କାଉ ଓ ପେଚା ସହ ଯୋଡି ହୋଇଥିବା କିଛି ଶୁଭ ଓ ଅଶୁଭ କଥା ଯାହା ଆପଣଙ୍କୁ ଧନବାନ ବନାଇପାରିବ , ନହେଲେ କାଙ୍ଗାଳ ବି କରିଦେବ..
ଯେବେ ଅନ୍ଧବିଶ୍ୱାସର କଥା ଆସେ ତେବେ ଭାରତରେ ଲୋକେ ସବୁଠାରୁ ଅଧିକା ବେଶୀ ମାନିଥାନ୍ତି , ଯଦି ଆପଣ ଶୁଭ ଓ ଅଶୁଭ ଉପରେ ବିଶ୍ୱାସ କରନ୍ତି , ତେବେ ଆଜି ଏହି ପୋଷ୍ଟରେ ଦିଆଯାଇଥିବା ସୁଚନା ଉପରେ ନିଶ୍ଚିତ ବିଶ୍ୱାସ କରିବେ , କାରଣ ଶୁଭ ଓ ଅଶୁଭ କଥା କେବଳ ବିଶ୍ୱାସ ଉପରେ ନିର୍ଭର କରିଥାଏ , ଅନ୍ୟଥା ଏହି କଥା ଲୋକ କେବଳ ଏକ ଅନ୍ଧବିଶ୍ୱାସକୁ ନେଇ ଚାଲନ୍ତି , ଯେପରି ଆମେ ଜାଣିଛେ କି ହିନ୍ଧୁ ଧର୍ମରେ ଏମିତି ବହୁ ସାରା ପକ୍ଷୀ ଓ ପଶୁ ଅଛନ୍ତି ଯାହାଙ୍କ ବିଷୟରେ ଲୋକେ ମନରେ ନାନାପ୍ରକାରର ଅନ୍ଧବିଶ୍ୱାସକୁ ନେଇ ଚଳନ୍ତି । ପେଚା ଓ କାଉ ସହ ଯୋଡି ହୋଇଥିବା ଶୁଭ ଓ ଅଶୁଭ ପ୍ରକୃତରେ ସୁଚନା ପ୍ରାପ୍ତି କରିବାପାଇଁ ରୋଚକ ଅଟେ ଏହାର ମୁତାବିକ ପେଚା ଓ କାଉ କିଛି ଇସାରା ଆମ ପାଇଁ ଶୁଭ ହୋଇଥାଏ , ସେମିତି କିଛି ଅଶୁଭ ବି ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି କାଉ ଓ ପେଚା ସହ ଯୋଡି ହୋଇଥିବା କିଛି ଶୁଭ ଓ ଅଶୁଭ ବିଷୟରେ କହିବୁ, ଯାହା ବହୁତ ରୋଚକ ଅଟେ , ଓ ମହତ୍ତ୍ୱପୁର୍ଣ୍ଣ ବି ।
କାଉ ସହ ଯୋଡି ହୋଇଥିବା କିଛି ଶୁଭ ଓ ଅଶୁଭ ଲକ୍ଷଣ- ଯଦି କେଉଁ ଘରେ ବହୁତ ସାରା କାଉ ମିଶିକରି ଏକାସାଙ୍ଗେ ଚିତ୍କାର କରନ୍ତି ତେବେ ସେହି ଘର ପାଇଁ ସ୍ରାପିତ ସିଦ୍ଧ ହେବ , ଏମିତି ମାନାଯାଏ କି ସେହି ଜାଗାରେ କିମ୍ବା ଘରେ ରହୁଥିବା ଲୋକଙ୍କୁ ବଡ ଅସୁବିଧା କିମ୍ବା ଅଲକ୍ଷଣ ହେବାର ସଙ୍କେତ ଦେଇଥାଏ , ଯଦି ଆକାଶରେ ଉଡୁଥିବା କାଉ କାହା ମୁଣ୍ତ ଉପରେ ମଳତ୍ୟାଗ କରିଦିଏ ତେବେ ଏହା ରୋଗ ହେବାର ସଙ୍କେତ ଦେଇଥାଏ , ଓ ଯଦି ହାଡର ଖଣ୍ତ ପକାଇଦିଏ ତେବେ ସେହି ବ୍ୟକ୍ତି ଉପରେ ଭାରି ସଙ୍କଟ ଆସିବାର ଜଣାଯାଏ । ଯଦି କାଉର ଡେଣା ବେଶୀ ଆବାଜ୍ କରୁଥାଏ , ଏହା ବହୁତ ବଡ ଅଶୁଭ ସଙ୍କେତ ବୋଲି ଜଣାଯାଏ । ଯଦି କେଉଁ କାଉ ଯାତ୍ରା କରୁଥିବା ବ୍ୟକ୍ତି ସାମ୍ନାରେ ଆସିକରି ନିଜ ସାମାନ୍ୟ ସ୍ୱରରେ କା କା କରେ ଓ ଚାଲିଯାଏ , ତେବେ କାର୍ଯ୍ୟସିଦ୍ଧି ହେବାର ସଙ୍କେତ ଦେଇଥାଏ , ଯଦି କେଉଁ ମହିଳାର ମୁଣ୍ତ ଉପରେ କାଉ ବସିଯାଏ , ତେବେ ତାର ସ୍ୱାମୀ ଗମ୍ଭୀର ସଙ୍କଟର ସାମ୍ନା କରିପାରନ୍ତି ।
ପେଚା ସହ ଯୋଡି ହୋଇଥିବା ଅଶୁଭ ଲକ୍ଷଣ- ପେଚାର ଆବାଜ୍ ମୃତ୍ୟୁ ସୁଚକ ବୋଲି କୁହାଯାଏ , ଯଦି କାହାକୁ ତାହାର ଆବାଜ୍ ଶୁଣାଯାଏ , ତେବେ ସେ ଡରି ଥାଏ , ସେମିତି ଅନ୍ୟପଟେ ଭାରତର ପଡୋଶୀ ଦେଶ ଚିନ୍ ରେ ପେଚା ଦେଖାଦେଲେ ନିଜର ନୁହେଁ ବରଂ ପଡୋଶୀର ମୃତ୍ୟୁର ସୁଚକ ବୋଲି ମାନିଥାନ୍ତି । ଯଦି ଲଗାତାର କେଉଁ ଘରେ କେଉଂ ପେଚା ଯିବାଆସିବା କରେ ତେବେ ବୁଝିଯିବେ କି ସେହି ଘର ଭାଙ୍ଗିବାର ଅଛି , କିମ୍ବା ସେହି ଘରର ମାଲିକ ଜଲଦି କେଉଁ ବିପଦରେ ପଡିବାର୍ ସଙ୍କେତ ପାଇବେ । ଯଦି କେଉଁ ବ୍ୟକ୍ତିର ଘର କବାଟରେ ପେଚା ତିନିଦିନରୁ ଅଧିକା ଦିନ ରୋଦନ କରେ , ତେବେ ତାହାର ଭବନରେ ଡକାୟତ ହେବାର ସଂମ୍ଭାବନା ବଢିଯାଏ ,
ଏହାର ମତଲବ ହୋଇଥାଏ କି ତାହାକୁ କେଉଁ ପ୍ରକାରର ଧନ ହାନି ହେବାର ଅଛି , ଯଦି ଆପଣଙ୍କ ଘରକୁ ଆସିଥିବା ଅତିଥିଙ୍କ ପଛ ପଟେ ପେଚା ଦେଖାଯାଆନ୍ତି ତେବେ ମନମୁତାବିକ ଇଚ୍ଛା ପୁରା ହୋଇଥାଏ । ଯଦି ପେଆ ରାତିରେ ଯାତ୍ରା କରୁଥିବା ବେଳେ ହୋମ୍ ହୋମ୍ ଆବାଜ୍ କରିଥାଏ ,ତେବେ ଏହା ଶୁଭ ଫଳ ମିଳିଥାଏ , ଯଦି ଆପଣଙ୍କୁ ରାତିରେ ଧଳା ପେଚା ଦେଖାଦେଇଥାଏ ତେବେ ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସଙ୍କେତ ଦେଇଥାଏ ।