ୍ନା କରିବାକୁ ପଡିଥାଏ , ଏମାନଙ୍କ ସବୁଠାରୁ ବଡ ଖାସିୟତ୍ ଏହା କି ଯେବେ ଏମାନେ କାହାକୁ ପ୍ରେମ କରନ୍ତି , ତେବେ ଜୀବନସାରା ସାଥ୍ ନିଭାଇଥାନ୍ତି , ଓ ସଚ୍ଚା ପ୍ରେମ କରନ୍ତି , ମାନେ ଆପଣଙ୍କ ଜୀବନରେ ଯଦି କେଉଁ ଏହି ଅକ୍ଷର ବାଲି ଝିଅ ଅଛନ୍ତି , ତେବେ ଆପଣ ନିଜ ପ୍ରେମ ଉପରେ ଚିନ୍ତା କରିବା ଦରକାର ପଡିବ ନାହିଁ

Leave a Reply

Your email address will not be published. Required fields are marked *