କିଡନୀ ଓ ଲିଭର୍ ପାଇଁ ଭଲ ହୋଇଥାଏ ଆଖୁର ରସ, ଜାଣନ୍ତୁ ଏହାର ପଛରେ ଥିବା ଫାଇଦା ବିଷୟରେ
ପ୍ରବଳ ଖରାରେ ତାଜା ଖରାର ରସ ପିଇବାର ମଜା ଅଲଗା ହୋଇଥାଏ , ଆଖୁର ରସ ଆପଣଙ୍କ ଶୋଷ ମିଟାଇଥାଏ , ତାହା ସହ ଥକାପଣ ଦ୍ୱାରା ଆପଣଙ୍କ ଏନର୍ଜୀ ଭରିଦେଇଥାଏ , କିନ୍ତୁ ବୋଧେ ଆପଣ ମାଲୁମ୍ ଥିବ କି ଆଖୁର ରସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଆଖୁର ରସ ବହୁତ ହିଁ ସ୍ୱାସ୍ଥ୍ୟକର ଓ ଗୁଣକାରୀ ହୋଇଥାଏ , ଏଥିରେ କ୍ୟାଲସିୟମ୍ , ପୋଟାସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍ ,ଓ ଫସଫରସ୍ ପରି ଆବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ , ବ୍ରାଜିଲ୍ ପରେ ଦୁନିଆଁ ସାରା ଭାରତରେ ଆଖୁର ସବୁଠାରୁ ଅଧିକା ଉତ୍ପାଦକ ଦେଶ ଅଟେ , ଏମିତିରେ ଆଖୁର ରସ ବଡ ସହଜରେ ସବୁ ଜାଗାରେ ମିଳିଯାଏ , ତେବେ ଆସନ୍ତୁ ଜାଣିବା ଆଖୁ କେଉଁ ପ୍ରକାର ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ ।
୧) ପାଚନ କ୍ରିୟା ପାଇଁ ହୋଇଥାଏ ଫାଇଦା- ଆଖୁର ରସରେ ପୋଟାସିୟମ୍ ବହୁତ ଅଧିକା ମାତ୍ରାରେ ମିଳିଥାଏ , ଯାହା ଆମର ପାଚନ କ୍ରିୟା ପାଇଁ ବହୁତ ଲାଭକାରୀ ହୋଇଥାଏ, ପାଚନତନ୍ତ୍ର ସଠିକ୍ କରିବାରେ ପେଟରୁ ସଂକ୍ରମଣ ଦୁର କରିଥାଏ ୨) ଡାଇବେଟିଜ୍ ର ଚିକିତ୍ସା- ଯଦି ଆପଣ ଆଖୁର ରସ ପିଉନାହାନ୍ତି , କାରଣ ସୁଗର୍ ଅଛି , କିନ୍ତୁ ଆପଣ ଭୁଲ୍ ଭାବିଛନ୍ତି , କାରଣ ଆଖୁର ରସ ମିଠା ନିଶ୍ଚିତ ହୋଇଥାଏ , କିନ୍ତୁ ପ୍ରାକୃତିକ ସୁଗରରେ ଭରପୁର୍ ହୋଇଥାଏ , ଏଥିରେ କମ୍ ଗ୍ଲାଇସିମିକ୍ ଇଣ୍ତେକ୍ସ କାରଣରୁ ଏହା ଡାଇବେଟିଜ୍ ପାଇଁ ଭଲ ହୋଇଥାଏ , ଏହା ଆପଣଙ୍କ ବ୍ଲଡ୍ ସୁଗରକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିଥାଏ ।
୩) କିଡନୀ ଷ୍ଟୋନ୍ ରୁ କରିଥାଏ ରକ୍ଷା- ଆଖୁର ରସ କିଡନୀ ପାଇଁ ବହୁତ ଭଲ ହୋଇଥାଏ , ଏହା କିଡନୀରେ ଷ୍ଟୋନ୍ ହେବାରୁ ରକ୍ଷା କରିଥାଏ, କିଡନୀ ଠିକ୍ ଭାବେ କାମ କରିବାପାଇଁ ଆଖୁର ଜୁସ୍ ବହୁତ ସହାୟକ ହୋଇଥାଏ ।
୪) କ୍ୟାନ୍ସର୍ ରୁ କରିଥାଏ ରକ୍ଷା- ଆଖୁର ରସରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଓ ମାଗ୍ନେସିୟମ୍ ମହଜୁତ୍ ହେବାର କାରଣରୁ ବହୁତ କାରଗର ହୋଇଥାଏ , ଆଖୁର ରସରେ ବହୁତ୍ ପ୍ରକାରର କ୍ୟାନ୍ସର୍ ସହ ଲଢିବାରେ ସହାୟକ ହୋଇଥାଏ , ଏହା ବିଶେଷ ରୁପରେ ପ୍ରୋଟେଷ୍ଟ ଓ ସ୍ତନ୍ୟ କ୍ୟାନ୍ସର୍ ପାଇଁ ଫାଈଦାଦାୟକ ହୋଇଥାଏ, ଏକ ରିସର୍ଚ୍ଚରୁ ଜଣାଯାଏ କି ଆଖୁର ରସରେ ଫ୍ଲେବେନୋଇଡ୍ ହେବାର କାରଣ ସ୍ତନ୍ୟ ଗ୍ରନ୍ଥୀର କ୍ୟାନ୍ସର୍ କୋଷିକା ବଢିବାକୁ ରକ୍ଷା କରିଥାଏ ।
୫) ପ୍ରେଗନେନ୍ସି ରେ ନିଶ୍ଚିତ କରନ୍ତୁ ସେବନ- କୁହନ୍ତି କି ଗର୍ଭବତୀ ମହିଳାଙ୍କ ପାଇଁ ଆଖୁର ରସ ନିଶ୍ଚିତ ପିଇବା ଦରକାର, ଏଥିରେ ଫଲିକ୍ ଏସିଡ୍ ଓ ଭିଟାମିନ୍ ବି ମିଳିଥାଏ , ଯାହାର ଦରକାର ଗର୍ଭଧାରଣରେ ହୋଇଥାଏ , ଏହା ଜନ୍ମ ଦୋଷ ଶେଷ କରିବାରେ କାରଗର ହୋଇଥାଏ ।
୬) ହୃଦୟ ରୋଗରୁ କରିଥାଏ ରକ୍ଷା- ଏହା ହୃଦୟ ରୋଗସଂବନ୍ଧିତ ରୋଗରୁ ରକ୍ଷା କରିଥାଏ, ଆଖୁର ରସ ଶରୀରରେ କୋଲେଷ୍ଟ୍ରୋଲ୍ ଓ ଟ୍ରାଇଗ୍ଲିସରାଇଡ୍ ଲେବୁଲ୍ କମ୍ ହୋଇଯାଏ, ଏହି ପରି ଧମନୀରେ ଫ୍ୟାଟ୍ ଜମା କରେ ନାହିଁ , ଓ ହୃଦୟ ଶରିରର୍ ଅଙ୍ଗ ମଧ୍ୟରେ ବହୁତ ଭଲ ରହିଥାଏ ।
୭) ତ୍ୱଚାରେ ଆଣିଥାଏ ଚମକ- ଆଖୁର ରସରେ ଆଲଫା ହାଇଡ୍ରକ୍ସି ଏସିଡ୍ ରହିଥାଏ, ଯାହା ତ୍ୱଚା ସଂବନ୍ଧିତ ଅସୁବିଧାକୁ ଦୁରକରିଥାଏ, ଏହା ବ୍ରଣ ପାଇଁ ବହୁତ କାରଗର ପ୍ରମାଣିତ ହୋଇଥାଏ , ଏହା ତ୍ୱଚାରେ ଦାଗ କମ୍ କରିଥାଏ, ତ୍ୱଚାକୁ ନରମ କରି ବୟସ ଦାଗକୁ କମ୍ କରିଥାଏ , ଆଖୁର ରସକୁ ତ୍ୱଚାରେ ଲଗାଇ ସୁଖିବାପରେ ପାଣିରେ ଧୋଇଦିଅନ୍ତୁ , ଏହା ଆପଣଙ୍କ ତ୍ୱଚାକୁ ଚମକଦାର ବନାଇଦେବ ।