December 25, 2024

Odia Express

Leading Odia News Portal of Odisha

ଏହି ଗୋଟେ ଜିନିଷର ବ୍ୟବହାରରେ ମୁହଁର ଦୁର୍ଗନ୍ଧରୁ ଦେଇଥାଏ ମୁକ୍ତି , ଜାଣନ୍ତୁ କଣ ସେ ଜିନିଷ..

ମୁହଁରୁ ଦୁର୍ଗନ୍ଧ ଆସିବା ଆଜିକାଲି ଯେମିତି ସାଧାରଣ ହୋଈଯାଇଛି, ଏହି ସମସ୍ୟା ଖାସ୍ କରି ସେହି ଲୋକଙ୍କୁ ହୋଇଥାଏ ଯେଉଁମାନେ ଗୁଟୁଖା ତମାଖୁ, ଓ ସିଗାରେଟ୍ ଆଦି ସେବନ କରିଥାନ୍ତି । କିନ୍ତୁ ଏହା ଛଡା ଏହି ସମସ୍ୟା କେବେ କେବେ ମୌସୁମ୍ ପରିବର୍ତ୍ତନ କିମ୍ବା ଅନ୍ୟ କାରଣରୁ ସାଧାରଣ ଲୋକଙ୍କୁ ହୋଇପାରେ  ଯେଉଁ ଲୋକେ ଏହି ଜିନିଷର ସେବନ କରନ୍ତି ନାହିଁ , ଆଜି ଆମେ ଆପଣଙ୍କୁ ମୁହଁରୁ ହେଉଥିବା ଦୁର୍ଗନ୍ଧକୁ କିଛି ସମୟରେ ଦୁର କରିବାରେ ଏକ ଖାସ୍ ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହାର ବ୍ୟବହାର ଆପଣ ମୁହଁରୁ ଆସୁଥିବା ଦୁର୍ଗନ୍ଧ ଜଲଦି ହିଁ ମୁକ୍ତି ପାଇପାରିବେ , ତେବେ ଆସନ୍ତୁ ଜାଣିବା କେଉଁ ସେ ଜିନିଷ ।ଯେପରି ଆମେ ଜାଣିଛେ ଖରାର ଦିନ ଆସିଗଲେ ଲୋକଙ୍କୁ ନାନାଦି ହଇରାଣ ହେବାକୁ ପଡିଥାଏ, ଏମିତିରେ ଲୋକଙ୍କୁ ପ୍ରସ୍ତୁତ ରହିବାର ଅଛି , ଏହି ସମୟରେ ଲେମ୍ବୁର ବ୍ୟବହାର ବହୁତ କାମ କରିଥାଏ,  ଖରାର ଦିନରେ ନାନାଦି ଅସୁବିଧାରୁ ଏହା ମୁକ୍ତି ଦେଇଥାଏ

ଲେମ୍ବୁର ସେବନରେ ସବୁ ପ୍ରକାରର ଅସୁବିଧା ଯେପରି ମୁହଁରେ ଦୁର୍ଗନ୍ଧ ହେବା, ଝାଳ ଆସିବା ଆଦି ଦୁର ହୋଇଯିବ , ଯାହା ଶରୀରରେ ପାଚନ କ୍ରିୟାରୁ ନେଇକରି ଶରୀରରେ ପାଚନ ରସ ବନାଇବାରେ ସାହାଯ୍ୟ କରିଥାଏ,  ଲେମ୍ବୁରେ ଭିଟାମିନ୍ ସି ସହ ଆଣ୍ଟୀଏକ୍ସିଡେଣ୍ଟ ଗୁଣ ବି ପ୍ରଚୁର ମାତ୍ରାରେ ମହଜୁଦ୍ ହୋଇଥାଏ,  ଯାହା ତ୍ୱଚାରେ ଦାଗ କୁ ଦୁର କରିଥାଏ , ଓ ସୁନ୍ଦର ବନାଇଥାଏ , ମାନେ ଲେମ୍ବୁର ଏକ ଛୋଟ ଖଣ୍ତରୁ ବହୁତ ସାରା ଲାଭ ମିଳିଥାଏ , ମାନେ ଏକ ଛୋଟ ଲେମ୍ବୁରୁ ଆପଣଙ୍କୁ ବହୁତ ପ୍ରକାରର ଲାଭ ଏକା ସାଙ୍ଗେ ମିଳିଥାଏ , ଏହା ଛଡା ଖରାର ଦିନରେ ଲେମ୍ବୁର ପାଣି ସେବନ କରିଲେ ଆପଣଙ୍କ ଦିନ ସତେଜ ଭରା ହୋଇଯାଏ , ଯାହା ଦ୍ୱାରା ଆପଣଙ୍କ ଶରୀରରେ ପୁରା ଦିନ କେବେ ପାଣିର ଅଭାବ ହୁଏ ନାହିଁ , ଓ ଶରୀର ବିଲକୁଲ୍ ହାଇଡ୍ରେଡ୍ ରଖିଥାଏ ।

ଆପଣଙ୍କୁ କହିଦେବୁ କି ଲେମ୍ବୁର ପ୍ରୟୋଗରୁ ଆପଣଙ୍କ ଆଣ୍ଠୁଗଣ୍ଠିର ବାତ ବି ଦୁର୍ କରିପାରେ , ଯଦି ଆପଣଙ୍କୁ ଆଣ୍ଠୁଗଣ୍ଠିର ପୀଡା ହେଉଛି ,ତେବେ ଲେମ୍ବୁ ପାଣୀର ସେବନ ଅଧିକା ଲାଭକାରୀ , ଏହା ଛଡା ଯେଉଁ ଲୋକଙ୍କର ଓଜନ କମ୍ କରିବାର ଇଚ୍ଛା ଅଛି , ତେବେ ସବୁଦିନ ସକାଳୁ ଉଠିକରି ଏକ ଗିଲାସ ନଖ ଉଷୁମ ପାଣିରେ ଲେମ୍ବୁର ରସ ମିଶାଇ ପିଇଲେ ଭଲ ହୋଇଥାଏ

ଏହା ଛଡା ଲେମ୍ବୁର ପାଣିର ସେବନ ଆପଣଙ୍କ ରୋଗପ୍ରତିରୋଧକ କ୍ଷମତାକୁ ବୁଷ୍ଟ କରିଥାଏ,  ଓ ଏହା ସବୁଦିନ ସେବନ କଲେ ଥଣ୍ତା କାଶ ଭଳି ରୋଗରୁ ଦୁର କରିଥାଏ,  ଲେମ୍ବୁରେ ଭିଟାମିନ୍ ସି ଓ ପୋଟାସିୟମ୍ ଏକ ଭଲ ଇମ୍ୟୁନୋ ବୁଷ୍ଟର୍ ରୁପରେ କାମ କରିଥାଏ,  ଯାହା ବହୁତ ଲାଭକାରୀ ହୋଇଥାଏ,  ତେବେ ଏକ ଛୋଟ ଲେମ୍ବୁରୁ ହେଉଥିବା ଫାଇଦା ଲାଭକାରୀ ଗୁଣ ଯାହାର ବ୍ୟବହାରରୁ ଆପଣ ବହୁତ କିଛି ଲାଭ ଉଠାଇପାରିବେ , ତେବେ ଆଉ ବିଳମ୍ବ କାହିଁକି ଲେମ୍ବୁର ସେବନ କରିବା ଆରମ୍ଭ କରିଦିଅନ୍ତୁ

Leave a Reply

Your email address will not be published. Required fields are marked *