December 21, 2024

Odia Express

Leading Odia News Portal of Odisha

୪ ଟି ଏମିତି ମିଛ ଯାହାକୁ ଆମେ ସବୁବେଳେ ସତ ମାନିକରି ଆସୁଛନ୍ତି , କିନ୍ତୁ ସତ୍ୟତା କିଛି ଅଲଗା ଅଟେ – ସେ ବିଷୟରେ ଏବେ ଜାଣିରଖନ୍ତୁ ..

ବହୁତଥର ଏମିତି ଜିନିଷ କରିଥାଉ ଯାହା ଆମେ ଛୁଆବେଳରୁ ସିଖାଯାଇଛି , ଆମେ କିଛି ଜିନିଷ ବିଷୟରେ ଭୁଲ୍ କୁହାଯାଇଛି , ଯାହା ଆମେ ସତ ମାନିନେଇଥାଉ, ଏମିତି ଆପଣଙ୍କ ଭୁଲ୍ ହୋଇନଥିବ , ଏମିତିରେ ଭୁଲ୍ ହୋଇଥାଏ ଯାହା ଆପଣଙ୍କୁ ସବୁ ଜିନିଷ ସିଖାଇଥାଏ, ଆସନ୍ତୁ ଜାଣିବା କେଉଁ ସେହି ଜିନିଷ ଅଟେ ଯାହା ଆପଣ ଭୁଲ୍ କରିଥାନ୍ତି ତେବେ ଆପଣଙ୍କୁ କେହି ବି ସଠିକ୍ ତରିକା କେହି ବି କହନ୍ତି ନାହିଁ ।

ଦେଖନ୍ତୁ ଆମେ ସମସ୍ତେ ଫୋନ୍ ନେଇଛେ , କିମ୍ବା ଏହା ବି କହିବା କି ଯେବେ ଆପଣଙ୍କ ଘରକୁ ଫୋନ୍ ଆସିଲା ତେବେ ଆମେ ଦେଖିଛେ କି ଫୋନ୍ ଅଧିକା ଚାର୍ଜ କରିଲେ ବ୍ୟାଟେରି ଖରାପ ହୋଇଯାଏ , ଓ ଆପଣଙ୍କ ଫୋନ୍ ଖରାପ ହୋଇଯିବ , କିନ୍ତୁ ଅସଲରେ ଯେଉଁ ସମୟରେ ଫୋନ୍ ଆସିଥିଲା , ସେହି ସମୟରେ ବ୍ୟାଟେରି ଅଧିକା ଚାର୍ଜ କରିବା ଦ୍ୱାରା ଫୁଲିଯାଉଥିଲା,  କିମ୍ବା ମୋବାଈଲ୍ କାମ୍ କରୁନଥିଲା,  କିନ୍ତୁ ଏବେ ଏମିତି ନୁହେଁ ଏବେ ଆଣ୍ତରୋଏଡ୍ ଫୋନ୍ ଜମାନା ଅଟେ,  ଏବେ ମୋବାଇଲ୍ ରେ ସ୍ମାର୍ଟ ବ୍ୟାଟେରି ଆସିଥାଏ , ଯାହା ଯେତେ ବି ଚାର୍ଜ କରିଲେ ବି ଖରାପ ହୁଏନାହିଁ । କାରଣ ବ୍ୟାଟେରି ଲିଥିୟମ୍ ଆୟନ୍ ରେ ତିଆରି ହୋଇଥାଏ , କିନ୍ତୁ ଆମର ଏବେ ପୁରୁଣା ବାଲା ଅଭ୍ୟାସ ଅଛ୍ ଯାହା କେବେ ଦୁର ହୋଇନଥାଏ ।

ଥଣ୍ତା ଲାଗିବା କଥା ମିଛ କହିବା- ଏହି କଥାର ମିଛ ସମସ୍ତଙ୍କୁ ଜଣାଥିବା ଦରକାର , ଥଣ୍ତା ମୌସୁମରେ ଯଦି ଆପଣଙ୍କୁ ଆଇସକ୍ରିମ୍  ଖାଇବେ ତ ଆପଣଙ୍କୁ ଥଣ୍ତା ଲାଗିଯିବ , ଯଦି ଥଣ୍ତା ପାଣି ପିଇବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବ , କିନ୍ତୁ ସତ ଆଉ କିଛି ଅଛି , ବନ୍ଧୁଗଣ ଥଣ୍ତାରେ ଆଇସକ୍ରିମ୍ ଖାଇଲେ କିମ୍ବା ଥଣ୍ତା ପାଣି ପିଇଲେ ଥଣ୍ତା ଧରେ ନାହିଁ ,ଆମକୁ ଥଣ୍ତା ତେବେ ଲାଗିଥାଏ ଯେବେ ଆମର ମଧ୍ୟରେ ଭାଇରସ୍ ହୋଇଥାଏ , ତେବେ ଆପଣ ନିଜର କେତେ ଯତ୍ନ କରିନିଅନ୍ତୁ ତେବେ ଆପଣଙ୍କୁ ଥଣ୍ତା ହିଁ ଲାଗିବ , ତେବେ ଆଗମୀ ଥର ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କୁ ଥଣ୍ତା ଜିନିଷ ଖାଇବାରେ ଲାଗେନି, ବରଂ ଆପଣ ଥଣ୍ତା ମଧ୍ୟରେ ଆପଣଙ୍କ ଭିତରେ ଯେଉଁ ଭାଇରସ୍ ହୋଇଥାଏ ତାହା ଥଣ୍ତାର କାରଣରୁ ହିଁ ହୋଇଥାଏ ।

ଅଧିକା ଟିଭି ଦେଖିଲେ ଆଖି ଖରାପ ହେବା- ଏହି ଜିନିଷ ତ ଆପଣଙ୍କ ଘର ଲୋକ ଆପଣଙ୍କ ଜୀବନରେ ଥରେ ମାତ୍ର କହିଥିବେ , ଏତେ ଟିଭି ଦେଖେନି, ନହେଲେ ଆଖି ଖରାପ ହୋଇଯିବ , କିନ୍ତୁ ସତ କଥା ଆଉ କିଛି ଅଛି , ସେମିତି ଅଧିକା ଟିଭି ଦେଖିଲେ ଆଖିରେ କିଛି ସମୟ ପାଇଁ ଅସୁବିଧା ହୋଇଥାଏ , ଯାହା ଆପଣଙ୍କ ଆଖିକୁ ଟିକିଏ ହାଲକା ପିଡା ଦେଇଥାଏ , କିନ୍ତୁ ଆମେ ଆପଣଙ୍କୁ ସତ କହିବୁ ଏକା ଏକ ମିଥ୍ୟା କଥା ଅଟେ ଅଧିକା ଟିଭି ଦେଖିଲେ ଆପଣଙ୍କ ଆଖିକୁ କ୍ଷତି ହୋଇନଥାଏ,  ଟିଭି ଦେଖିଲେ ଆଖି ସହ କିଛି ଲେଣଦେଣ ନଥାଏ , ତେବେ ଆଗାମୀ ଥର ଆପଣଙ୍କୁ କିଏ ଟିଭି ଦେଖିବାକୁ ଅଟକାଏ ତେବେ ଆପଣ ଏହି ବିଷୟରେ କହିବେ କି ଟିଭି ଦେଖିଲେ ଆଖି ଖରାପ ହୋଇନଥାଏ ।କିନ୍ତୁ ଛୋଟ ପିଲା ଅଧିକ ସମୟ ଟିଭି ନ ଦେଖି ପାଠ ପଢିବା ଉଚିତ

ବ୍ୟାଗକୁ ପଛରେ ପକାଇ ବୁଲିବା ଭୁଲ୍- ଆମେ ବହୁତଥର ଏହି ଜିନିଷ ଦେଖିଥାଉ କି ସ୍କୁଲ୍ କିମ୍ବା କଲେଜରେ କିମ୍ବା ଅଫିସ୍ ଯାଉଥିବା ସମୟରେ ବ୍ୟାଗ୍ ପଛରେ ଟାଙ୍ଗିଥାଉ, ଏମିତି ଆମେ ଏଥିପାଇଁ କରୁକାରଣ ଆମର ଅଭ୍ୟାସ ହୋଇଯାଇଛି, କିନ୍ତୁ ଏମିତି କରିବା ଭୁଲ୍ ଅଟେ ,ଏମିତି କଲେ ଛୁଆଙ୍କର ହାଇଟ୍ ଉପରେ ପ୍ରଭାବ ପକାଇଥାଏ,  ଯାହା ଦ୍ୱାରା ଆଉ ସେମାନେ ବଢିପାରନ୍ତି ନାହିଁ,  କିନ୍ତୁ ଯଦି ଆପଣ ନିଜ ବ୍ୟାଗ୍ ଆଗପଟକୁ ଲଗାନ୍ତି ତେବେ ଏହି ରୋଗରୁ ବଞ୍ଚିପାରିବେ ।ତେବେ ଭଲ ଲାଗିଲେ ନିଶ୍ଚୟ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *