ତେବେ ଏହି କାରଣ ପାଇଁ ସମସ୍ତେ ଏହି ରାଶିର ଲୋକଙ୍କ ସହ ବନ୍ଧୁତା କରିବାକୁ ଚାହଁନ୍ତି – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି..
ଆପଣ ଏହି କଥାକୁ ନିଶ୍ଚିତ ଧ୍ୟାନ ଦେଇଥିବେ କି ଆପଣ ଯେବେ ଏହି ଦୁନିଆଁ ସମାଜରେ ଆସନ୍ତି ତେବେ ଆପଣଙ୍କ କିଏ ନା କିଏ ବନ୍ଧୁ ନିଶ୍ଚିତ ହୋଇଯାଆନ୍ତି , ଓ ଏହି ସିଲସିଲା ଶେଷ ନିଶ୍ୱାସ ଯାଏଁ ଚାଲିଥାଏ , କେବେ କେବେ ଛୁଆବେଳରୁ ଯୋଡି ହୋଇଥିବା ବନ୍ଧୁ ଆପଣଙ୍କ ପୁରା ସାଥ୍ ପୁରା ଜୀବନ ସହ ଯୋଡି ହୋଇରୁହନ୍ତି , ଓ କେବେ କେବେ ନୁଆ ବନ୍ଧୁ ବି ମିଳିଯାଆନ୍ତି , ଓ ପୁରୁଣା କେଉଁ ଆଡେ ହଜିଯାଆନ୍ତି , କହିଦେବୁ କି ବନ୍ଧୁତା ଏମିତି ଏକ ଜିନିଷ ଅଟେ ଯାହା କାହାର ଲାଇଫ୍ ରେ ବହୁତ ସହଜରେ ଓ ଆନନ୍ଦମୟ ବନାଇଦେଇଥାଏ , ଆପଣ ସେମିତି ଚାହିଁଲେ କେଉଁଠିକୁ ବୁଲିବାକୁ ଯାଆନ୍ତୁ , କିମ୍ବା ମସ୍ତି ମଜାକ୍ କରିବାର ଥିବ କିମ୍ବା ଦୁଃଖର ସମୟରେ ଯେବେ କାହାର ଉପରେ କାନ୍ଧ ରଖିବାକୁ ପଡିଥାଏ , ତେବେ ସେହି ସମୟରେ ଏକ ବନ୍ଧୁ ହିଁସାହାରା ହୋଇ ଠିଆ ହୁଏ ।
ପ୍ରେମ ହେଉ କିମ୍ବା ବିବାହ ଏମିତି ହୋଇପାରେ କି ଥରେ କେଉଁ କାରଣରୁ ଭାଙ୍ଗିଗଲେ ତେବେ ଆଉଥରେ ଯୋଡିପାରିବା ବହୁତ ମୁସକିଲ୍ ହୋଇଯାଏ , ଆମେ କଥା କରିବା ବନ୍ଧୁତା ଏମିତି ଏକ ଜିନିଷ ଅଟେ ଯାହା ବର୍ଷ ବର୍ଷ ଧରି ଚାଲିଥାଏ , ଓ ଏହି କାରଣରୁ ସମସ୍ତେ ନିଜ ଜୀବନରେ ବନ୍ଧ୍ ନିଶ୍ଚିତ କରିବା ଉଚିତ୍ , କାରଣ ଏମିତି ମଉକା ହୋଇଥାଏ , ଯେଉଁଠି କେବଳ ଓ କେବଳ ବନ୍ଧୁତା ହିଁ ଆପଣଙ୍କ କାମ ଆସିଥାଏ , ବହୁତଥର ଆପଣ ଦେଖିଥିବେ କି ଯେବେ ବନ୍ଧୁତା କରିବାର କଥା ଆସେ ତେବେ ବହୁତଥର ଆଗକୁ ବଢିକରି ବନ୍ଧୁତାର ହାତ୍ ବଢାନ୍ତି, ଯେବେ କି ବହୁତଥର ଲୋକ ନିଜେ ହିଁ ଆସିକରି ବନ୍ଧୁତା କରିବାକୁ ଚାହଁନ୍ତି , ଅସଲରେ ଏହି ଲୋକଙ୍କର ଏମିତି କିଛି ଗୁଣ ଥାଏ ଯାହାକୁ ନେଇ ଭଲ ବନ୍ଧୁ ହୋଇଥାନ୍ତି , ଓ ସେହି ଗୁଣ କାରଣରୁ ଲୋକେ ତାଙ୍କୁ ବନ୍ଧୁତା କରିବାକୁ ଆଗ୍ରହ କରନ୍ତି , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଏମିତି କିଛି ରାଶିଗୁଡିକ ଯାହା ବହୁତ ଭଲ ଓ ସଚ୍ଚା ବନ୍ଧୁତା ବୋଲି ଜଣାଯାଆନ୍ତି ।
ଯଦି ଆମେ କଥା ହେବା ବୃଷ ରାଶିଙ୍କର ବିଷୟରେ ତେବେ କହିବାକୁ ଚାହିଁବୁ କି ଏହି ରାଶିର ଲୋକେ ନିଜ ବନ୍ଧୁଙ୍କୁ ନେଇକରି ବହୁତ ପ୍ରୋଟେକ୍ଟିଭ୍ ରହିଥାନ୍ତି , ଏମିତି ଦେଖାଯାଇଛି କି ଯେବେ କାହାକୁ ସେମାନେ ସାଙ୍ଗ ବନାଇଦିଅନ୍ତି ତେବେ କେଉଁ ବି ପରିସ୍ଥିତି ହେଉ କେବେ ସାଥି ଛାଡନ୍ତି ନାହିଁ , ଏମିତି ଦେଖାଯାଇଛି କି ଯଦି କିଏ ଏମାନଙ୍କ ମଜାକ୍ ଉଡାଇଥାଏ ତେବେ ସେ ନିଜ ବନ୍ଧୁର ମଜାକ୍ ର ବଦଲା ନେବାକୁ କେବେ ଡରନ୍ତି ନାହିଁ ।
ସେମିତି କଥା ହେବା ଯଦି କନ୍ୟା ରାଶିର ଲୋକଙ୍କର ବିଷୟରେ ତେବେ ଆମେ କହିବାକୁ ଚାହିଁବୁ କି ଏହି ରାଶିର୍ ଲୋକେ ଅଧିକା ମିଳାମିଶା ହୋଇଥାନ୍ତି , ଓ ଏମାନେ ଅଜଣା ଲୋକଙ୍କ ସହ ବହୁତ ଜଲଦି ମିଶିଯାଆନ୍ତି , ଦେଖିବାକୁ ଗଲେ ଏହି ଗୁଣ କୁ ନେଇ ବହୁତ ସାରା ବନ୍ଧୁ ବନାଇନିଅନ୍ତି , ଆପଣଙ୍କୁ କହିଦେବୁ କି ଏହି ରାଶିର ଲୋକଙ୍କ ମନ ସବୁବେଳେ ସଫା ରହିଥା୍ଏ , ଓ କେବେ ନିଜ ବନ୍ଧୁଙ୍କୁ ଖରାପ ଚିନ୍ତା କରନ୍ତି ନାହିଁ । ଓ ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ , ଯାହାର କାରଣରୁ ଏମାନେ ନିଜ ବନ୍ଧୁଙ୍କ ଭୁଲ୍ ବି ଅଧିକାଂଶ ସମୟରେ କ୍ଷମା କରିଦିଅନ୍ତି