December 24, 2024

Odia Express

Leading Odia News Portal of Odisha

ଗଞ୍ଜାପଣରୁ ଯଦି ଚାହୁଁଛନ୍ତି ରକ୍ଷା ତେବେ ଆଜିଠାରୁ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ଗୋଟେ ଜିନିଷ – ଆଉ ଜମା ଚୁଟି ଝଡ଼ିବ ନାହିଁ..

ସବୁ ମଣିଷର ଜୀବନରେ କିଛି ନା କିଛି ଜିନିଷ ନିଶ୍ଚିତ ହୋଇଥାଏ , ଯାହା ସେ ବହୁତ ଅଧିକା ଭଲ ପାଏ , ସେ ଜିନିଷ ତାହାର ଅନମୋଲ୍ ଗ୍ୟାଜେଟ୍ ହୋଇପାରେ କିମ୍ବା ତାର ବାଇକ୍ କିମ୍ବା କାର୍ କିମ୍ବା ତାର ପାର୍ଟନର କିନ୍ତୁ ଏହି ସବୁ ଜିନିଷ ଛଡା ସବୁ ମଣିଷର ଆଉ ଏକ ଜିନିଷ ବହୁତ ଅଧିକା ଭଲ ପାଇଥାଏ । ସେ ହେଲା ତାର ବାଳ, ଆପଣଙ୍କୁ କହିଦେବୁ କି ତାର ବାଳ ତାହା ପାଇଁ ସବୁଠାରୁ ଅଧିକା ଅମୁଲ୍ୟ ହୋଇଥାଏ , ଯଦି ଆପଣଙ୍କ ମୁଣ୍ତର ବାଳ ଗାୟବ ହୋଇଯାଏ କିମ୍ବା ଅଧା ବଞ୍ଚିଥିବା ବାଳ ରହିଯାଏ , ତେବେ ଆପଣଙ୍କ ସୁନ୍ଦରତା କିମ୍ବା ଏମିତି କହିନିଅନ୍ତୁ ବ୍ୟକ୍ତିତ୍ୱ ଖରାପ ହୋଇଯାଏ , ଆପଣ ସମାଜରେ ଏକ ଅଲଗା ନଜରିଆରେ ଦେଖାଯିବାକୁ ଲାଗନ୍ତି, ବାଳ ନହେବା ମତଲବ ଆପଣ ନିଜର ଆତ୍ମବିଶ୍ୱାସର କମି ହେବା , ଯାହାର କାରଣରୁ ଆପଣ ନିଜକୁ ନିନ୍ଦିଥାନ୍ତି , ସମସ୍ତଙ୍କ ସହ ଏମିତି ହୋଇନଥାଏ କିନ୍ତୁ ୭୦ ପ୍ରତିଶତ ଅଧିକା ଲୋକଙ୍କର ଏହି କାହାଣୀ ଅଛି ।

ଯଦି ଆପଣ ନିଜ ବାଳକୁ ସେତେ ଭଲ ପାଉଛନି କିମ୍ବା ଚାହୁଁଛନ୍ତି କି ଆପଣ କେବେ ଗଞ୍ଜା ନହୁଅନ୍ତୁ , ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଯଦି ଆପଣ ନିୟମରେ ସବୁଦିନ ଖାଆନ୍ତି ତେବେ ନିଶ୍ଚିତ ରୁପରେ ଆପଣଙ୍କ ବାଳ ଝଡିବା ଅଟକିଯିବ , ଓ ନୁଆ ବାଳ ଆସିବାକୁ ଲାଗିବ , ଏହା ଛଡା ଆପଣଙ୍କୁ କହିଦେବୁ କି ଏହି ଜିନିଷକୁ ଖାଇଲେ ଏକ ଫାଈଦା ହୋଇଥାଏ କି ଆପଣଙ୍କ ବାଳ ଯଦି ଧଳା ହୋଇଯାଏ , ତେବେ ଏହାର ସେବନରେଆଉଥରେ କଳାବାଳ ହୋଇଯିବ,  ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ଯାହା ଆଜିର ସମୟରେ ନା କେବଳ ଆପଣଙ୍କ ବରଂ ଆପଣଙ୍କ ପରି ଅନ୍ୟ ଲୋକଙ୍କର ସମସ୍ୟାର ସମାଧାନ କରିପାରିବ ।

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଏହି ସେହି ଜିନିଷ ଯାହା ଆପଣଙ୍କୁ ଅଧିକା ପଇସା ଖର୍ଚ୍ଚ୍ କରିବାକୁ ପଡିବ ନାହିଁ , ଯାହା ପ୍ରାୟ ଗଞ୍ଜାପଣର ଚିକିତ୍ସା ପାଇଁ କରିବାକୁ ପଡିଥାଏ,  ଓ ନା ହିଁ ଆପଣଙ୍କୁ କେଉଁଆଡେ ବୁଲିବାକୁ ପଡିବ,  ଅସଲରେ ଆମେ କଥା ହେଉଛୁ ଅଁଳାର , ହଁ ଅଁଳା ସାଧାରଣତଃ ସବୁ ଜାଗାରେ ମିଳିଯାଏ , ଓ ଏହା କମ୍ ଦାମରେ ବି ଉପଲ୍ଲବ୍ଧ ହୋଇଯାଏ , ଆପଣଙ୍କୁ କହିଦେବୁ କି ଏହି କଥା ଆଜି ଠାରୁ ନୁହେଁ ବରଂ ବହୁତ ପ୍ରାଚୀନ ବର୍ଷରୁ କୁହାଯାଇଛି , ଅଁଳାର ବ୍ୟବହାର କରିବା ଉଚିତ୍ , ଏହା ଆପଣଙ୍କ ବାଳକୁ ମଜବୁତ୍ କରିବା ସହ ଆପଣଙ୍କ ଆଖିର ରଶ୍ମୀ ବହୁତ ତେଜ୍ କରିଥାଏ , ଯଦି ଆପଣ ଅଁଳା ଖାଉଛନ୍ତି ତ ।

କୁହାଯାଏ କି ଅଁଳାକୁ ଯଦି ଆପଣ କଞ୍ଚା ଖାଉଛନ୍ତି ତେବେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିପାରିବ , କିନ୍ତୁ ଏହା ସତ କି କଞ୍ଚା ଅଁଳା ଖାଇବା ସମସ୍ତଙ୍କ ପାଇଁ ସଂମ୍ଭବ ହୋଇନଥାଏ,  ସେମିତି ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ , ଆପଣଙ୍କୁ କହିଦେବୁ କି ଆପଣ ଚାହିଁଲେ ଅଁଳାର ଆଚାର କରି ଖାଇପାରିବେ , ଏମିତିରେ ଆପଣଙ୍କୁ ଏତିକି ଲାଭ ମିଳିବ , ଯେତେ କଞ୍ଚା ଖାଇଲେ , ଆଚାର ବନାଇକରି ଖାଇଲେ ଏଥିରେ ଅଲଗା ସ୍ୱାଦ ମିଳିଥାଏ , ଓ ଫାଇଦା ବି ସେତିକି ମିଳିଥାଏ,  ଆପଣଙ୍କୁ ଜଣାଇଦେବୁ କି ଯଦି ଆପଣ ନିୟମିତ ରୁପରେ ଖାଲି ପେଟରେ ଗୋଟେ ଅଁଳା ଆଚାର ଖାଇବା ଆରମ୍ଭ କରିଦିଅନ୍ତି ତେବେ କିଛି ହିଁ ଦିନରେ ଆପଣଙ୍କ ବାଳ ପୁର୍ବ ଅପେକ୍ଷା ବହୁତ କମ୍ ଝଡିବାକୁ ଲାଗିବ

Leave a Reply

Your email address will not be published. Required fields are marked *