ଶରୀରରେ ଏହି ଅଙ୍ଗରେ ବାନ୍ଧିନିଅନ୍ତୁ କଳା ଫିତା, ତାପରେ ଦେଖନ୍ତୁ କମାଲ୍ , ସବୁ ଜିନିଷ ହେବ ଆପଣଙ୍କ ପାଦ ତଳେ
ଆଜିକାଲି ଲୋକେ ବହୁତ ଖରାପ ନଜରର ଶିକାର ହୋଇଥାନ୍ତି , ଆମର ବଡ ବୟସ୍କ କହନ୍ତି କି କେଉଁ ବି ଶୁଭ କାର୍ଯ୍ୟ କରିବାକୁ ହେଲେ କଳା କପଡା ପିନ୍ଧିବା ଉଚିତ୍ ନୁହେଁ , କାରଣ କଳା କପଡାରେ ସବୁ ଆଡେ ନକରାତ୍ମକତା ବ୍ୟାପିଯାଏ , ବହୁତଥର ଖରାପ ନଜରରୁ ବଞ୍ଚିବାପାଈଁ କଳାରଙ୍ଗର ଜିନିଷର ବ୍ୟବହାର କରାଯାଏ , ଯେପରି କଳାଟିକା, କଳାଫିତାଓ କିମ୍ବା କଳା ତିଲକ, ଛୋଟ ହେଉ କିମ୍ବା ବଡ ସମସ୍ତଙ୍କୁ ଖରାପ ନଜରରୁ ବଞ୍ଚାଇବାପାଇଁ ତାଙ୍କୁ କଳାଫିତା ବାନ୍ଧାଯାଏ ।ଯଦି ଦେଖାଯାଏ କେବଳ ଧର୍ମ ଓ ଜ୍ୟୋତିଷ୍ୟ ଅନୁସାରେ ନୁହେଁ ବରଂ କଳାଫିତା ବାନ୍ଧିବାର ବହୁତ ବୈଜ୍ଞାନିକ କାରଣ ବି କୁହାଯାଇଛି, ଏହା ତ ଜ୍ୟୋତିଷ୍ୟ ଓ ବୈଜ୍ଞାନିକ ଦୁହେଁ ତରିକାରେ ପ୍ରମାଣିତ ହୋଇସାରିଛି, ମନୁଷ୍ୟର ଶରୀରର ପାଞ୍ଚଟୀ ତତ୍ତ୍ୱ ମାନେ ପୃଥିବୀ,ବାୟୁ,ଅଗ୍ନି, ଜଳ ଓ ଆକାଶ ସହ ମିଶିକରି ହୋଇଛି
ଏମିତି ମାନାଯାଏ କି କଳାଫିତା ନା କେବଳ ଖରାପ ନଜରରୁ ରକ୍ଷା କରେ ବରଂ ଏହା ସହ କଳାଫିତା ଆପଣଙ୍କୁ ମାଲାମାଲ୍ କରିପାରେ, କହିବାକୁ ଚାହିଁବୁ କି ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଦିନ ବଦଳିଯାଉ ତେବେ ଆପଣଙ୍କ ଲାଇଫ୍ ରେ କିଛି ବଡ ପରିବର୍ତ୍ତନ ହେଉ , ତେବେ ଆଜି ଆମେ ଆପଣଙ୍କୁ କଳାଫିତା ର ଏକ ଭଲ ସରଳ ଓ ଘରୋଇ ଉପାୟ କହିବାକୁ ଯାଉଛୁ , ଯାହାକୁ କରିଲେ ଆପଣ ନିଶ୍ଚିତ ଭାବେ ପରିବର୍ତ୍ତନ ଦେଖିବାକୁ ପାଇବେ ।
ଆପଣ ବହୁତଥର ବଡ ବୟସ୍କଙ୍କ ଲୋକଙ୍କଠାରୁ କହିଥିବାର ଶୁଣିଥିବେ କି ଯେବେ କେଉଁ ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତେବେ ସେଠାରେ କଳା କପଡା ପିନ୍ଧିବା ଉଚିତ୍ ନୁହେଁ , କାରଣ ଏମିତି ମାନାଯାଏ କି କଳା କପଡା ଚାରି ପକ୍ଷରୁ ଖରାପ ପ୍ରଭାବ ପକାଇଥାଏ, କିନ୍ତୁ ଏମିତି ମାନାଯାଏ କି ଲୋକେ ଅଧିକାଂଶ ଖରାପ ନଜରରୁ ରକ୍ଷାପାଇବା ପାଇଁ କଳା ରଙ୍ଗର ଜିନିଷର ବ୍ୟବହାର କରନ୍ତି, ଯେପରି କଳା ଟିକା ଲଗାଇବା, କିମ୍ବା କଳାଫିତା ବାନ୍ଧିବା ଏହା ଛଡା କଳା ତିଲକ ଲଗାଇବା, ଆପଣଙ୍କୁ କହିଦେବୁ କି ଏମିତି କରିଲେ ଆପଣଙ୍କୁ ଅଧିକା କିଛି କରିବାର ଆବଶ୍ୟକତା ପଡିବ ନାହିଁ , କିମ୍ବା ଅଧିକା ଚିନ୍ତା କରିବାକୁ ପଡିବନାହିଁ, ଆପଣଙ୍କୁ ସେହି ଫିତାକୁ କେଉଁ ମଙ୍ଗଳବାର କିମ୍ବା ଶନିବାର ଦିନ ସଂନ୍ଧ୍ୟାକୁ ନେଇକରି ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ମନ୍ଦିରକୁ ନେଇଯିବାର ଅଛି ।
କହିଦେବୁ କି ଏହି ଫିତାର ଛୋଟ ଛୋଟ ନଅଟି ଗଣ୍ଠି ପକାଇଦେବାର ଅଛି , ଓ ଏହା ସହ୍ ହନୁମାନଙ୍କ ପାଦରେ ସିନ୍ଦୁର ଲଗାଇଦେବାର ଅଛି ଏହାପରେ ଆପଣଙ୍କୁ ଏତିକି କରିବାର ଅଛି କି ଏହି ଫିତାକୁ ନିଜ ଘରର ମୁଖ୍ୟ ଦ୍ୱାରରେ ବାନ୍ଧିନେବାର ଅଛି, ଓ ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ନେଇକରି ଆସିବ, ଓ ଧନ୍ ଲାଭ ପାଇଁ ଆପଣ ଚାହିଁଲେ ଏହି କଳାଫିତାକୁ ନିଜ ଘରର ସିନ୍ଦୁକରେ ବାନ୍ଧିପାରିବେ