December 24, 2024

Odia Express

Leading Odia News Portal of Odisha

ସବୁଦିନ କେବଳ ୧୦ ସେକେଣ୍ତ ପାଇଁ ବୁଲାନ୍ତୁ ଆପଣଙ୍କର ଜିଭ , ଓ ଦେଖନ୍ତୁ ଚମତ୍କାରୀକ ଫାଇଦା

ଆପଣଙ୍କୁ ଏହି କଥା ଶୁଣିବାକୁ ଟିକିଏ ଅଜବ ଲାଗୁଥିବ , କିନ୍ତୁ ବୈଜ୍ଞାନିକ ଆଧାରରେ କୁହାଯାଇଛି କି ଯଦି ଲୋକେ ସବୁଦିନ କେବଲ ୧୦ ସେକେଣ୍ତ୍ ପାଇଁ ନିଜ ଜିଭକୁ ବୁଲାଇବେ,  ତେବେ ଏଥିରେ ଚମତ୍କାରୀକ ଫାଇଦା ହୋଇଥାଏ,  ଆପଣ ବହୁତ ସାରା ରୋଗରୁ ବିକାରରୁ ଦୁର କରିବାପାଇଁ ଏକ୍ୟୁପ୍ରେସର ନାଁ ତ ଶୁଣିଥିବେ,  ଜିଭ ବୁଲାଇବା ଏହି ପ୍ରକାର କାମ କରିଥାଏ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଜିଭ ବୁଲାଇବାରେ ଚମତ୍କାରିକ ଫାଈଦା ବିଷୟରେ , ଯାହ୍ ମଣିଷ ପାଇଁ ବହୁତ ଫାଈଦାଦାୟକ ପ୍ରମାଣିତ ହୋଇଥାଏ ।ଲୋକେ ନିଜ ଦିନର ଆରମ୍ଭ ସବୁଠାରୁ ପ୍ରଥମେ ନିଜ ଶରୀରର ସଫାସଫି ରୁ କରିଥାନ୍ତି , ସବୁଠାରୁ ପ୍ରଥମେ ଆରମ୍ଭ ହୋଇଥାଏ , ବ୍ରଶ୍ କରିବା ମାନେ ସକାଳୁ ମୁହଁର ସଫାଇ, ଶରିରର୍ ଅନ୍ୟ ଭାଗ ତୁଳନାରେ ଲୋକେ ଜିଭକୁ କମ୍ ଧ୍ୟାନ ଦିଅନ୍ତି

ଯେବେ ଶରିରର ବାକି ଅଙ୍ଗ ପରି ଜିଭର ସଫା କରିବା ସେତିକି ମହତ୍ତ୍ୱ ରଖିଥାଏ , ଯେତେ ଦାନ୍ତର ସଫାସଫି, ଜିଭ ନା କେବଳ ଆପଣଙ୍କୁ ସବୁ ଜିନିଷର ସ୍ୱାଦଦେଇଥାଏ, ବର୍ଂ ଏହାକୁ ସଫା ରଖିଲେ ଶରିରରେ ନାନାପ୍ରକାର ବିକାରରୁ ମୁକ୍ତି ମିଳିଥାଏ,  ଏଥିପାଇଁ ଜୀଭକୁ ୧୦ ସେକେଣ୍ତ ସମୟ ଦେଲେ ବହୁତ ସାରା ରୋଗରୁ ମୁକ୍ତି ମିଳିପାରିବ , ସବୁଦିନ ବ୍ରଶ୍ କରିଲାପରେ ୧୦ ସେକେଣ୍ଟ ପାଇଁ ନିଜ ଜୀଭ ବାହାର କରି ବୁଲାନ୍ତୁ, ଓ ଏଥିରୁ ମିଳୁଥିବା ଫାଇଦାର ଲାଭ ଉଠାନ୍ତୁ ।

ଆପଣଙ୍କୁ କହିଦେବୁ କି ସବୁଦିନ କେବଳ ୧୦ ସେକେଣ୍ତ ପାଇଂ ଜିଭ ବୁଲାଇଲେ ଏହା ଏକ୍ସରସାଇଜ୍ ପରି କାମ କରିଥାଏ , ଓ ଏହା ଦ୍ୱାର୍ ଭୁଲିବାର ରୋଗ ଶେଷ ହୋଇଯାଏ , ଓ ଏହା ସହ ସବୁ ଦିନ କେବଳ ଏହି ଏକ୍ସରସାଇଜ୍ କରିବେ ତେବେ ବ୍ଲଡ୍ ପ୍ରେସର୍ ପିଡିତ ବ୍ୟକ୍ତିଙ୍କୁ ଫାଇଦା ପହଞ୍ଚିଥାଏ,  ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ରେ ରହିଥାଏ, ଓ କେଉଁ ଅନ୍ୟ ପ୍ରକାରର ଅସୁବିଧା ହୁଏ ନାହିଁ , ଏହା ଛଡା ଯଦି ଆସ୍ଥମାର ରୋଗୀ ଏହି ପ୍ରକିୟାକୁ ସବୁଦିନ କରିବେ ତେବେ କିଛି ଦିନରେ ଆସ୍ତମାର ରୋଗରୁ ମୁକ୍ତି ମିଳିଯିବ

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଶରୀର ବାକି ଭାଗର ତାର୍ ବି ଜୀଭ ସହ ଯୋଡି ହୋଇଛନ୍ତି , ଏଥିପାଇଁ ସବୁଦିନ ସକାଳେ ଏହି ପ୍ରକିୟା କରିଲେ ଶରୀରରେ ଅନ୍ୟ ରୋଗଗୁଡିକରୁ ମୁକ୍ତି ମିଳିଥାଏ,  ଓ ମଣିଷ ସବୁବେଳେ ସୁସ୍ଥ୍ୟ ରହିଥାଏ । ଏଥିପାଇଂ ଆମର ଏହା ଉପଦେଶ ରହିବ କି ଏହି ଏକ୍ସରସାଇଜ୍ ସବୁଦିନ କମ୍ ସେ କମ୍ ୧୦ ସେକେଣ୍ତ୍ ପାଇଁ ନିଶ୍ଚିତ କରନ୍ତୁ

Leave a Reply

Your email address will not be published. Required fields are marked *