December 22, 2024

Odia Express

Leading Odia News Portal of Odisha

ଫିଲ୍ମରେ ପୋଷ୍ଟର୍ ଲଗାଉଥିବା ଏହି ପିଲାଟି ବଡ ହୋଇ ନିଜେ ହୋଇଗଲା ବଲିଉଡ୍ ର ସୁପରଷ୍ଟାର୍, ନାଁ ଜାଣିଲେ ଆପଣ ବି ହୋଇଯିବେ ଚକିତ..

ଆଜି ଆମେ ଆପଣଙ୍କୁ ବଲିଉଡ୍ ର ଏମିତି ଏକ ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଯାଊଛୁ, ଯିଏ ଛୁଆବେଳେ ଫିଲ୍ମର୍ ପୋଷ୍ଟର ଲଗାଇବାର କାମ କରୁଥିଲେ , କିନ୍ତୁ ବଡ ହୋଇକରି ନିଜେ ବଲିଉଡ୍ ର ଜଣେ ପ୍ରତିଭାବାନ୍ ଅଭିନେତା ହୋଇଯାଇଥିଲେ,  ହଁ ଆଜ୍ଞା କହିଦେବୁ କି ଆମେ ଏଠାରେ ଆଉ କେହି ନୁହେଁ ବରଂ ବଲିଉଡ୍ ର ଜଗୁ ଦାଦା ମାନେ ଜ୍ୟାକି ଶ୍ରଫଙ୍କ ବିଷୟର୍ କହୁଛୁ  ,ତାଙ୍କର ଜନ୍ମ ଫେବୃୟାରୀ ୧୯୫୮ କୁ ସାଉଥ୍ ମୁମ୍ବାଇରେ ଗ୍ରାଉଣ୍ତରୋଡ୍ ସ୍ଥିତ ଏକ ସାଧାରଣ ପରିବାରରେ ହୋଇଥିଲା,  କହିଦେବୁ କି ଜ୍ୟାକିଙ୍କ ବାପା ଗୁଜୁରାଟି ଥିଲେ ,କିନ୍ତୁ ମା ମୁଳସ୍ଥାନ କାଜକିସ୍ଥାନର ଥିଲା , ଜ୍ୟାକିଙ୍କ ଜୀବନ ସହ ଯୋଡି ହୋଇଥିବା ଏମିତି ବହୁତ କାହାଣୀ ଅଛି ଯାହାକୁ ବହୁତ କମ୍ ଲୋକ ଜାଣିଥିବେ , ଏଥିପାଇଁ ଆଜି ଆମେ ତାଙ୍କ ଜୀବନ ସଂମ୍ପର୍କିତ ଖବର ଜଣାଇବାକୁ ଯାଉଛୁ । ଆପଣଙ୍କୁ କହିଦେବୁ କି ଜ୍ୟାକି ଶ୍ରଫ୍ ଏକ ଇଣ୍ଟରଭ୍ୟୁ ସମୟରେ ନିଜେ କହିଥିଲେ କି ସେ ଛୁଆ ବେଳରୁ ଫିଲ୍ମ ରିଲିଜ୍ ହେବାର୍ ଅପେକ୍ଷା କରୁତିଲେ,

ଏଥିପାଇଁ ଯାହାଦ୍ୱାରା ସେ ନିଜ ଛୁଆବେଳର ସାଙ୍ଗମାନଙ୍କ ସହ ଯାଇକରି ଫିଲ୍ମର ପୋଷ୍ଟର ଲଗାଇପାରିବେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦ୍ୱିପହର ପର୍ଯ୍ୟନ୍ତ କାମ କରିବା ବଦଳରେ ତାଙ୍କୁ କେବଳ ଚାରି ଅଣା ମିଳୁଥିଲା , ଯେବେ କି ଆଜିର ସମୟରେ ଚାରି ଅଣାର କୌଣସି ମୁଲ୍ୟ ନାହିଁ , ଏହାପରେ ଜ୍ୟାକି କହିଲେ କି ସେ ଦିନେ ଠିଆ ହୋଇ ବସର ଅପେକ୍ଷା କରୁଥିଲେ , ଏହି ସମୟରେ ଏକ ଅଜଣା ଲୋକ ତାଙ୍କ ପାଖକୁ ଆସିଲା ଓ ତାଙ୍କୁ ପଚାରିଥିଲା କି କଣ କରୁଛନ୍ତି । ଏମିତିରେ ଜ୍ୟାକି ତାଙ୍କ କାମ ବିଷୟରେ କହିଲେ ଯାହାପରେ ସେହି ବ୍ୟକ୍ତି କହିଲା କି ତାଙ୍କ ପାଖରେ ମାର୍କେଟିଙ୍ଗ୍ ଏଜେନ୍ସିର ଏକ ଜବ୍ ଅଛି , ଏଥିପାଇଁ ଯଦି ସେ ଚାହିଁବେ ତେବେ ସେଠାରେ ମଡେଲିଙ୍ଗ୍ କରିପାରିବେ , କହିଦେବୁ କି ସେହି ବ୍ୟକ୍ତି ଜ୍ୟାକିଙ୍କୁ ଫଟୋ କ୍ଲିକ୍ କରିବାକୁ ଅଫର୍ କରିଥିଲେ

କହିଥିଲେ କି ଏହାପାଇଁ ସେ ତାଙ୍କୁ ପଇସା ବି ଦେବେ , ଜ୍ୟାକି ସେହି ଲୋକ ସହ ଚାଲିଗଲେ , ଓ ନିଜ ଫଟୋ ସେସନ୍ କରାଇଥିଲେ, କହିଦେବୁ କି ଏହାପରେ ଜ୍ୟାକି ଏକ ସଫଳ ମଡେଲର୍ ହୋଇ ବାହାରିଲେ,  ଏହା ସହ ତାଙ୍କୁ ଗୋଟିଏ ବିଜ୍ଞାପନରେ ମଡେଲିଙ୍ଗ୍ କରିବାକୁ ୭ ହଜାର ଟଙ୍କା ଦିଆଯାଇଥିଲା । ଏହା ପରେ ଅଭିନୟର କ୍ଲାସେସ୍ ସମୟରେ ଜ୍ୟାକିଙ୍କ ସାକ୍ଷାତ ଦେବାଆନନ୍ଦଙ୍କ ପୁଅ ସୁନିଲ୍ ଆନନ୍ଦଙ୍କ ସହ ହୋଇଥିଲା, ଏହାପରେ ଦୁହେଁ ଭଲ ବନ୍ଧୁତା ହୋଇଗଲା, କହିଦେବୁ କି ଜ୍ୟାକି ଶ୍ରଫ ବାରମ୍ବାର ସୁନିଲ୍ ଙ୍କୁ ଦେଖାକରୁଥିଲେ, କାରଣ ତାଙ୍କୁ ଏମିତି ଲାଗୁଥିଲା କି ତାଙ୍କ ଦ୍ୱାରା ତାଙ୍କ ସାକ୍ଷାତ ଦେବାଆନନ୍ଦ ଙ୍କ ସହ ହୋଇପାରିବ

ଜ୍ୟାକି ଦେବାଆନନ୍ଦଙ୍କ ବହୁତ ବଡ ଫ୍ୟାନ୍ ଥିଲେ,  କହିଦେବୁ କି ଦିନେ ଜ୍ୟାକିଙ୍କ ଇଚ୍ଛା ପୁରାହୋଇଗଲା,  ସେ ଦେବାଆନନ୍ଦଙ୍କୁ ଦେଖାକଲେ , ଏହାପରେ ଦେବାଆନନ୍ଦ ତାଙ୍କୁ ନିଜ ଫିଲ୍ମ ସ୍ୱାମୀ ଦାଦାରେ ଏକ ଛୋଟ ରୋଲ୍ ବି ଅଫର୍ କରିଥିଲେ । ଏହି ରୋଲ୍ ଦ୍ୱାରା ତାଙ୍କ ଫିଲ୍ମ କ୍ୟାରିୟର୍ ଆରମ୍ଭ ହୋଇଥିଲା,  ଓ ଦେଖୁ ଦେଖୁ କେବଳ ଜ୍ୟାକି ଶ୍ରଫ୍ ନୁହେଁ ବରଂ ତାଙ୍କ ପୁଅ ଟାଇଗର୍ ଶ୍ରଫ୍ ବି ଏକ ବଡ ସୁପରଷ୍ଟାର୍ ହୋଇଯାଇଛନ୍ତି  ବୋଧେ ଏହା ସବୁ ଭାଗ୍ୟର ଖେଳ କହନ୍ତି ।

Leave a Reply

Your email address will not be published. Required fields are marked *