ରାତିରେ ଯଦି ଦେଖାଯାଏ ଏହି ଗୋଟିଏ ସଙ୍କେତ ତେବେ ବୁଝିଯିବେ କି ଆପଣ ହେବାକୁ ଯାଉଛନ୍ତି କୋଟିପତି
ବନ୍ଧୁଗଣ, ସବୁ ମଣିଷର ମନରେ ଜିଜ୍ଞାସାରେ ଭରା ହୋଇଥାଏ , ଏଇ ଜିଜ୍ଞାସାକୁ ନେଇ ବହୁତଥର ମଣିଷର ମନରେ ପ୍ରଶ୍ନ ଆସିଥାଏ , ଆଗକୁ ଯାଇକରି ତାର ଜୀବନରେ କଣ ହେବାକୁ ଅଛି , ଆସୁଥିବା କାଲି ତାହାପାଇଁ ଭଲ ହେବ କି ଖରାପ ଏହି ପ୍ରଶ୍ନ ତାର ଦିମାଗରେ ସବୁବେଳେ ଘେରେଇ ହୋଇକରି ରହିଥାଏ, ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ ମଣିଷର ଏହି ଜିଜ୍ଞାସାକୁ ମିଟାଇବାପାଇଁ କିଛି ସମାଧାନ ଦିଆଯାଇଛି , ଏହି ସମାଧାନର ଜରିଆରେ ଆମେ ଭବିଷ୍ୟରେ ହେବାକୁ ଥିବ ସୁଖଦ ଓ ଦୁଃଖଦ ଘଟଣାର ବିଷୟରେ ଜାଣିପାରିବେ । ଜ୍ୟୋତିଷ୍ୟଶାସ୍ତ୍ରର ଏକ ଶାଖା ଅଛି ଯାହାକୁ ଶଗୁନ୍ ଶାସ୍ତ୍ର କୁହାଯାଏ , ଏହାର ଅନ୍ତର୍ଗତ ପଶୁ ପକ୍ଷୀଙ୍କ ଠାରୁ ମିଳୁଥିବା ସଙ୍କେତ ଦ୍ୱାରା ଭବିଷ୍ୟରେ ହେବାକୁ ଥିବା ଘଟଣାର ଅନ୍ଦାଜା ଲଗାଯାଇପାରିବ , ଏହି କଡିରେ ଆଜି ଆମେ ଆପଣଙ୍କୁ ଗାଇ ଠାରୁ ମିଳୁଥିବା ସଙ୍କେତରମାଇନା ଲଗାଇବୁ, ଗାଇକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ପଶୁ ବୋଲି ମାନାଯାଏ , ମାନ୍ୟତା ଅନୁସାରେ ଗାଇର ଭିତରେ ୩୬ କୋଟି ଦେବୀ ଦେବତା ବାସ କରନ୍ତି , ଏହି କାରଣରୁ ଗାଇ ଠାରୁ ମିଳୁଥିବା ସଙ୍କେତ ଆମର ଭବିଷ୍ୟର ସଠିକ୍ ବ୍ୟାଖ୍ୟା କରିଥାଏ ।
ବନ୍ଧୁଗଣ ଏମିତି କୁହାଯାଏ କି ଯଦି ରାତିରେ ଆପଣ ବୁଲୁଛନ୍ତି କିମ୍ବା ରାତିରେ କେଉଁ ଆଡେ ଯାତ୍ରା କରୁଛନ୍ତି ଏହି ସମୟରେ ଯଦି ଆପଣଙ୍କୁ ଏମିତି ଏକ ଗାଈ ଦେଖାଯିବ ଯାହା ବୋବାଉଥିବ , କିମ୍ବା ଆବାଜ୍ ଦେଇ ଡାକୁଥିବ , ତେବେବୁଝିଯିବେ କି ଆପଣଙ୍କ ଭାଗ୍ୟ ବଦଳିବାର୍ ଅଛି , ରାତ୍ରୀରେ ଗାଈର ହୁଁକାର ଶୁଣିଲେ ଧନ ଲାଭର ସଙ୍କେତ ଆଡକୁ ଇସାରା କରେ , ଏହାର ମତଲବ ଏହା କି ଆପଣଙ୍କୁ ଜଲଦି ପଇସା ଆସିବାର ଅହି , କିମ୍ବା ପଇସା କମାଇବାର ଅବସର ପ୍ରାପ୍ତି ହେବ ।
ଯାତ୍ରା କରୁଥିବା ସମୟରେ ଗାଇର ଆବାଜ୍ ଶୁଣିବା ଶୁଭ ବୋଲି ମାନାଯାଏ , ଏମିତି ହେଲେ ପୁରା ଦିନ ଭଲରେ କଟିଥାଏ , ଓ ସବୁ କାର୍ଯ୍ୟ ସଂପୁର୍ଣ୍ଣ ହୋଇଥାଏ ।
ଯାତ୍ରା ସମୟରେ ଯଦି ଆପଣଙ୍କୁ ଗାଇ ନିଜ ପାଦକୁ ମାଟି ଖୋଳୁଥିବାର ଦେଖାଦିଏ ତେବେ ବୁଝିଯିବେ କି ଆସୁଥିବା ସମୟରେ ଆପଣଙ୍କୁ କେଉଁ ରୋଗ ହୋଇପାରେ ।
ଯଦି ଯାତ୍ରା ସମୟରେ ଯେଉଁ ଗାଇ କାନ୍ଦୁଥିବାର ନଜର ଆସେ ତେବେ ଏହା ଖରାପ ସଙ୍କେତ ହୋଇଥାଏ, ଏହାର ମତଲବ ହୋଇଥାଏ କି ଯାତ୍ରା କରୁଥିବା ବ୍ୟକ୍ତି ସହ କେଉଁ ଦୁର୍ଘଟଣା କିମ୍ବା ମୃତ୍ୟୁ ହୋଇପାରେ , ଏମିତି ସ୍ଥିତିରେ ନିଜ ଯାତ୍ରାକୁ ଯିବା ବନ୍ଦ କରିଦିଅନ୍ତୁ ।
ଯାତ୍ରା ସମୟରେ ଯଦି ଗାଇ ନିଜ ବାଛୁରୀ କୁ ଡାକୁଥିବାର ଦେଖାଦିଏ ତେବେ ବୁଝିଯିବେ କି ଆପଣଙ୍କ ସବୁ ମନୋକାମନା ପୁରା ହେବାର ଅଛି ।