ଜାଣନ୍ତୁ ମଥାର ଆକାର ଖୋଲିଥାଏ ଆପଣଙ୍କ ବ୍ୟକ୍ତିତ୍ୱର ବହୁତ ଛୋଟ ବଡ ରହସ୍ୟ – ଆଜି ହିଁ ଜାଣିନିଅନ୍ତୁ ..
ଏଥିରେ କୌଣସି ସନ୍ଦେହ ନାହିଁ କି ମଣିଷର ଅଭ୍ୟାସ ଅନୁସାରେ ତାର ଶରୀରର ଗଢଣ ବି ବଦଳିଥାଏ , ଓ ମଣିଷର ଶରୀରର ଏହି ଗଢଣ ତାର ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି କହିଥାଏ , ହଁ ଏଥିପାଇଁ ଆପଣ କେଉଁ ବି ବ୍ୟକ୍ତିର ଚେହେରା ଦେଖିକରି ସେହି ବିଷୟରେ ବହୁତ କିଛି ଜାଣିପାରିବେ , ଏବେ ଯଦି ଆପଣ ଜ୍ୟୋତିଷ୍ୟଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି ତେବେ ଆପଣ ବହୁତଥର ଦେଖିଥିବେ କି ଯେବେ ମଣିଷ ନିଜ ଭାଗ୍ୟ ବିଷୟରେ ଜ୍ୟୋତିଷ୍ୟକୁ ପଚାରିଥାଏ ତେବେ ସବୁଠାରୁ ପ୍ରଥମେ ମଥାକୁ ଦେଖିଥାନ୍ତି । କିନ୍ତୁ କଣ କେବେ ଆପଣ ଏହି କଥାକୁ ଧ୍ୟାନ ଦେଇଛନ୍ତି ତେବେ ମଥାକୁ ଦେଖି କେମିତି ମଣିଷର ବିଷୟରେ ଜାଣିପାରିବେ , ଆପଣଙ୍କୁ କହିଦେବୁ କି ଏହା ସଂମ୍ଭବ ଅଟେ , ହଁ ଆଜ୍ଞା, ମଥାକୁ ଦେଖିକରି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଜଣାପଡିଥାଏ , ଏବେ ମିଶାଲ୍ ହିସାବରେ ଯାହାର ମଥା ଗୋଲ୍ ଆକାରର ହୋଇଥାଏ , ସେ ବ୍ୟକ୍ତି ଖୁସିମିଜାଜ ର ହୋଇଥାଏ , ସେମିତି ଆପଣ ବ୍ୟକ୍ତିର ମଥା ଅଲଗା ଅଲଗା ଆକାର ତାହାର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ ।
୧) ଛୋଟ ମଥା- ଏବେ ସବୁଠାରୁ ପ୍ରଥମେ କଥା ହେବା ଯାହାଙ୍କର ଛୋଟ୍ ମଥା ହୋଇଥାଏ , କହିଦେବୁ କି ଛୋଟ ମଥା ବାଲା ଲୋକ ବହୁତ ଭାବୁକ ହୋଇଥାନ୍ତି , ଏହା ଛଡା ଏମାନଙ୍କ ମୁଡ୍ ସବୁବେଳେ ଏକା ସମାନ ରହିନଥାଏ, ଓ ଛୋଟ ଛୋଟ କଥାରେ ନାରାଜ୍ ହୋଇଯାଆନ୍ତି , ଏମିତି ଲୋକ ମନରେ କେଉଁ କଥାକୁ ବେଶୀ ସେୟାର୍ କରନ୍ତି ନାହିଁ , ଓ ଏକେଲା ରହିବାକୁ ପସନ୍ଦ କରନ୍ତି ।
୨) ଚେପେଟା ମଥା- ଏହାକୁ ଇଂରାଜୀରେ ଷ୍ଟ୍ରେଟ୍ ଫୋର୍ ହେଡ୍ ବି କହନ୍ତି , କହିଦେବୁ କି ଏହି ଲୋକ ଇରାଦା ବାଲା ଲୋକ ହୋଇଥାନ୍ତି , ଓ ଅସୁଲ ମାମଲାରେ ବହୁତ ପକ୍କା ହୋଇଥାନ୍ତି , ଜଲଦି ଜଲଦି କାହାକୁ ନିଜର କରନ୍ତି ନାହିଁ , ଏମାନଙ୍କ ହୃଦୟ ଜିଣିପାରିବା ବହୁତ ମୁସକିଲ୍ ହୋଇଥାଏ ।
୩) ବଡ ମଥା- ଯଦି ଆମେ ବଡ ମଥା ବିଷୟରେ କଥା ହେବା ତେବେ ଅଧିକାଂଶ ମହିଳାଙ୍କ ବଡ ମଥା ବାଲା ବାଳକୁ ଲୁଚାଇବାକୁ ଚେଷ୍ଟା କରନ୍ତି , ସେ ନିଜ ବଡ ମଥା ଗର୍ବରେ ଦେଖାଇବା ଉଚିତ୍ , କାରଣ ଏମିତି ଲୋକ ଭାଗ୍ୟ ଯୋଗୁଁ ଧନୀ ହୋଇଥାନ୍ତି , ଏହି ଲୋକ ନା କେବଳ ବୁଦ୍ଧିମାନ ହୋଇଥାନ୍ତି , ବରଂ ଏମାନେ ଫଇସଲା ନେବାରେ ଭଲ କ୍ଷମତା ହୋଇଥାଏ । ଏହା ଛଡା ଏମାନେ କେଉଁ କାମକୁ ସମୟର ପୁର୍ବରୁ ପୁରା କରିବାର ଶକ୍ତି ରଖନ୍ତି ।
୪) ଗୋଲାକାର ମଥା- ଏହାକୁ ଇଂରାଜୀରେ କର୍ବେଡ୍ ମଥା କହନ୍ତି , କହିଦେବୁ କି ଯେଉଁ ଲୋକଙ୍କର ମଥାର ଆକାର ଗୋଲ୍ ହୋଇଥାନ୍ତି , ସେମାନେ ଖୁସି ହୋଇପାରିବେ , ହଁ ଆଜ୍ଞା , ଏଥିପାଇଁ କି କାରଣ ଏହି ଲୋକ ଯେଉଁଆଡେ ବି ଯାଆନ୍ତି ସେପଟେ ଖୁସି ନେଇକରି ଆସନ୍ତି, ଏହା ଛଡା ଏହି ଲୋକ ନିଜ ବୁଦ୍ଧିମାନ ପରିଚୟ ଦେଇ ମୁସକିଲ୍ ପରିସ୍ଥିତିର ସାମ୍ନା କରିବାର କ୍ଷମତା ରଖନ୍ତି , ଓ ଜୀବନର୍ ପ୍ରତି ଏମାନଙ୍କ ଭାବନା ସକରାତ୍ମକ ହୋଇଥାଏ ।
୫) M ଆକାର ମଥା- କହିଦେବୁ କି ଯେଉଁ ଲୋକଙ୍କର୍ ମଥାର ଆକାର ଏହି ଆକାରର ହୋଇଥାଏ ,ସେହି ଲୋକ ସ୍ୱପ୍ନର ଦୁନିଆଁରେ ଅଧିକା ରହିଥାନ୍ତି , ଏମାନେ ନିଜ ଦୁନିଆଁରେ ହଜି ରୁହନ୍ତି ଓ ବହୁତ ବିଚାରକ ପ୍ରବୃତିର ହୋଇଥାନ୍ତି ।
୬) ପାହାଡ ପରି ଆକାର ମଥା- ଯାହାଙ୍କ ମଥାର ଆକାର ପାହାଡ୍ ପରି ହୋଇଥାଏ ସେମାନେ ବହୁତ ସାମାଜିକ ହୋଇଥାନ୍ତି , ଏହା ଛଡା ଏହି ଲୋକ ବହୁତ ସରଳ ସ୍ୱଭାବର ହୋଇଥାନ୍ତି , ଓ କାହାକୁ ସାହାଯ୍ୟ କରିବାପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତି ।
୭) ସାର୍ଫ ମଥା- ଜଣେଇଦେବୁ କି ଯେଉଁ ଲୋକଙ୍କର ମଥା ଆକାର ତେରେଛା ହୋଇଥାଏ, ସେମାନେ ବହୁତ୍ ଜିଦ୍ଦି ସ୍ୱଭାବର୍ ହୋଇଥାନ୍ତି , ହଁ ଆଜ୍ଞା ଏମାନେ କେବେ ନିଜ ଜିଦ୍ଦ କାରଣରୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ