December 26, 2024

Odia Express

Leading Odia News Portal of Odisha

ଲଗାତାର୍ ୭ ରାତି ପର୍ଯ୍ୟନ୍ତ ୧ ଗିଲାସ ଗରମ ପାଣି ପିଇଲେ ହୋଇଥାଏ ଚମତ୍କାରୀ ଫାଈଦା – ଜାଣିଲେ ଆପଣ ବି କରିଦେବେ ଆଜି ଠାରୁ ଆରମ୍ଭ…

ପାଣି ପିଇବା ଦ୍ୱାରା ଆମ ଶରୀରକୁ ବହୁତ ଫାଈଦା ଯୋଗାଈଥାଏ , ଏହା ତ ଆମେ ସମସ୍ତେ ଜାଣିଛେ , କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଗରମ୍ ପାଣି ପିଇବା ଅଧିକା ଲାଭକାରୀ ହୋଇଥାଏ । ଗରମ ପାଣି ଆମର ଶରୀର ପାଇଁ ଔଷଧୀ ପରି କାମ କରିଥାଏ , ଯଦି ଆମେ ଦିନ ସାରା କେବଳ ତିନି ରୁ ଚାରିଥର ଗରମ ପାଣି ପିଇଥାନ୍ତି ତେବେ ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । କଣ ଆପଣଙ୍କୁ ଜଣା ଅଛି କି ଯେଉଁ ଚାଇନିଜ୍ ଖାଦ୍ୟ ମାନେ ମୋମୋଜ୍, ଚାଉମିନ୍ ଯେପରି ଭୋଜନ ଆମ ଭାରତୀୟ ମୋଟା ହୋଇଯାଆନ୍ତି , ସେମିତି ସେହି ଖାଦ୍ୟକୁ ଖାଇକରି ଚିନ୍ ଓ ଜାପାନ ପାଇଁ ଏତେ ଆକ୍ଟିଭ୍ ଓ ସ୍ଲିମ୍ କିପରି ହୁଅନ୍ତି , ଏହାର ସବୁଠାରୁ ବଡ କାରଣ ହେଲା ପାଣି , ହଁ ଆଜ୍ଞା ଖାଇବାପରେ ଅଧିକାଂଶ ଥଣ୍ତା ପାଣି କିମ୍ବା ଚିଲଡ୍ କୋଲ୍ଡ ଡ୍ରିଙ୍କ୍ସ ବ୍ୟବହାର କରିଥାନ୍ତି , ସେମିତି ଚିନ୍ ଓ ଜାପାନର ଲୋକ ଖାଇବା ପରେ ଗରମ ଚାହା ଓ ଗରମ ପାଣି ପିଅନ୍ତି , ହଁ ଆଜ୍ଞା, ଗରମ ପାଣି ପିଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ , ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ କି ଗରମ ପାଣି ପିଇବାର ଫାଈଦା ସଂମ୍ପର୍କିତ ଖବର ଉପରେ ।

୧) ଓଜନ କମ୍ କରିବା- ଆଜିକାଲି ସମସ୍ତେ ମୋଟାପା ଯୋଗୁଁ ଚିନ୍ତିତ ଅଛନ୍ତି , ଏମିତିରେ ଗରମ ପାଣି ପିଇବା ମୋଟାପାରୁ ମୁକ୍ତି ଦେଇଥାଏ , ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ଖାଲି ପେଟରେ ପିଅନ୍ତୁ , ତାପରେ ଦେଖିବେ ସ୍ଲିମ୍ ହୋଇଯିବେ , ଯଦି ଆପଣ ହେଲଦି ଡ୍ରିଙ୍କ୍ସ ପିଇପାରିବେ ନାହିଁ , ତେବେ ସବୁଦିନ ଖାଦ୍ୟ ଖାଇବାପରେ ଥଣ୍ତା ପାଣିରେ ଗରମ ପାଣି ପିଇବା ଆରମ୍ଭ କରିଦିଅନ୍ତୁ  ଓ ତାପରେ ଦେଖନ୍ତୁ କମାଲ୍ ।

୨) ପେଟର ସମସ୍ୟା- ଆଜି କାଲି ଲୋକଙ୍କର ଖରାପ ଖାଦ୍ୟପେୟ ଯୋଗୁଁ ଲାଇମିଙ୍ଗ୍ ବହୁତ ବିଗଡିଯାଇଛି, ତାହା ସହ ବାହାର ଖାଦ୍ୟ ଖାଇବାର ଫ୍ୟାସନ୍ ବି ଆଜିକାଲି ଚାଲିପଡିଛି , ଏମିତିର୍ରେ ଅଧିକାଂଶ ଲୋକ ପେଟର ସମସ୍ୟା ହୋଇଥାଏ , କବଜ୍ , ଗ୍ୟାସ ପ୍ରୋବ୍ଲେମ୍ ରହିବା ଆଜିକାଲି ଏକ ସାଧାରଣ କଥା ହୋଇସାରିଛି, କିନ୍ତୁ ଛୋଟ ଛୋଟ ରୋଗର କାରଣରୁ ଆପଣଙ୍କ ଶରୀରରେ ବଡ ବଡ ରୋଗ ଆସିଯାଏ , ପେଟର ସମସ୍ୟା ପାଇଁ ଗର୍ମ ପାଣି ପିଇବା ଫାଇଦାଦାୟକ ହୋଇଥାଏ , ଏମିତି କରିଲେ ଖାଦ୍ୟ ଜଲଦି ହଜମ ହୋଇଯାଏ , ଓ ପେଟ ହାଲକା ହୋଇଯାଏ

୩) ଶରୀରରେ ଥିବା ଅଶୁଦ୍ଧି : ଗରମ ପାଣି ପିଇଲେ ଆମର ଶରୀର ଗରମ ହୋଇଯାଏ , ଯାହାର କାରଣରୁ ଝାଳ ଅଧିକା ହୋଇଯାଏ , ଯାହାର କାରଣରୁ ଝାଳ ଅଧିକା ହୋଇଥାଏ, ଓ ତାହାର ଜରିଆରେ ଶରୀରରୁ ଅଶୁଦ୍ଧି ବାହାରକୁ ବାହାରିଯାଏ , ଗରମ ପାଣୀ ପିଇଲେ ଆମ ଶରୀରକୁ ଡିଟକ୍ସ କରିଥାଏ ।

୪) ତ୍ୱଚାପାଇଁ ଅଟେ ଫାଇଦାଦାୟକ –ଗରମ ପାଣି ଆମର ସ୍କିନ୍ ପାଇଁ ବହୁତ ଫାଈଦାଦାୟକ ହୋଇଥାଏ , ଯେପରି ମୁହଁରୁ ବ୍ରଣ,ବୟସଦାଗ ତ୍ୱଚା ସଂବନ୍ଧି ରୋଗ ଗରମ ପାଣି ପିଇଲେ ଦୁର ହୋଈଯାଏ , ଯଦି ଆପଣଙ୍କୁ ଏହି ପ୍ରକାରର କିଛି ରୋଗ ଅଛି ତେବେ ଗରମ ପାଣି ପିଇବାର ଅଭ୍ୟାସ ପକାଇଦିଅନ୍ତୁ , ଦେଖିବେ ଆପଣଙ୍କ ତ୍ୱଚାରେ ଚମକଦାର୍ ଆସିଯିବ ।

୫) ଆଣ୍ଠୁ ଗଣ୍ଠିରେ ପିଡା- ଗରମ ପାଣି ଆଣ୍ଠୁକୁ ଚିକ୍କଣ କରିଥାଏ,  ଓ ଆଣ୍ଠୁଗଣ୍ଠିର୍ ବାତକୁ କମ୍ କରିଥାଏ,  ଆମର ମାଂସପେଶୀ ୮୦ପ୍ରତିଶତ ପାଣିରେ ତିଆରି ହୋଇଥାଏ,  ଏଥିପାଇଁ ଗର୍ମ ପାଣି ପିଇଲେ ମାଂସପେଶୀ କଷ୍ଟ ଦୁର ହୋଈଯାଏ ,

୬) ବ୍ଲଡ୍ ସର୍କୁଲେସନ୍- ଆମର ଶରୀରର୍ ବ୍ଲଡ୍ ସର୍କୁଲେସନ୍ ସଠିକ୍ ହେବା ବହୁତ ଜରୁରୀ ହୋଇଥାଏ , ଏମିତିରେ ଗରମ ପାଣି ପିଇଲେ ଶରୀରରେ ବ୍ଲଡ୍ ସର୍କୁଲେସନ୍ ପାଇଁ ବହୁତ ଫାଇଦା ଦାୟକ ହୋଇଥାଏ

Leave a Reply

Your email address will not be published. Required fields are marked *