December 24, 2024

Odia Express

Leading Odia News Portal of Odisha

ଯେବେ କେଉଁ ଝିଅ ଆପଣଙ୍କୁ ପଚାରେ ଏହି ୩ ଟି ପ୍ରଶ୍ନ ! ତ ସବୁବେଳେ ନା ରେ ଦିଅନ୍ତୁ ଜବାବ୍ , ନହେଲେ ଜୀବନ ହୋଇଯିବ ନର୍କ

ଏଥିରେ କୌଣସି ସନ୍ଦେହ ନାହିଁ କି ସବୁ ମଣିଷଙ୍କୁ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ ହୋଇଥାଏ,  ଏମିତିରେ ପୁଅ ହେଉ କିମ୍ବା ଝିଅ କିନ୍ତୁ ନିଜ ପ୍ରଶଂସା ଶୁଣିକରି ସମସ୍ତଙ୍କ ଚେହେରାରେ ଏକ ଅଲଗା ପ୍ରକାରର ଖୁସି ଆସିଯାଏ , ହଁ ଆଜ୍ଞା ଏହି ଦୁନିଆଁରେ ଏମିତି କି ଥିବ ଯାହାକୁ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ ଲାଗୁନଥିବ , ସେମିତି ଝିଅଙ୍କର୍ କଥା କହିଲେ ତାଙ୍କୁ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ , ଖାସ୍ କରି ଯେବେ ଝିଅଙ୍କୁ ନିଜ ବୟଫ୍ରେଣ୍ତ କିମ୍ବା ତାଙ୍କ ସ୍ୱାମୀଙ୍କର୍ ପ୍ରଶଂସା ଶୁଣିବାକୁ ମିଳେ , ତାଙ୍କୁ ବହୁତ ଭଲ ଲାଗେ,  ଏହା ଛଡା ଯଦି ଝିଅର ସ୍ୱାମୀ କିମ୍ବା ବୟଫ୍ରେଣ୍ତ ତାର ପ୍ରଶଂସା କରେ ନାହିଁ ତେବେ ଝିଅ ବୁଲାଇ କରି ପ୍ରଶ୍ନ ପଚାରନ୍ତି , ଓ ଯାହାର ଜବାବ୍ ଦେବାକୁ ପଡିଥାଏ,  ମାନେ ସତ୍ ବାହାର୍ କରିବାକୁ କିଛି ରାସ୍ତା ସେମାନେ ଖୋଜିଥାନ୍ତି । ଏମିତିରେ ଯଦି ଝିଅର ସ୍ୱାମୀ କିମ୍ବା ବୟଫ୍ରେଣ୍ତ ତାର ସତ ଓ ସଠିକ୍ ଜବାବ୍ ଦେଇଥାଏ ତେବେ ଝିଅ ବହୁତ ଖୁସି ହୋଇଯାଏ , ଯେପରି ସବୁଥର ଝିଅ ହଁରେ ହଁ ମିଶାଇବାରେ ବି ସେ ଚିଡିଯାଏ , ଏଥିପାଇଁ ଆପଣଙ୍କୁ ସବୁବେଳେ ସତ କହିବା ଉଚିତ୍ , ଏହି ପୁଅଙ୍କ ପାଇଁ ଭାବିବାର କଥା ଅଟେ କି ସେ ଝିଅର କେଉଁ ପ୍ରଶ୍ନର ଉତ୍ତର ନଦେବେ , ଯାହାଦ୍ୱାରା ଝିଅଙ୍କୁ ଖରାପ ନଲାଗୁ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ସହ ଜଣାଇବାକୁ ଚାହୁଁଛୁ ଯାହାର ଜବାବ୍ ଶୁଣିବାକୁ ଝିଅମାନେ ଶୁଣିବାକୁ ପସନ୍ଦ କରନ୍ତି , ତେବେ ଆସନ୍ତୁ ବିସ୍ତାରରେ ଜାଣିବା ।

ପ୍ରଥମ ପ୍ରଶ୍ନ- ଯଦି କେଉଁ ଝିଅ ଆପଣଙ୍କୁ ପଚାରେ କି ମୁଁ ମୋଟି ଲାଗୁଛି କି ତେବେ ଏହା ତ ସମସ୍ତେ ଜାଣିଛନ୍ତି କି ଯଦି ଏହି ପ୍ରଶ୍ନର ଉତ୍ତର ହଁରେ ଦେଲେ ତେବେ ଝିଅଙ୍କୁ କେତେ ଖରାପ ଲାଗିବ,  ଅଧିକାଂଶ ମହିଳା ନିଜ ପାର୍ଟନରଙ୍କୁ ଏହି ପ୍ରଶ୍ନ ପଚାରନ୍ତି , ମହିଳାଙ୍କ ଲୁକ୍ କୁ ନେଇକରି ଚିନ୍ତିତ ରୁହନ୍ତି , ଯାହାକୁ ନେଇ ସେ ଏହି ପ୍ରଶ୍ନ ପଚାରିକରି ପୁଅମାନଙ୍କୁ ଚିନ୍ତାରେ ପକାଇଦିଅନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଏହି ପ୍ରଶ୍ନରୁ ବଞ୍ଚିବାପାଇଁ ଆପଣ ତାଙ୍କୁ ନା ରେ ଉତ୍ତର ଦେବା ଉଚିତ୍ ।

ସେମିତି ପାର୍ଟନରର ଓଜନ ଅଧିକା ହେଉ କିନ୍ତୁ କେବେ ତାଙ୍କୁ ହଁ କହିବେ ନାହିଁ, ଏହା ଛଡା ଯଦି କେଉଁ ଡ୍ରେସ୍ ରେ ସେ ଭଲ ଲାଗୁନାହାନ୍ତି ତେବେ ଆପଣଙ୍କୁ ତାଙ୍କର ପ୍ରଶଂସା କରିବାରେ ଭୁଲିବେ ନାହିଁ , ବାସ୍ତବରେ ସେ କେଉଁ ଡ୍ରେସ୍ ରେ ଭଲ ଲାଗୁନାହାନ୍ତି ତେବେ ଏମିତି କିଛି କହିବେ ଯାହା ତାଙ୍କୁ ଖରାପ ନ ଲାଗିବ ଓ ସେ ବୁଝିବି ପାରିବେ ।

ଦ୍ୱିତୀୟ ପ୍ରଶ୍ନ- କଣ ମୋର ସାଙ୍ଗ ମୋ ଠାରୁ ଅଧିକା ସୁନ୍ଦରୀ ଅଟେ?  ହଁ ନାହିଁ ର ଏହି ପ୍ରଶ୍ନ ଆମେ ଆପଣଙ୍କୁ ପଚାରୁନାହୁଁ,  ବରଂ ଏହି ପ୍ରଶ୍ନ ଯାହାକୁ ଝିଅ ହତିଆର୍ ପରି ବ୍ୟବହାର କରନ୍ତି , ଏମିତି ପ୍ରଶ୍ନ କରି ସେ ପୁଅଙ୍କ ଠାରୁ ପ୍ରଶଂସା ଶୁଣିବାକୁ ଆଗ୍ରହୀ ରୁହନ୍ତି , ଏବେ ଜାହିର୍  କଥା କି ନିଜ ପାର୍ଟନରର ଫ୍ରେଣ୍ତ ଅଧିକା ସୁନ୍ଦର ହୋଇଥାଉ, କିନ୍ତୁ ଏହାର ଜବାବ୍ ନ ହେବା ଉଚିତ୍ , ହଁ ଆଜ୍ଞା ଏହି ପ୍ରଶ୍ନର ଉତ୍ତର ଯଦି ହଁରେ ଦେଲେ ତେବେ ଆପଣଙ୍କ ପାର୍ଟନରଙ୍କୁ ଖରାପ୍ ଲାଗିପାରେ , ଏଥିପାଇଁ ଏହି କଥାକୁ ଧ୍ୟାନରେ ରଖିବେ ।

ତୃତୀୟ ପ୍ରଶ୍ନ- ଅଧିକାଂଶ ଝିଅ ଏହି ପ୍ରଶ୍ନ ବହୁତଥର୍ ପଚାରିଥାନ୍ତି ପ୍ରଶ୍ନଟି ହେଲା କଣ ମୁଁ ତୁମକୁ ଅଧିକା ହଇରାଣ କରୁଛି କି ? ଏବେ ଏହି ପ୍ରଶ୍ନ ବି ଆପଣଙ୍କୁ ଆମେ ପଚାରୁନାହୁଁ,  ବରଂ କିଛି ଝିଅ ନିଜ ପାର୍ଟନରଙ୍କୁ ପଚାରିଥାନ୍ତି , ଯଦି କେଉଁ ଝିଅ ଏହି ପ୍ରଶ୍ନ ଆପଣଙ୍କୁ ପଚାରେ ତେବେ ବୁଝିଯିବେ କି ସେ ଜାଣିବାକୁ ଚାହେଁକି ଆପଣ ତାଙ୍କ ସହ ସମୟ ବିତାଇବା ଭଲ ଲାଗେ କି ନାହିଁ ଓ ତାଙ୍କର୍ ସ୍ୱଭାବ କିପରି ଲାଗେ ଆପଣଙ୍କୁ,  ଏମିତିରେ ଆପଣଙ୍କ ପାର୍ଟନର ଆପଣଙ୍କୁ କେତେ ବି ହଇରାଣ କରୁ ନା କାହିଁକି, କିନ୍ତୁ ତାଙ୍କ ମନ ରଖିବାପାଇଁ ଆପଣଙ୍କୁ ଏହାର ଉତ୍ତର ନାହିଁ ରେ ଦେବା ଉଚିତ୍ ।

ଏମିତିରେ ଆପଣ ସିଧା ସିଧା କହିବା ପରିବର୍ତ୍ତେ ଆପଣ ତାଙ୍କୁ ପ୍ରେମରେ କହିପାରିବେ,  ହଁ ତାଙ୍କୁ ଏହିଭଳି ବୁଝାନ୍ତୁ ଯାହାଦ୍ୱାରା ତାଙ୍କ ମନକୁ ଆଘାତ ନହେଉ ଓ କଥା ବି ଠିକ୍ ଲାଗୁ, ଏହି ସବୁ କଥାକୁ ପଢିକରି ଆପଣଙ୍କୁ ଲାଗୁଥିବ କି ଆମେ ଆପଣଙ୍କୁ ମିଛ କହୁଛୁ,  ବରଂ ଏମିତି ନୁହେଁ , କେବେ କେବେ ନିଜ ପାର୍ଟନରଙ୍କ ଖୁସି ପାଇଁ ଏତିକି ତ କରିପାରିବେ , ଓ ଏହି ମିଛରୁ ଯଦି କାହାର କ୍ଷତି ନ ହେଉ ସେତିକି ଆମେ ଚାହୁଁ

Leave a Reply

Your email address will not be published. Required fields are marked *