December 19, 2024

Odia Express

Leading Odia News Portal of Odisha

ସବୁଦିନ ବାଦାମକୁ ପାଣିରେ ବତୁରାଇ ଖାଇଲେ ହୋଇଥାଏ ଏହି ଫାଈଦା ଯାହା ଆପଣ ବୋଧେ ଜାଣିନଥିବେ, ଜାଣିବାପାଇଁ ପଢନ୍ତୁ ଏହି ଖବର..

ଆପଣ ଆଜି ପର୍ଯ୍ୟନ୍ତ ବାଦାମକୁ ବତୁରାଇ ଖାଇବାର ଶୁଣିଥିବେ , କିନ୍ତୁ ଆପଣ ବାଦାମକୁ ଦାନାକୁ ପାଣିରେ ବତୁରାଇ ଖାଇବା ବିଷୟରେ ବୋଧେ ପ୍ରଥମଥର କେବେ ଶୁଣିନଥିବେ , ଆଜି ଆମେ ଆପଣଙ୍କୁ ପାଣିରେ ବାଦାମକୁ ବତୁରାଇ ଖାଇବାର କିଛି ଭଲ ଫାଈଦା ବିଷୟରେ କହିବାକୁ ଯାଊଛୁ , ଯାହା ଜାଣିବାପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି କେବଳ ଥଣ୍ତାର ଦିନରେ ଆସୁଥିବା ବାଦାମର ଏତେ ସାରା ଫାଈଦା ହୋଇଥାଏ । ତେବେ ଆସନ୍ତୁ ଆପଣଙ୍କୁ କହିବୁ କି ପାଣିରେ ବାଦାମ ବତୁରାଇ ଖାଇବାର କଣ ଫାଈଦା ହୋଇଥାଏ ।

ଆପଣଙ୍କୁ କହିଦେବୁ କି ବାଦାମର ମଞ୍ଜିକୁ ପାଣିରେ ବତୁରାଇ ଖାଇଲେ ସେଥିରେ ମହଜୁଦ୍ ସବୁ ପୋଷକ ତତ୍ତ୍ୱ ଶରୀରରେ ଭଲ ଭାବେ ଅବଜର୍ଭ ହୋଇଯାଏ , ଡାକ୍ତରଙ୍କ କଥା ମାନିଲେ ବାଦାମରେ ପ୍ରଚୁର ମାତ୍ରାରେ ଆଇରନ୍ ମିଳିଥାଏ , ସବୁଦିନ ପାଣିରେ ବତୁରାଇ ଥିବା ବାଦାମ ଖାଇଲେ ବଡିରେ ବ୍ଲଡ୍ ସର୍କୁଲେସନ୍ ଠିକ୍ ରହିଥାଏ , ଓ ଶରୀରରେ ହେଉଥିବା ରକ୍ତର ହିନତାକୁ ବାଦାମ ଦୁର କରିଥାଏ , ଆଜି ଆମେ ଆପଣଙ୍କୁ ବାଦାମକୁ ବତୁରାଇ ଖାଈବାରେ ହେଉଥିବା କିଛି ଫାଈଦା ବିଷୟରେ କହିବାକୁ ଯାଊଛୁ , ଯାହା ଜାଣିବା ବହୁତ ଆବଶ୍ୟକ ଅଟେ ।

୧) ସୁଗର୍ କଣ୍ଟ୍ରୋଲ୍ କରିବାରେ ହୋଇଥାଏ ସହାୟକ- ଆପଣଙ୍କୁ କହିଦେବୁ କି ସେମିତି ବ୍ୟକ୍ତି ଯିଏ ଡାଈବେଟିଜ୍ ସମସ୍ୟାରେ ପିଡୀତ ଅଛନ୍ତି ତାଙ୍କୁ ନିୟମିତ ରୁପରେ ବାଦାମକୁ ପାଣିରେ ବତୁରାଇ ଖାଇବା ବା ସେବନ କରିବା ଉଚିତ୍  ବାଦାମରେ ଫାଇବର୍ ଭରପୁର୍ ହୋଇଥାଏ , ଏଥିପାଇଁ ଡାକ୍ତର ବି ଏହି କଥାକୁ ଉପଦେଶ ଦିଅନ୍ତି , ଯଦି ଡାଇବେଟିଜ୍ ଗ୍ରସିତ ବ୍ୟକ୍ତି ସବୁଦିନ ସକାଳୁ ରାତି ସାରା ପାଣିରେ ବତୁରାଇକରି ବାଦାମର ସେବନ କରିଥାଏ , ତେବେ ତାର ଡାଇବେଟିଜ୍ କିଛି ପରିମାଣ ଯାଏଁ ଠିକ୍ ହୋଇଯାଏ ।

୨) ଏସିଡିଟିରୁ ଦେଇଥାଏ ମୁକ୍ତି- କହିଦେବୁ କି ବାଦାମରେ ବହୁତ୍ ମାତ୍ରାରେ ପୋଟାସିୟମ୍, ମ୍ୟାଗାନିଜ୍ , କପର୍, କ୍ୟାଲସିୟମ୍ , ଆଇରନ୍ , ଓ ସେଲେନିୟମ୍ ପରି ଗୁଣ ମିଳିଥାଏ , ଏଥିପାଇଁ ସବୁଦିନ ସକାଳେ ଯଦି ପାଣିରେ ବତୁରାଇକରି ବାଦାମର ସେବନ କରନ୍ତୁ , ତେବେ ଏହା ଏସିଡିଟି ସମସ୍ୟାରୁ ମୁକ୍ତି ଦେଇଥାଏ  ଓ ଅଣ୍ଟା ପୀଡା ଓ ଆଣ୍ଠୁଗଣ୍ଠିର ପୀଡାରୁ ମୁକ୍ତି ଦେଇଥାଏ ।

୩) ଆଖିର ଦୃଷ୍ଟିଶକ୍ତି ବଢାଇବାରେ କରିଥାଏ ସାହାଯ୍ୟ- ବାଦାମରେ ମହଜୁଦ୍ ପୋଷକ ତତ୍ତ୍ୱ ଆଖିର ଦୃଷ୍ଟିଶକ୍ତି ବଢାଇବାରେ ଲାଭଦାୟକ ହୋଇଥାଏ , ଏହା ସହ ସବୁଦିନ ପାଣିରେ ବତୁରାଇ ବାଦାମ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବଢାଇବା ସହ ସ୍ମରଣଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

୪) ଥଣ୍ତା କାଶରୁ ଦେଇଥାଏ ମୁକ୍ତି- ଆପଣଙ୍କୁ କହିଦେବୁ କି ପ୍ରତିଦିନ ପାଣିରେ ବତୁରାଇଥିବା ବାଦାମ ଖାଇଲେ ଥଣ୍ତା କାଶ ସମସ୍ୟାରୁ ମୁକ୍ତି ମିଳିଥାଏ , ଓ ରୋଗପ୍ରତିରୋଧକ କ୍ଷମତା ଏଥିରୁ ବଢିଥାଏ , ଯଦି ଆପଣ ସବୁଦିନ ବତୁରାଇଥିବା ବାଦାମର ସେବନ କରିବେ , ତେବେ ଏହା କାଶରୁ ବି ସବୁଦିନ ପାଇଁ ମୁକ୍ତି ଦେଇଥାଏ ।

୫) କ୍ୟାନ୍ସର୍ ପରି ରୋଗରୁ ଦେଇଥାଏ ମୁକ୍ତି- କହିଦେବୁ କି ବାଦାମରେ ମହଜୁଦ୍ ଆଣ୍ଟିଏକ୍ସିଡେଣ୍ଟ୍ସ ,ନିୟାସିନ୍ , ଫୋଲେଟ୍, କ୍ୟାଲସିୟମ୍ ଓ ଆଇରନ୍ ଭରପୁର୍ ମାତ୍ରାରେ ମିଳିଥାଏ , ଏହି ସବୁ ତତ୍ତ୍ୱ ବଡିରେ କ୍ୟାନ୍ସର୍ ପରି ରୋଗ ସହ ଲଢିବାରେ ସହାୟକ ହୋଇଥାଏ  ଯଦି ଆପଣ ସବୁଦିନ ବାଦାମର ୨୦ ଟି ମଞ୍ଜିକୁ ବତୁରାଇ ଖାଇବେ , ତେବେ କ୍ୟାନ୍ସର ଦୁରେଇଯିବ

Leave a Reply

Your email address will not be published. Required fields are marked *