December 26, 2024

Odia Express

Leading Odia News Portal of Odisha

ମଙ୍ଗଳସୁତ୍ର ପିନ୍ଧିଲେ ହୋଇଥାଏ ଏହି ଅଦ୍ଭୁତ ଫାଇଦା, ମହିଳାମାନେ ବି ଏହି ବିଷୟରେ ବି ଜାଣିନାହାନ୍ତି..

ଆମର ଦେଶ ପରମ୍ପରା ଓ ସଂସ୍କୃତି ପାଇଁ ଜଣାଯାଇଥାଏ, ଏଠାରେ ପରମ୍ପରା ଏପରି କି ଯାହାକୁ ମାନିବାକୁ କେହି ବି ମନା କରିପାରିବେ ନାହିଁ , କାରଣ ସେହି ମଧ୍ୟରୁ ଜଣେ ଭାରତୀୟ ହେବାର ଚିହ୍ନଟ ହୋଇଥାଏ , ଆଜି ଆମେ ସେହି ପରମ୍ପରା ବିଷୟରୁ ଏକ ଖାସ୍ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯେମିତି ଆପଣ ଜାଣିଛନ୍ତି କି ଏକ ବିବାହିତ ମହିଳାର ସୁହାଗ ବହୁତ ସାରା ଚିହ୍ନଟ୍ ଦେଇଥାଏ , ଯେଉଁଥିରେ ଖାସ୍ ହୋଇଥାଏ ମଙ୍ଗଳସୁତ୍ର ।କେଉଁ ବି ବିବାହିତ ସ୍ତ୍ରୀ ସେମିତି ଯେତେ ବି ଆଭୁଷଣ ପିନ୍ଧିଥାଉ ନା କାହିଁକି କିନ୍ତୁ ସେ ମଙ୍ଗଳସୁତ୍ର ନିଶ୍ଚିତ ପିନ୍ଧିଥାଏ,  ସେମିତି ଆମେ ସମସ୍ତେ ଜାଣିଛନ୍ତି କି ମହିଳାଙ୍କୁ ଆଭୁଷଣରେ ଅଧିକା ପ୍ରେମ ହୋଇଥାଏ , ମଙ୍ଗଳସୁତ୍ର ଧାରଣ କରିଲେ ଏକ ପର୍ଯ୍ୟାପ୍ତ ହୋଇଥାଏ ଏହା ପରସ୍ପର ପ୍ରେମ ଜୀବନସାରା ଜଣେ ଅନ୍ୟ ଜଣଙ୍କ ସାଥିରେ ଚଳିବା ଓ ନିଭାଇବାର ପ୍ରତୀକ ହୋଇଥାଏ ।

ସେମିତି ଯଦି ଶାସ୍ତ୍ରର କଥା କୁହାଯାଏ ତେବେ ମଙ୍ଗଳସୁତ୍ର ସଂବନ୍ଧି ସ୍ୱାମି ସ୍ତ୍ରୀ ମଧ୍ୟରେ ପ୍ରଗାଢ ସଂବନ୍ଧ ଓ ସ୍ୱାମୀର ଲମ୍ବା ଆୟୁ ସହ ଯୋଡି ହୋଇଥାଏ , କୁହାଯାଏ କି ଯେଉଁ ମହିଳା ଏହାକୁ ଧାରଣ କରିନେବେ ସେ ମହିଳା ନିଜ ସ୍ୱାମୀ ସହ ପ୍ରେମ ରହିଥାଏ , ହିନ୍ଦୁ ଧର୍ମରେ ବହୁତଥର ବିବାହ ପରେ ଝିଅମାନେ ମଙ୍ଗଳସୁତ୍ର ପିନ୍ଧିଥାନ୍ତି । ଧାର୍ମିକ ଗ୍ରନ୍ଥରେ କୁହାଯାଇଛି କି ମଙ୍ଗଲସୁତ୍ର ଧାରଣ କରିଲେ ଯେଉଁଠି ଧାର୍ମିକ ଲାଭ ମିଳିଥାଏ ,ସେମିତି ଶରୀରକୁ ବି ଲାଭ ପହଞ୍ଚାଇଥାଏ , ମଙ୍ଗଲସୁତ୍ର ଏକ ବିବାହିତ ହେବାର ପରିଚୟ ହୋଇଥାଏ , ଏଥିପାଇଁ ବିବାହ ପରେ ବିବାହିତ ସ୍ତ୍ରୀ ଏହାକୁ ଶ୍ରଦ୍ଧାପୁର୍ବକ ନିଜ ଗଳାରେ ଧାରଣ କରିଥାନ୍ତି , ଜ୍ୟୋତିଷ୍ୟଙ୍କ କଥା କହିଲେ ମଙ୍ଗଲାସୁତ୍ରରେ ମହଜୁଦ୍ ସୁନା ଗୁରୁ ଗ୍ରହ ବା ବୃହସ୍ପତି ଗ୍ରହର ପ୍ରଭାବ ହୋଇଥାଏ ।

କୁହାଯାଏ କି ଏହା ରହିଲେ ବୈବାହିକ ଜୀବନ ସୁଖମୟ , ସଂମ୍ପତ୍ତି ଏବଂ ଜ୍ଞାନର ଭାବ ରହିଥାଏ , ଏହା ଧର୍ମକାରକ ବି ହୋଇଥାଏ , କାରଣ କଳାରଙ୍ଗ ଶନିଙ୍କର ପ୍ରତୀକ ହୋଇଥାଏ ,  ତାହା ସହ ଶନି ସ୍ଥାୟିତ୍ୱ ଏବଂ ନିଷ୍ଠା କାରକ ଗ୍ରହ ବୋଲି ଜଣାଯାଏ , ଶାସ୍ତ୍ରରେ ଏହାର ହଜିବା କିମ୍ବା ଭାଙ୍ଗିଯିବା ଅଶୁଭ ହୋଇଥାଏ ।

କୁହାଯାଏ କି ମଙ୍ଗଳସୁତ୍ରରେ ସୁନାର ମୋତି ମା ପାର୍ବତୀଙ୍କ ପ୍ରତିକ ବୋଲି ଜଣାଯାଏ , ଯାହା ଶରୀରରେ ଉର୍ଜାର ପ୍ରବାହ ରଖିଥାଏ , ସେମିତି କଳା ମୋତି ଭଗବାନ ଶିବଙ୍କର ପ୍ରତିକ ଅଟେ ,ଯାହା ଉର୍ଜାର ଦୋଷରୁ ବଞ୍ଚାଇଥାଏ ,ଏହାକୁ ଧାରଣ୍ କରୁଥିବା ମହିଳାଙ୍କ ସ୍ୱାମୀ ଉପରେ ଆସୁଥିବା ବିପତ୍ତିରୁ ଦୁର କରିଥାଏ ,ସେମିତି ମଙ୍ଗଲସୁତ୍ର ଯଦି ସୁନାର ତିଆରି ହୋଇଥିବ ତେବେ ଅଧିକା ଲାଭକାରୀ ହୋଇଥାଏ , ଏଥିରେ ହୃଦକୁ ଦୁରସ୍ତ ରଖିବାର ଗୁଣ ମିଳିଥାଏ

Leave a Reply

Your email address will not be published. Required fields are marked *