December 24, 2024

Odia Express

Leading Odia News Portal of Odisha

ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର – ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପି ଥାଏ ? ବୁଦ୍ଧିଥିଲେ ଦିୟନ୍ତୁ ଉତ୍ତର..

ଆଜି ଆମେ ଏଠାରେ ବିଜ୍ଞାନ ଉପରେ ଆଧାରିତ ସାଧାରଣ ଜ୍ଞାନ ଭିତ୍ତିକ କେତେଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଯଦି ଏହି ପ୍ରଶ୍ନ ଗୁଡିକ ଆପଣାକୁ ଭଲ ଲଗେ ତେବେ ନିଶ୍ଚୟ ଆପଣଙ୍କ ପ୍ରିୟ ବନ୍ଧୁମାନଙ୍କ ସହ ଏହାକୁ ସେୟାର କରନ୍ତୁ ଓ ଦେଖନ୍ତୁ ସେ କେତେ ପ୍ରଶ୍ନ ର ସଠିକ ଉତ୍ତର ଦେଉଛନ୍ତି |ସେହିପରି ଯଦି ସବୁଦିନ ଏପରି ନୂଆ ନୂଆ ଶିକ୍ଷା ପାଇବା ପି[ଆଇନ ଇଚ୍ଛା ରଖିଛନ୍ତି ତେବେ ନିଶ୍ଚୟ ଲାଇକ କରିବେ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ପ୍ଲେଗ ରୋଗ କାହା ଦ୍ୱାରା ବ୍ୟାପି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁଷା।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-କେଉଁ ଗ୍ରହକୁ ବଳୟ ଗ୍ରହ ବୋଲି କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶନି।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ପନିପରିବାକୁ ଅଧିକ ଶିଝେଇଲେ କଣ ନଷ୍ଟ ହୋଇଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭିଟାମିନ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ସିମେଣ୍ଟ କାରଖାନାର ସିମେଣ୍ଟ ଗୁଣ୍ଡ କେଉଁ ରୋଗ କରାଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯକ୍ଷ୍ମା।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ସୂର୍ଯ୍ୟଙ୍କ ଚାରି ପାଖରେ ଥରେ ଘୁରି ଆସିବାକୁ ପୃଥିବୀକୁ କେତେ ସମୟ ଲାଗେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏକବର୍ଷ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କିଏ ମସ୍ତିଷ୍କକୁ ଖବର ପଠାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ନାୟୁ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-କେଉଁଥିରେ ଆମ ଶରୀରର ଦୂଷିତ ରକ୍ତ ପରିସ୍କାର ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫୁସଫୁସ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-କିଏ ଆମ ଶରୀରର ରକ୍ତସଞ୍ଚାଳନର କେନ୍ଦ୍ରସ୍ଥଳି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହୃତପିଣ୍ଡ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଶରିରର କଣ କାମ ନକଲେ ଆମ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ନାୟୁ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ଅଲଗା କରିଦିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୃକକ।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-କଣ କାମ ନକଲେ ମଣିଷ ପାଗଳ ହୋଇଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମସ୍ତିସ୍କ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଶରୀରର ସମସ୍ତ କାର୍ଯ୍ୟ କାହା ଦ୍ୱାରା ପରିଚାଳିତ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମସ୍ତିସ୍କ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-କେଉଁ ସାର ଆମର ଦାନ୍ତ,ହାଡ଼ ଓ ରକ୍ତ ତିଆରି କରିବାରେ ସାହାଯ୍ୟ କରେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧାତୁସାର।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ତଟକା ଓ ସବୁଜ ପନିପରିବା,ଫଳ, ଦୁଧ ଓ ସକାଳ ସୂର୍ଯ୍ୟ କିରଣ ଆଦିରେ କଣ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜୀବସାର।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-କେଉଁ ଖାଦ୍ୟସାର ଦେହକୁ ଚିକ୍କଣ ଓ ସୁନ୍ଦର ରଖିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ନେହସାର।

ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-କିଏ ଶରୀର ବୃଦ୍ଧି,ଶରୀର ଗଠନ ଓ ଶରୀରର କ୍ଷୟ ପୁର୍ଣ୍ଣ କରିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁଷ୍ଟିସାର।

ଏବେ ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-କେଉଁ ସାର ଶରୀରକୁ ତାପ ଶକ୍ତି ଦିଏ ଓ ବଳ ଓ ଶକ୍ତି ଯୋଗାଇ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ୱେତସାର।

ଏବେ ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-କେଉଁ ଜଳକୁ ଉତ୍ତମ ପାନୀୟ ଜଳ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଳକୂଅର।

ଏବେ ଆମେ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୯:-ବାତ ଜ୍ଵରର ବାହକ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମଶା।

ଏବେ ଆମେ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୦:-ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୂଳ।

ଏବେ ଆମେ ଜାଣିବା ଏକୋଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୧:-କେଉଁ ଜୀବର ମେରୁଦଣ୍ଡ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝିଟିପିଟି।

ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ।

Leave a Reply

Your email address will not be published. Required fields are marked *