December 23, 2024

Odia Express

Leading Odia News Portal of Odisha

ଆପଣ ବି ଜାଣିନିଅନ୍ତୁ ଏହି କାରଣରୁ ପିନ୍ଧାଯାଏ ମଙ୍ଗଳସୁତ୍ର, ପଢନ୍ତୁ ଏହି ସଂମ୍ପକୀତ ଖବର ବିଷୟରେ..

ବିବାହ କରିବା ସମସ୍ତଙ୍କ ଜୀବନରେ ଅଧିକା ମହତ୍ତ୍ୱ ହୋଇଥାଏ , ଓ ଆପଣଙ୍କୁ କହିଦେବୁକି ବିବାହ ସମସ୍ତଙ୍କ ଜୀବନରେ ଏକ ମହତ୍ତ୍ୱପୁର୍ଣ୍ଣ ଭାଗ ହୋଇଯାଇଛି ,କହିଦେବୁ କି ଯେଉଁ ପ୍ରକାରର ବିବାହର୍ ମହତ୍ତ୍ୱ ହୋଇଥାଏ , ସେହି ପରି ଖରାପ ସମୟ ଯିବାପରେ କିଛି କଥା ବହୁତ ଅଧିକା ଗୁରୁତ୍ୱପୁର୍ଣ୍ଣ ହୋଇଥାଏ । ଯାହାକି ଏହି କଥାର ସଙ୍କେତ ଦେଇଥାଏ ଓ ସାକ୍ଷୀ ହୋଇଥା କି ଆପଣ ବିବାହିତ ଅଛନ୍ତି ଓ ତାହା ସହ ଆମର ହିନ୍ଦୁ ଧର୍ମର ଅନୁସାରେ ବହୁତ କଥା କୁହାଯାଇଛିଓ ବିବାହିତ ମହିଳାଙ୍କ ଜୀବନରେ ବହୁତ ଅଧିକା ମହତ୍ତ୍ୱ ରଖିଥାଏ,  ଏହି କଥାରେ ଏକ କଥା ଯୋଡି ହୋଇଛି ମଙ୍ଗଳସୁତ୍ରସହ , କହିଦେବୁ କି ବିବାହ ପରେ ମଙ୍ଗଲସୁତ୍ର କେଉଁ ମହିଳା ଙ୍କ ଗଳାରେ ରହିଲେ ଯେତେ ସୁନ୍ଦର ଲାଗିଥାଏ,  ବୋଧେ ତାହା ବିବାହ ପୁର୍ବରୁ ଲାଗିଥିବ, ଆପଣଙ୍କୁ କହିଦେବୁ କି ମଙ୍ଗଳସୁତ୍ର ପିନ୍ଧିବାପଛରେ ବହୁତ କାରଣ ହୋଇଥାଏ,  ଓ ଆଜି ଆମେ ଆପଣଙ୍କୁ ଏହି ସବୁ କାରଣ ବିଷୟରେ ଆମେ କହିବୁ ।

ସବୁଠାରୁ ପ୍ରଥମେ ଆପଣଙ୍କୁ ଜଣେଇଦେବୁ କି ମଙ୍ଗଳସୁତ୍ର ସବୁ ବିବାହିତ ସ୍ତ୍ରୀର ପରିଚୟ ହୋଇଥାଏ, ହିନ୍ଦୁ ଧର୍ମରେ ବହୁତ ପରମ୍ପରା ଅନୁସାରେ ବିବାହ ପରେ ମହିଳାଙ୍କ ବହୁତ ସାରା ଶୃଙ୍ଗାର କରିବାର ହୋଇଥାଏ,  ଓ ସେମାନେ କରନ୍ତି, କିଛି ତ ସଉକ ଅନୁସାରେ କରନ୍ତି , କିଛି ପରମ୍ପରା ଅନୁସାରେ କରିଥାନ୍ତି , ଆପଣଙ୍କ ସୁଚନା ଅନୁସାରେ କହିଦେବୁ କି ବିବାହ ପରେ ବହୁତ ଏମିତି ଗହଣା ହୋଇଥାଏ , ଯାହାକୁ ପିନ୍ଧିବା ଏକ ପ୍ରକାରର ଅନିର୍ବାର୍ଯ୍ୟ ହୋଇଥାଏ, ଓ ଗହଣାରୁ ହୋଇଥାଏ ଗୋଟେ ମଙ୍ଗଳସୁତ୍ର । କିନ୍ତୁ କଣ ଆପଣ କେବେ ଏହି ବିଷୟରେ ଭାବିଛନ୍ତି କି ବିବାହ ପରେ ମଙ୍ଗଲସୁତ୍ର କଣ ପାଇଁ ପିନ୍ଧାଯାଏ , କାରଣ ଏହା ଏତେ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ କି ଯାହା ଆପଣ ଜାଣିନଥିବେ ଆଜି ସେହି ବିଷୟରେ କହିବୁ

ଅସଲରେ ଆପଣଙ୍କୁ କହିଦେବୁ କି ଏକ କଳା ଫିତାରେ ମୋତି ଓ ସୁନା ପେଣ୍ତାଣ୍ଟ୍ ରେ ତିଆରି ଏହି ମଙ୍ଗଳସୁତ୍ର ସାମାନ୍ୟ ଭାଷା ସୌଭାଗ୍ୟବତି କହିପାରିବା, ବିବାହିତ ମହିଳାଙ୍କ ପାଇଁ ପିନ୍ଧିବା ବହୁତ ଜରୁରୀ ହୋଇଥାଏ , ଓ ଆପଣଙ୍କ ସୁଚନା ଏହାର ତୁଳନା କେଉଁ ଅନ୍ୟ ଆଭୁଷଣ କରାଯାଇପାରିବ ନାହିଁ , ସୁଚନା ପାଇଁ କହିଦେବୁ କି ଆମର ହିନ୍ଦୁ ଧର୍ମରେ ପ୍ରାଚିନ କାଳରୁ ମଙ୍ଗଲସୁତ୍ରର୍ ବିବାହ ସମୟରେ ସ୍ୱାମୀ ନିଜ ସ୍ତ୍ରୀକୁ ପିନ୍ଧାଇଥାଏ,  ଓ ଏମିତି ମାନାଯାଏ କି ଏହି ମଙ୍ଗଳସୁତ୍ର ସେହି ସମୟରେ ବିବାହିତ ମହିଳା ଗଳାରେ ତେବେ ବାହାରିଥାଏ, ଯେବେ ସ୍ୱାମୀର ମୃତ୍ୟୁ ହୋଇଯାଏ ।

ଏହା ଛଡା ଆପଣଙ୍କୁ କହିଦେବୁ କି ଏହାକୁ ହଜାଇବା କିମ୍ବା ଭାଙ୍ଗିଯିବା ଜ୍ୟୋତିଷ୍ୟଶାସ୍ତ୍ରନୁସାରେ ବହୁତ ଅଧିକା ଅଶୁଭ ହୋଇଥାଏ, ଏମିତି କୁହାଯାଏ କି ସ୍ତ୍ରିର ଗଲାରେ ରହୁଥିବା ଏହି ମଙ୍ଗଲସୁତ୍ର ସ୍ୱାମୀ ଶଅ ଅଧିକା ଗଭୀର୍ ସଂବନ୍ଧ ହୋଇଥାଏ, ଓ ଏହା ସବୁବେଳେ ସ୍ୱାମୀର କୁଶଳତା ସହ ଯୋଡୀକରି ଦେଖାଯାଏ , ବୋଧେ ଏହି ଗୋଟେକାରଣରୁ ହିନ୍ଦୁ ଧର୍ମରେ ମଙ୍ଗଳସୁତ୍ରକୁ ପିନ୍ଧିବା ବହୁତ ଅଧିକା ଅନିର୍ବାର୍ଯ୍ୟ ଅଟେ

Leave a Reply

Your email address will not be published. Required fields are marked *