ଏହି ଚମତ୍କାରୀ ପ୍ରକିୟା କୁ ଆପଣାଇବା ପରେ ଜୀବନରେ କେବେ ପଡିବ ନାହିଁ ହାର୍ଟ ଆଟାକ୍..
ଆଜିକାଲି କର୍ମବ୍ୟସ୍ତତା ଭରା ଜୀବନ ମଧ୍ୟରେ ବହୁତ ଲୋକ ଭିନ୍ନ ଭିନ୍ନ ପ୍ରକାରର ରୋଗର ବିପଦ ବଢିବାକୁ ଯାଉଛି, ଖାସ୍ କରି ହୃଦଘାତ କଥା କହିଲେ ଏହାର ସଂମ୍ଭାବନା ଅଧିକା ବଢିଯାଉଛି , ହୃଦୟ ଶରୀରରେ ସବୁଠାରୁ କୋମଳ ଅଙ୍ଗ ହୋଇଥାଏ , ଯାହାକୁ କେଉଁ ଜିନିଷ ସହଜରେ କ୍ଷତି ପହଞ୍ଚାଇପାରେ । ସୁଚେଇ ଦେବୁ କି ହାର୍ଟ ଆଟାକ୍ ରୁ ବଞ୍ଚିବାରୁ ନେଇକରି ନାନାପ୍ରକାର ମେସେଜ୍ ସୋସିଆଲ୍ ମିଡିଆରେ ଆସିଥାଏ , କିନ୍ତୁ ଜରୁରୀ ନୁହେଁ କି ସବୁ ତରିକା ସଠିକ୍ ହୋଇଥିବ ଏଥିରେ କିଛି ଭୁଲ୍ ବି ପ୍ରମାଣିତ ହୋଇଥାଏ , ବହୁତଥର ଦେଖାଯାଏ କି ଅଧିକାଂଶ ଲୋକ ହୃଦଘାତ ସମୟରେ ଏକେଲା ରୁହନ୍ତି , ବିନା କାହାର ସାହାଯ୍ୟରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ , ସେ ବେହୋସ୍ ହେବାକୁ ଲାଗନ୍ତି , ଓ ତାଙ୍କ ପାଖରେ ଅସୁବିଧା ସମୟରେ ୧୦ ସେକେଣ୍ତ ହୋଇଥାଏ , ଏମିତିରେ ତାଙ୍କ ଜୀବନ ବଞ୍ଚିବାର ଆଶଙ୍କା ବହୁତ୍ କମ୍ ହୋଇଯାଏ ।
ହୃଦୟ ଜନିତ ରୋଗରୁ ହେଉଥିବା ମୃତ୍ୟୁ ସବୁ ଛଅଟି ମାମଲାରୁ ଗୋଟେ ଲୋକ ପ୍ରାରମ୍ଭିକ ଚେତାବନୀ ଉପରେ ନଜର ପକାଇବା ଭୁଲି ଯାଆନ୍ତି , ହୃଦଘାତ ଆସିବାର କାରଣ ହୋଇଥାଏ କି ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ୍ ମାତ୍ରା ଅଧିକା ହୋଇଯାଇଛି, ଯାହାର କାରଣରୁ ଆପଣଙ୍କ ଶୀରାରେ ବ୍ଲକେଜ୍ ହେବାକୁ ଲାଗେ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବାକୁ ଯାଉଛୁ ଯାହା ଶୀରାର ବ୍ଲକେଜ୍ କୁ ଖୋଲିବାରେ ସାହାଯ୍ୟ କରିବ , ଯଦି ଆପଣ ଏହି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ ।
ସାମଗ୍ରୀ –ପିଆଜର ରସ ଓ ମହୁ
ବନାଇବାର ତରିକା- ଏକ ମଧ୍ୟମ ଆକାରର ପିଆଜର ଚୋପା ଛଡାଇକରି ତାକୁ ପେଷିଦିଅନ୍ତୁ , ଓ ତାକୁ ଛଣା ମାଧ୍ୟମରେ ଛାଣିନିଅନ୍ତୁ , ଓ ତାହାର ରସ ବାହାର କରିଦିଅନ୍ତୁ ଏବେ ସେଥିରେ ଗୋଟେ ଚାମଚ ମହୁ ମିଶାଇଦିଅନ୍ତୁ , ଏହାକୁ ଭଲରେ ମିଶାଇକରି ସେବନ କରିଲେ ବ୍ଲକେଜ୍ ଶୀରାକୁ ଖୋଲିଥାଏ , ତାହା ସହ୍ ଆଉଥରେ ବ୍ଲେକେଜ୍ ହେବାରୁ ରୋକିଥାଏ, ଏହାର ସେବନରେ ଏକ ଫାଇଦା ହୋଇଥାଏ , ଏହି କୋଲେଷ୍ଟ୍ରୋଲ୍ ହେବାର ଜମିବାରୁ ରୋକିଥାଏ , ଏହାକୁ ମାସ ସାରା ସେବନ କରିଲେ ଫାଈଦା ନଜର ଆସିଥାଏ
ସେମିତି ଏହାର ସେବନ ଅଧଘଣ୍ଟା ପୁର୍ବରୁ କିମ୍ବା ପରେ କିଛି ନ ଖାଆନ୍ତୁ , ଏହା ପୁରା ପ୍ରଭାବ ପକାଇବ, କୋଲେଷ୍ଟ୍ରୋଲ୍ ଜଲଦି କମ୍ ହେବାପାଇଁ ଭଜା ହୋଇଥିବା ଜିନିଷ ଅଧିକା ଖାଆନ୍ତୁ ନାହିଁ , ସେମିତି ଆପଣଙ୍କୁ ଓଜନ ଅଧିକା ଅଛି ଯଦି କମ୍ କରିବା ଉଚିତ୍ , ଓ ତା ସହ ଯଦି କିଏ ସ୍ମୋକିଙ୍ଗ୍ ଅଭ୍ୟାସ ରଖନ୍ତି ତେବେ ଧୀରେ ଧୀର୍ କମ୍ କରି ଛାଡିଦେବା ଉଚିତ୍, ଯେଉଁ ଲୋକ ସ୍ମୋକ୍ କରନ୍ତି ନାହିଁ , ଏହାର ଧୁଆଁରୁ ଦୁରେଇ ରୁହନ୍ତୁ ।