December 21, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ହସକଥା – ୩ ଜଣ ସାଙ୍ଗ ବାହାଘରର ବହୁତ ଦିନ ପରେ ଦେଖାହେଲେ , ପ୍ରଥମଜଣଙ୍କ କହିଲେ-ମୋର ସ୍ତ୍ରୀ ଜୁଡୁୱା ୨ ଫିଲ୍ମ ଦେଖିଲା ଓ ମୋର ଜାଆଁଳା ଛୁଆ ଜନ୍ମ ଦେଇଛି ତାପରେ ୨ୟ ସାଙ୍ଗ ଯାହା କହିଲେ..

ଆଜି କାଲି କର୍ମବ୍ୟସ୍ତ ଭରା ଏହି ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାରେ ରହିଥାଏ । ଚିନ୍ତାରେ ରହିଲେ ମଣିଷ ନାନାପ୍ରକାରର ରୋଗରେ ପଡିଥାଏ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ତେବେ ଖୁସିରେ ରହିବ ଯେବେ ସେ ଭିତରୁ ଖୁସିରେ ଥିବ,  ଗୋଟେ ଲୋକକଥା ତ ଶୁଣିଥିବେ କି Laughter is the best Medicine ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଧମାଲ୍ ମଚାଉଛି, ଯାହାକୁ ପଢିଲାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସ ଗୁଡିକ ।

୧) ତିନିଜଣ ସାଙ୍ଗ ବାହାଘର ହେଇସାରିବାପରେ ବହୁତଦିନ ପରେ ଦେଖାହେଲେ , ପ୍ରଥମ ସାଙ୍ଗ- ମୋର ସ୍ତ୍ରୀ ଜୁଡୁୱା ୨ ଫିଲ୍ମ ଦେଖିଲା,  ଓ ସେ ଜାଆଁଳା ଛୁଆ ଜନ୍ମ ଦେଇଛି , ଦ୍ୱିତୀୟ ସାଙ୍ଗ- ତୁ ଠିକ୍ କହୁଛୁ , ମୋର ସ୍ତ୍ରୀ ବି ଥ୍ରୀ ଇଡିୟର୍ଡସ୍ ଦେଖିଥିଲା, ଓ ସେ ଏକା ସାଙ୍ଗେ ତିନୋଟି ଛୁଆ ଜନ୍ମ ଦେଇଛି । ଏତିକି ଶୁଣି ତୃତୀୟ ସାଙ୍ଗ ଉଠିକି ଦୌଡିଲା, ଦୁହେଁ ସାଙ୍ଗ ଚିଲ୍ଲାଇଲେ , ଏବେ କେଉଁଆଡେ ଦୌଡୁଛୁ, କହିକରି ତ ଯା । ତୃତୀୟ ସାଙ୍ଗ ଦୌଡି ଦୌଡି ଚିଲ୍ଲାଇକରି କହିଲା- ଘରକୁ ଯାଊଛି ,ମୋର ସ୍ତ୍ରୀ ପ୍ରେଗନେଣ୍ଟ ଅଛି , ଓ ଟିଭିରେ ଆଲିବାବା ଚାଳିଶ୍ ଚୋର୍ ଦେଖୁଛି ।

୨) ଛୁଆ ଯେବେ ଜନ୍ମ ନିଏ ତେବେ ତା ମା ତା ମୁଣ୍ତରେ ହାତ ବୁଲାଇଥାଏ , ତେବେ ବାଳ ବଢିବା ଚାଲୁ ହୋଇଯାଏ , ବିବାହ ପରେ ସ୍ତ୍ରୀ ମୁଣ୍ତରେ ହାତ ବୁଲାଇଲେ ବାଳ ଉଡିବା ଚାଲୁ ହୋଇଯାଏ ପ୍ରଭୁ ତୋର ମାୟା କିଏ ବୁଝିପାରିବନି ।

୩) ପପୁ ପଡୋଶୀ ବାଲା ଆଣ୍ଟିକୁ- ଆଣ୍ଟି ମୁଁ ଗୋଟେ ଝିଅକୁ ବହୁତ ଭଲ ପାଉଛି, କିନ୍ତୁ ଆଣ୍ଟି- କଣ ହେଲା ଆଗକୁ କୁହ ଡର ନାହିଂ ,ପପୁ- ତାର ମା ମାନୁନାହାନ୍ତି , ଆଣ୍ଟୀ- ଗୋଟେ କାମ କର ତାର ମାକୁ ଫୋନ୍ କରି ନିଜ ଘରକୁ ଖାଇବାକୁ ଡାକ , ପପୁ- ତେବେ ଠିକ୍ ଅଛି ଆଣ୍ଟି ଆସିଯିବ ଆଜି ରାତିକୁ, ଖାଇବାକୁ ଆମ ଘରକୁ ।

୪) କଲ୍ଲୁ ଡାକ୍ତରକୁ ଡାକ୍ତର ସାହେବ୍ ଆପଣଙ୍କୁ ଘର ଚଲାଇବାପାଇଁ କେତେ ଫିସ୍ ନେଉଛନ୍ତି ? ଡାକ୍ତର-୧୫୦ ଟଙ୍କା, କଲ୍ଲୁ ଠିକ୍ ଅଛି ଚାଳନ୍ତୁ , ଡାକ୍ତର –ନିଜ ଗାଡି ବାହାରକଆ, ଓ ବ୍ୟକ୍ତିର ସହ ତାର ଘରକୁ ଗଲା,  ଘରେ ପହଞ୍ଚିବାପରେ –ଡାକ୍ତର୍  -ରୋଗୀ କେଉଁଠି ଅଛି , କଲ୍ଲୁ-ରୋଗୀ ତ କେହି ନାହାନ୍ତି ଡାକ୍ତର୍ ବାବୁ କଣ ହେଇଛି କହିଲେ ଟ୍ୟାକ୍ସିବାଲା ତିନି ଶହ ଟଙ୍କା ମାଗୁଥିଲା<  ଓଆପଣ ଦେଢ ଶହ ଟଙ୍କା ନେଇଆସିଲେ,ଏଥିପାଇଁ ମୁଁ ଆପଣଙ୍କୁ ଚାଳନ୍ତୁ ବୋଲି କହିଲି, ଡାକ୍ତର ଏବେ କୋମାରେ ।

୫) ନିକାହ୍ ପରେ ବର ମୌଲବି ସାହେବଙ୍କୁ କହିଲା ମୌଲବି ସାହେବ୍ ଆପଣଙ୍କ ଫିସ୍ ? ମୌଲବି- ଜନାବ୍ ବେଗମ୍ ସୁନ୍ଦରତା ଦେଖିଦେଇଦିଅ, ମୌଲବି କଥା ଶୁଣିକରି ବର ନିଜ ପକେଟରେ ହାତ ପକେଇଲା, ଓ ଚୁପ୍ ଚାପ୍ ୧୦ ଟଙ୍କା ନୋଟ୍ ମୌଲବୀ ସାହେବଙ୍କ ହାତରେ ଦେଇଦେଲା, ଓ ସେଠାରୁ ଯିବାକୁ ଲାଗିଲା, ତେବେ ଅଚାନକ ପବନରେ କନ୍ୟାର ଓଢଣୀ ଉଡିଗଲା , ମୌଲବି କହିଲେ- ମିୟାଁ ବାଇ ପଇସା ତ ନେଇକି ଯାଅ ।

୬) ଚାଚା ପୁଅକୁ –ପୁଅ ତୋର ନୋଟ୍ ପଡିଯାଈଛି, ପୁଅ- ମୁଁ ଆଜି ଯାଏଁ ବି ପଡିଯାଇଥିବାପଇସା ଉଠାଏ ନାହିଁ , ଚାଚା- ମୁର୍ଖ, ମୁଁ ତୋର ସ୍ୟାମସଙ୍ଗ୍ ନୋଟ୍ କଥା କହୁଛି , ପୁଅ- କେଉଁଠି କେଉଁଠି ।

୭) ସରକାରୀ ସ୍କୁଲ୍ ଛୁଆ କାହାକୁ ଟାଣି ଟାଣି ସ୍କୁଲ୍ କୁ ନେଇଯାଊଥିଲେ,  ଏକ ବୟସ୍କ- ଛୁଆମାନେ ତାକୁ ଛାଡିଦିଅ, ପଢିବାକୁ ହେବ ତ ସେ ନିଜେ ସ୍କୁଲ୍ ଯିବ, ଛୁଆ- ଇଏ ଷ୍ଟୁଡେଣ୍ଟ ନୁହେଁ ଚାଚା ଟିଚର୍ , ସ୍କୁଲ୍ ଆସୁନାହିଁ ।

୮)  ପୁଅ ବାହାହେବାପାଇଁ ଝିଅ ଦେଖିବାକୁ ଗଲା, ସେ ଭାବିଲା କି ଆଜି ମୁଁ ଝିଅ ସହ ଇଂରାଜୀରେ କଥା ହେବି, ସେ ଝିଅକୁ ପଚାରିଲା ଇଂରାଜୀ ଚଳିବ ନା? ଝିଅ ଲାଜେଇକରି କହିଲା- ହଁ ପିଆଜ ଓ ମିକ୍ଚର ସହ ହେଲେ ଦେଶୀ ବି ଚଳିବ ।

୯) ସ୍ତ୍ରୀ ମୋର ଜନ୍ମଦିନର ଗିଫ୍ଟ୍ କେଉଁଠି ଅଛି ? ସ୍ୱାମୀ- ତାହା ରାସ୍ତାରେ ଲାଲ ରଙ୍ଗର କାର୍ ଦେଖୁଛ ? ସ୍ତ୍ରୀ- ଚିତ୍କାର କରିବାକୁ ଲାଗିଲା, ସ୍ୱାମୀ- ଆରେ ସେଇ ରଙ୍ଗର ଲିପିଷ୍ଟିକ୍ ଆଣିଛି ।

୧୦) ଜଣେ ମଦୁଆ ଭଗବାନକୁ ପଚାରିଲା, ତୁମେ ଛୁଆବେଳ ଛଡେଇନେଲ, ଆରାମ ଦେଲ ତାକୁ ବି ଛଡେଇନେଲ, ପଇସା ଦେଲ ତାହା ବି ବର୍ବାଦ ହୋଇଗଲା,  ସ୍ତ୍ରୀ ଦେଲ , ତାହାକୁ ନେବାକୁ ଭୁଲିଗଲ ।

୧୧) ଟିଭି ରିପୋର୍ଟର୍ ଏକ କ୍ଷତବିକ୍ଷତ ବ୍ୟକ୍ତିକୁ ପଚାରିଲା, ରିପୋର୍ଟର୍ – ଯେବେ ବମ୍ ପଡିଲା ତେବେ କଣ ସେ ଜୋର୍ ସେ ପଡିଲା? ଆଘାତ ପାଇଥିବା ଲୋକ ରାଗରେ- ନା ଶଳା- ସେ ଗୁରୁଣ୍ତି ଗୁରୁଣ୍ତି ମୋ ପାଖକୁ ଆସିଲା, ଓ ଲାଜେଇକି କହିଲା- ବୁମ୍

Leave a Reply

Your email address will not be published. Required fields are marked *