December 22, 2024

Odia Express

Leading Odia News Portal of Odisha

ଚୁଟକି ଭରା ହେଙ୍ଗୁ ବ୍ୟବହାରରୁ ଆପଣ ବି ହୋଇପାରିବେ ହେଲଦି, ଏଇ ପରି କରନ୍ତୁ ଏହାର ପ୍ରୟୋଗ

ଭାରତରେ ହେଙ୍ଗୁ ବିଷୟରେ କିଏ ବା ନଜାଣେ , ଯାହାକୁ ପରିବା କିମ୍ବା ଡାଲିରେ ଏହାର ତଡକା ଲଗାଯାଏ ,କଣ ଆପଣ ମାଲୁମ୍ ଅଛି କି ଦୁନିଆଁ ସାରା ହେଙ୍ଗୁ ଅଧିକା ବ୍ୟବହାର କରାଯାଏ , ଓ ଭାରତରେ ଏହାର ପ୍ରଚଳନ ଅଧିକା ହୋଇଥାଏ , ହଁ ଆଜ୍ଞା, ହେଙ୍ଗୁର ବ୍ୟବହାରରେ ଭାରତ ପ୍ରଥମ ନମ୍ବରରେ ଆସେ , ଦୁନିଆଁ ସାରା ଉତ୍ପାଦନ ହେଉଥିବା ହେଙ୍ଗୁ ଭାରତରେ ୪୦ ପ୍ରତିଶତ ହିଁ ହୋଇଥାଏ , ଏହି ହେଙ୍ଗୁର ଉପଯୋଗ ମସାଲା ରୁ ନେଇକରି ମେଡିସିନ୍ ପର୍ଯ୍ୟନ୍ତ କରାଯାଏ , ସେହି ହେଙ୍ଗୁର ଉତ୍ପାଦନ ଭାରତରେ ହୋଇନଥାଏ, ମସଲା ରୁପରେ ହେଙ୍ଗୁ ବହୁତ ଗୁଣକାରୀ ହୋଇଥାଏ , ସ୍ୱାସ୍ଥ୍ୟର ପାଇଁ ପୁରୁଣା ସମୟରେ ଏହାକୁ ଆୟୁର୍ବେଦରେ ଜାଗା ଦିଆଯାଇଛି , ହେଙ୍ଗୁ ଜାୟକା ସହ ଆପଣଙ୍କ ସ୍ୱାସ୍ଥ୍ୟକୁ ମଜବୁତ୍ କରିଥାଏ ।

୧) ପେଟ ପାଇଁ ଫାଈଦାଦାୟକ- ପେଟ ସଂବନ୍ଧିତ କେଉଁ ସମସ୍ୟା ପାଇଁ ହେଙ୍ଗୁ ରାମବାଣ ପରି କାମ କରିଥାଏ, ସେ ପେଟ୍ ପିଡା ହେଉ କିମ୍ବା ଗ୍ୟାଷ୍ଟିକ୍ ପ୍ରୋବ୍ଲେମ୍ ସବୁ ସମସ୍ୟା ପାଇଁ ହେଙ୍ଗୁର ବ୍ୟବହାର କରିପାରିବେ , ଯଦି ଆପଣଙ୍କୁ ବଦହଜମି ଅସୁବିଧା ହେଉଛି , ତେବେ ଗୋଟେ କପ୍ ପାଣିରେ ହେଙ୍ଗୁ ମିଶାଈକରି ପିଇଲେ ଲାଭ ହୋଇଥାଏ ।

୨) କ୍ୟାନ୍ସର୍- କ୍ୟାନ୍ସର୍ ପାଇଁ ହେଙ୍ଗୁ ଫାଇଦାଦାୟକ ହୋଇଥାଏ , ହେଙ୍ଗୁ ରେ ଶକ୍ତିଶାଳୀ ଆଣ୍ଟି ଏକ୍ସିଡେଣ୍ଟ ହୋଇଥାଏ , ଯେବେ ଏହାକୁ ଲଗାତାର୍ ଖାଇଥାନ୍ତି ତେବେ ଫ୍ରୀ ରେଡିକିଲ୍ସ ଶରୀରର କୋଶିକା ରକ୍ଷା କରେ,  ହେଙ୍ଗୁରେ କ୍ୟାନ୍ସର୍ ବିରୋଧି ଗତିବିଧି କ୍ୟାନ୍ସର୍ କୋଶିକାକୁ ବିକାଶ ହେବାରେ ଅବରୁଦ୍ଧ କରିଥାଏ ।

୩) ପୀଡା ନିବାରକ- କେଉଁ ପ୍ରକାରର ପିଡାରେ ହେଙ୍ଗୁର ବ୍ୟବହାର ବହୁତ କାରଗର ପ୍ରମାଣିତ ହୋଇଥାଏ, ଏହାର ବ୍ୟବହାର ବହୁତପ୍ରକାରର କଷ୍ଟରୁ ଦୁର କରିବାପାଇଁ କରାଯାଏ , ପେଟ୍ ଓ ମୁଣ୍ତ ବିନ୍ଧା ହେଲେ ହେଙ୍ଗୁର ହାଳକା ଗର୍ମ କରି ଲେପ କଲେ ଲାଭ ମିଳିଥାଏ,  ଆପଣଙ୍କ ଦାନ୍ତରେ ପୀଡା ହେଲେ ଲେମ୍ବୁରେ କିଛି ବୁନ୍ଧା ମିଶାଇକରି କଷ୍ଟ ହେଉଥିବା ଦାନ୍ତରେ ଲଗାଇଦେଲେ ଆଶ୍ୱସ୍ତି ମିଳିଥାଏ ।

୪) ମହିଳାଙ୍କ ପାଇଁ ଫାଇଦାଦାୟକ- ମହିଳାଙ୍କୁ ସେମିତି ମାହବାରୀ ଅସୁବିଧା ହେଉ କିମ୍ବା ବାରମ୍ବାର ଗର୍ଭପାତ ଏହି ସବୁ ପାଇଁ ହେଙ୍ଗୁ ବହୁତ ଉପଯୋଗୀ ହୋଇଥାଏ,  ଗର୍ଭରେ ରହୁଥିବା ଲକ୍ଷଣ ପ୍ରତୀତ ହେଲେ ୬ ଗ୍ରାମ ହେଙ୍ଗୁ ରେ ୬୦ ଟି ଗୋଳି ବନାଇକରି ସକାଳୁ ଓ ସଂନ୍ଧ୍ୟାରେ ଏକ ଏକ ଗୋଳି ସେବନ କରିବା ଉଚିତ୍ , ଧୀରେ ଧୀରେ ଏହାର ମାତ୍ରା ୧୦ ଟି ଗୋଳି ପ୍ରତିଦିନ କରିବା ଉଚିତ୍ , ପରେ ପ୍ରସବ ସମୟରେ ଏହାର ମାତ୍ରା ଧୀରେ ଧୀରେ କମ୍ କରନ୍ତୁ , ଏଥିରେ ଗର୍ଭପାତ ହେବାର ଆଶଙ୍କା ବିଲକୁଲ୍ ଶେଷ ହୋଇଯାଏ , ହେଙ୍ଗୁରେ ମହଜୁଦ୍ ଆଣ୍ଟି ଇନଫ୍ଲେମେଣ୍ଟାରି ତତ୍ତ୍ୱ ପିରିୟର୍ଡସ୍ ସହ ସବୁ ଅସୁବିଧା ଯେମିତି କ୍ରେଂମପ୍ସ, ଅନିୟମିତ ପିରିୟଡସ୍ , କିମ୍ବା ଅଧିକା ଅସୁବିଧାରୁ ରକ୍ଷା କରିଥାଏ , ଏହା ଛଡା ଲ୍ୟୁକୋରିୟା ଓ କ୍ୟାଣ୍ତିଡା ଇନଫେକ୍ସନ୍ ଜଲଦି ଠିକ୍ କରିବାରେ ହେଙ୍ଗୁ ସାହାଯ୍ୟ କରେ ।

Leave a Reply

Your email address will not be published. Required fields are marked *