December 23, 2024

Odia Express

Leading Odia News Portal of Odisha

ଘରର ଠାକୁର ଘରେ ଭୁଲ୍ ରେ ବି ରଖିବା ଉଚିତ୍ ନୁହେଁ ଏହି ବସ୍ତୁଗୁଡିକ , ଘରେ ହେବାକୁ ଲାଗିଥାଏ ବର୍ବାଦି…

ଦେଖିବାକୁ ଗଲେ ସବୁ ମଣିଷ ଘରର ଦେବାଦେବୀଙ୍କ ପାଇଁ ଅଲଗା ଓ ସବୁଠାରୁ ଖାସ୍ ସ୍ଥାନ ନିଶ୍ଚିତ ରଖିଥାଏ , ସେ ଯେତେ ବଡ ଘରେ ରହୁ ନା କାହିଁକି କିମ୍ବା ଛୋଟ ଘର ହେଉ ମଧ୍ୟ , ସମସ୍ତେ ନିଜ ଘରରେ ନିଜ ତରିକାରେ ଛୋଟ କିମ୍ବା ବଡ ମନ୍ଦିର ବନାଇନିଅନ୍ତି , ଓ ଯେଉଁଥିରେ ସେ ଇଷ୍ଟ ଭଗବାନଙ୍କ ଆଦି ମୁର୍ତ୍ତି କିମ୍ବା ଫଟୋକୁ ସ୍ଥାପିତ କରିଥାଏ , ଓ ପୁଜା କରିଥାଏ , ଯାହାଦ୍ୱାରା ସବୁ ଦୂଃଖ କଷ୍ଟ ଦୁର ହୋଇଯିବ , ଏତିକି ନୁହେଁ ବରଂ ଏମିତି କରିଲେ ତାଙ୍କ ମନକୁ ବହୁତ ଶାନ୍ତି ମିଳିଥାଏ,  ଆପଣଙ୍କୁ କହିଦେବୁ କି ଯେଉଁ ଘରରେ ପୁରା ପୁଜା ବିଧିବିଧାନ ସହ କରାଯାଏ , ନିଶ୍ଚିତ ରୁପେ ସେହି ଘରେ ସକରାତ୍ମକ ଉର୍ଜାର ବାସ ହୋଇଥାଏ , ଯେବେ ଆପଣଙ୍କ ଘରେ ପୁଜା ପାଠର ମାହୋଲ୍ ରହିଥାଏ , ତେବେ ଆପଣଙ୍କ ଘରୁ ଦାରିଦ୍ରତା ଦୁର ହୋଈଯାଏ , କିନ୍ତୁ ଏହା ସହ ଆପଣଙ୍କୁ କହିଦେବୁ କି କିଛି ସୁଚନା ପାଇବାପରେ ମଧ୍ୟ ଆମେ କିଛି ଭୁଲ୍ କରିବସିଥାଉ, ଯାହାର କାରଣରୁ ଆମର ଘରେ ଅଶାନ୍ତି ଉତ୍ପନ୍ନ ହୋଇଥାଏ ।

ଆପଣଙ୍କୁ କହିଦେବୁ କି ଦେବୀ ଦେବତାଙ୍କୁ ଯଦି ପୁରା ବିଧିବିଧାନ ସହ ସଚ୍ଚା ମନରେ ପ୍ରାର୍ଥନା କରାଯାଏ ତେବେ ଭଗବାନ ଜଲଦି ପ୍ରସନ୍ନ ହୋଇଥାନ୍ତି , ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବାକୁ ଯାଉଛୁ, ଯାହା ଆପଣ କେବେ ନିଜ ଘରର ମନ୍ଦିରରେ କରିବା ଉଚିତ୍ ନୁହେଁ , ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯଦି ଆପଣ ନିଜ ଘରର ମନ୍ଦିରରେ ଗଣେଷଙ୍କ ମୁର୍ତ୍ତି ରଖୁଛନ୍ତି ତେବେ ଆପଣଙ୍କୁ ଏହି କଥାର ଧ୍ୟାନ ରହିବା ଉଚିତ୍ କି କେବେ ବି ଘରର ମନ୍ଦିରରେ ଗଣେଷଙ୍କ ତିନୋଟି ମୁର୍ତ୍ତି ରହିବା ଉଚିତ୍ ନୁହେଁ , କାରଣ ଏମିତି କରିଲେ ଆପଣଙ୍କ ଘରେ ଅଶାନ୍ତି ଦେଖାଦିଏ ।

କହିଦେବୁ କି ଯେଉଁ ଘରର ମନ୍ଦିରରେ ଶଙ୍ଖ ରଖୁଛନ୍ତି , ତେବେ ଏହି କଥାର ବିଶେଷ ଧ୍ୟାନ ରଖିବେ କି କେବେ ଗୋଟେରୁ ଅଧିକା ଶଙ୍ଖ ମନ୍ଦିରରେ ରଖିବେ ନାହିଁ , ମାନାଯାଏ କି ଏମିତି କହିଲେ ଘରେ ବ୍ୟର୍ଥ କଳହ ଲାଗିରହେ , ଏହା ଛଡା ଆପଣଙ୍କୁ କହିଦେବୁକି ଯଦି ଆପଣଙ୍କ ନିଜ ମନ୍ଦିରରେ ଶିବଲିଙ୍ଗ ରଖୁଛନ୍ତି ତେବେ ଏହି କଥାର ଧ୍ୟାନ ରଖିବେ କି ଶିବଲିଙ୍ଗ ଆପଣଙ୍କର ଆଙ୍ଗୁଠିର ଆକାରରୁ ବଡ ହୋଇନଥିବ, ଶାସ୍ତ୍ର ନୁସାରେ କୁହାଯାଇଛି କି ଶିବଲିଙ୍ଗ ବହୁତ ସମ୍ବେଦନଶୀଳ ହୋଇଥାଏ , ଓ ଏହି କାରଣରୁ କେବେ ଘରେ ମନ୍ଦିର ପରି ବଡ ଶିବଲିଙ୍ଗ ରଖିବା ଉଚିତ୍ ନୁହେଁ ।

ଆପଣଙ୍କୁ ଏହା ବି କହିବାକୁ ଚାହିଁବୁ କି ଶାସ୍ତ୍ରରେ ଏହି କଥା ସଫା ସଫା କୁହାଯାଈଛି କି କେବେ ନିଜ ଘରର ମନ୍ଦିରରେ ଖଣ୍ତିତ ମୁର୍ତ୍ତି ବା ଭଙ୍ଗା ମୁର୍ତ୍ତି ରଖିବେ ନାହିଁ , କହିଦେବୁ କି ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରବେଶ କରିପାରେ , ଏହା ବହୁତ ବଡ ଅଶୁଭ ହୋଇଥାଏ,  ଏହା ଛଡା ଆପଣଙ୍କୁ ଏହା ବି କହିଦେବୁ କି ଯେବେ ଆପଣ କେବେ ନିଜ ଘରର ମନ୍ଦିର ପୁଜା କରୁଛନ୍ତି ତେବେ ସେହି ସମୟରେ କେବେ ଦୀପକୁ ଲିଭାଇବେ ନାହିଁ, ଏହା ବହୁତ ଅଶୁଭ ଲକ୍ଷଣ ବୋଲି ଧରାଯାଏ , ଯଦି ଏମିତି ହୋଇଥାଏ ତେବେ ଆପଣଙ୍କ ପୁଜାର ଫଳ ପ୍ରାପ୍ତି ହୁଏ ନାହିଁ

Leave a Reply

Your email address will not be published. Required fields are marked *