December 22, 2024

Odia Express

Leading Odia News Portal of Odisha

ଘରୁ ବାହାରିବା ସମୟ କରିନିଅନ୍ତି ଏହି କାମ ଚମକିଯିବ ଆପଣଙ୍କ ଭାଗ୍ୟ..

ଦେଖାଯାଏ କି କେଉଁ ବି ମଣିଷ ଚାହିଁଲେ ସେ ଧନୀ ହେଉ କିମ୍ବା ଗରିବ ସମସ୍ତଙ୍କୁ ଜୀବନରେ ଆସୁଥିବା ଅସୁବିଧା ମଧ୍ୟରେ ଏକ ପ୍ରକାରର ସଂମ୍ପର୍କ ହୋଇଥାଏ , କିନ୍ତୁ ଏହା ଛଡା ଆପଣଙ୍କୁ କହିଦେବୁ କି ଏହି ସଂସାରରେ କିଛି ଏମିତି ଲୋକ ହୋଇଥାନ୍ତି ଯାହାଙ୍କ ଚାରିପଟ ସବୁ ସମସ୍ୟା ଘେରେଇ ହୋଇଥାଏ,  ଓ ଏହି ସବୁ କାରଣରୁ ସେ ନିଜ ଚିନ୍ତାରେ ଘେରେଇ ହୋଇଥାଆନ୍ତି , ଆପଣ ଏହା ବି କହିପାରିବେ କି ଏମିତି ଲୋକଙ୍କର ଭାଗ୍ୟ ସାଥ୍ ଦେଇନଥାଏ, ଯାହାଦ୍ୱାରା ତାଙ୍କ ଜୀବନରେ ସବୁ କାମ ଭୁଲ୍ ଓ ଓଲଟା ହୋଇଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମାନାଯାଏ କି ଏମିତି ହେବାର ପଛରେ ବହୁତ କାରଣ ହୋଇପାରେ , ଯେଉଁଥିରେ ଏକ ବଡ କାରଣ ସେହି ବ୍ୟକ୍ତିର ଗୃହ ଦଶା ଆଦି ହୋଇପାରେ , ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବାକୁ ଯାଉଛୁ , ଯାହାକୁ ଯଦି ଆପଣ କରିନିଅନ୍ତି ତେବେ ତୟ କି ଆପଣଙ୍କ ଖରାପ ସମୟ ଭଲରେ ବଦଳିଯିବ , ଓ ଆପଣଙ୍କ ଭାଗ୍ୟ ଲମ୍ବା ସମୟରୁ ନିଜ ଦିଗ ବଦଳାଇନେବେ , ଓ ଆପଣଙ୍କ ଭାଗ୍ୟରେ ଭଲ ସମୟ ଆରମ୍ଭ ହୋଇଯିବ ।

କହିବାକୁ ଚାହିଁବୁ କି ମଣିଷର ଭାଗ୍ୟ ବହୁତ ସମୟରୁ ଯଦି ସାଥ୍ ଦେଉନାହିଁ , ଓ ସବୁ ସମୟରେ ତାର କାମ ବିଗଡିଯାଏ , ଯାହାର କାରଣରୁ ସଫଳତା ମିଳିପାରେ ନାହିଁ , ଏମିତିରେ ଅଧିକା କିଛି କରିବାର ଦରକାର ନାହିଁ ,କେବଳ ଘରୁ ବାହାରିବା ସମୟରେ କୁହାଯାଈଥିବା କାର୍ଯ୍ୟକୁ କରିନେବାର ଅଛି , ଓ ତାହାପରେ ଆପଣ ନିଜେ ଦେଖିବେ କି ଆଗାମୀ କିଛି ଦିନରେ ଆପଣଙ୍କ ଭାଗ୍ୟ କିପରି ବଦଳୁଛି, ଓ ତାପରେ ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବ,  ଓ ଆପଣ ବହୁତ ଜଲଦି ଉନ୍ନତି କରିବାକୁ ଲାଗିବେ , ତାହା ସହ ଆପଣଙ୍କ ନ୍ନିଜର ବି ଆକର୍ଷଣ ବଢିଥାଏ । ଯେଉଁଥିରେ ଆପଣଙ୍କ ପୁର୍ବ ଅପେକ୍ଷା ଓ ଅଧିକା ସୁନ୍ଦର ଦେଖାଯାଆନ୍ତି , ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଜେବେ ଆପଣ ନିଜ ଘରୁ ବାହାରୁଛନ୍ତି ତେବେ ନିଜ ପର୍ସରେ ୪-୫ ଟିଲବଙ୍ଗ ରଖିଦିଅନ୍ତୁ, କହିଦେବୁ କି ଯଦି ଆପଣ ଏମିତି କରିନେଉଛନ୍ତି ତେବେ ଆପଣଙ୍କ ଜୀବନରେ ଆସୁଥିବା ସବୁ ଚିନ୍ତା ଦୁର ହୋଇଯିବ । ଦୁର୍ଭାଗ୍ୟ ଆପଣଙ୍କ ଠାରୁ ଦୂରେଇ ଯିବ, ଓ ଆପଣଙ୍କ ବିଗଡୀଯାଇଥିବା କାମ ହୋଇଯିବ ।

ଏହା ଛଡା ଆପଣଙ୍କୁ କହିବାକୁ ଚାହିଁବୁ କି ଆପଣ ବହୁତଥର ଶୁଣିଥିବେ କି ଲାଲ ଲଙ୍କା ବ୍ୟବହାର ତାନ୍ତ୍ରିକ ଉପାୟ ପାଇଁ ବହୁତ ପ୍ରସିଦ୍ଧ ଅଛି, କହିଦେବୁ କି ଯଦି ଆପଣଙ୍କ ନିଜ ଘରର ବାଟରେ କିଛି କଳା ଲଙ୍କା ଦାନା ପକାଇଦିଅନ୍ତୁ, ଯେବେ ଆପଣ ଘରୁ ବାହାରକୁ ବାହାରିବେ ତେବେ ସେହି ଦାନାରେ ପାଦ ରଖି ବାହାରିଯାଆନ୍ତୁ, ଖାଲି ଏହି କଥାକୁ ଧ୍ୟାନ ରଖିବାକୁ ହେବ କି ଆଉଥରେ ପଛକୁ ବୁଲି ନଦେଖନ୍ତୁ ।

କୁହାଯାଏ କି ଆମେ ସବୁବେଳେ ନିଜ ବଡ ବୟସ୍କ ଙ୍କ ଆଶିର୍ବାଦ ନେବା ଦରକାର, ଏଥିରେ ମଣିଷର ୟଶ, ଧନ ତଥା କିର୍ତ୍ତି ଆଦି ପ୍ରାପ୍ତି ହୋଇଥାଏ , ଏଥିପାଇଁ ଆମେ ଆପଣଙ୍କୁ କହିବାକୁ ଚାହିଁବୁ କି ଆପଣ ନିଜ ଘରୁ ବାହାରିଲେ ଘରେ ମହଜୁଦ୍ ଯେ କୌଣସି ବଡ ବୟସ୍କ ଲୋକଙ୍କ ଠାରୁ ଆଶିର୍ବାଦ ନେଇ ଯାଆନ୍ତୁ , ତଥା ଏହା ଛଡା ଆପଣ ଘରୁ ବାହାରିବା ସମୟରେ ଦହି ଚିନି ଖାଇକରି ବାହାରନ୍ତୁ , ଏମିତି କରିଲେ ଆପଣଙ୍କ କାମ ଶତ ପ୍ରତିଶତ ସଫଳତା ମିଳିଥାଏ

Leave a Reply

Your email address will not be published. Required fields are marked *