December 23, 2024

Odia Express

Leading Odia News Portal of Odisha

ପୁଜାର ଘରେ ଭୋଳାନାଥଙ୍କ ପ୍ରତିମାର ସାମ୍ନାରେ ରଖିଦିଅନ୍ତୁ ଏହି ଖାସ୍ ଜିନିଷ, ଖୋଲିଯିବ ଭାଗ୍ୟ ଓ ମିଳିବ ଧନ

ଏହି ଦୁନିଆଁରେ ସବୁ ଖେଳ ପଇସାର ହୋଇଥାଏ । ସମସ୍ତେ ଆଜିର ଜମାନାରେ ଅଧିକାରୁ ଅଧିକା ପଇସା କମାଇବାରେ ଭାବନ୍ତି , ଏମିତିରେ ଏହି ପଇସା ଅର୍ଜନ କରିବାପାଇଁ ସେ ନାନାପ୍ରକାରର କାମ କାର୍ଯ୍ୟ ଯୋଗାଡରେ ଲାଗିଯାଆନ୍ତି , କିନ୍ତୁ କିଛି କରିବାପରେ ବି ବହୁତ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ପଇସା ମିଳିପାରେ ନାହିଁ, ଯେବେ ପରିଶ୍ରମ ପରେ ବି ପଇସା ଆପଣଙ୍କ ହାତକୁ ନ ମିଳେ ତେବେ ବୁଝିନେବେ କି ଆପଣଙ୍କ ଖରାପ ଭାଗ୍ୟର ଏହା ପ୍ରଭାବ ଅଟେ,  ପଇସା ଆସିବା ଓ ତାହା ଘର ସ୍ଥାୟୀ ହୋଇ ରହିବା ଭାଗ୍ୟର ଏକ ବଡ ରୋଲ୍ ନିଭାଇଥାଏ , ଏମିତିରେ ପଇସାର ମାମଲାରେ ନିଜ ଭାଗ୍ୟ ସୁଧାରିବାପାଇଁ ବହୁତ ଲୋକ ଲକ୍ଷ୍ମୀ ଙ୍କୁ ପୁଜା କରିଥାନ୍ତି , ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଛି , ଏଥିରେ କୌଣସି ସନ୍ଦେହ ନାହିଁ କି ତାଙ୍କୁ ପ୍ରସନ୍ନ କରିଦେଲେ ପଇସା ମାମଲାରେ ଆପଣଙ୍କ ଭାଗ୍ୟ ପ୍ରବଳ ହୋଇଯାଏ ।

କିନ୍ତୁ ବହୁତ୍ କମ୍ ଲୋକ ଜାଣିଛନ୍ତି କି ଲକ୍ଷ୍ମୀଙ୍କ ଛଡା ଶିବ ଆପଣଙ୍କ ଧନ ସଂବନ୍ଧିତ ସମସ୍ୟା ଦୂର କରିପାରିବେ , ଶିବ ସବୁ ଦେବତାଙ୍କ ମଧ୍ୟରେ ଅଧିକା ଶକ୍ତିଶାଳୀ ବୋଲି ମାନାଯାଏ , ଏମିତିରେ ଆପଣଙ୍କ ଜୀବନରେ ଏକ ବଡ ଦୁର୍ଭାଗ୍ୟ ଚାଲୁଥିଲେ ଥରେ ଯଦି ଶିବଙ୍କୁ ପ୍ରସନ୍ନ କରିଦେବେ ତେବେ ଆପଣଙ୍କ ଭାଗ୍ୟ ଖୋଲିଯିବ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଶିବଙ୍କ ପାଇଁ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଭାଗ୍ୟ ଚମକାଇଦେବ , ଓ ଧନ ଅର୍ଜନ କରିବାର ରାସ୍ତା ଖୋଲିଦେବ । ଆମ ସମସ୍ତଙ୍କ ଘରେ ଏକ ପୁଜା ସ୍ଥଳ ନିଶ୍ଚିତ ହୋଇଥାଏ , ଯେଉଁଠି ଆମେ ପୁଜା କରିଥାଉ , ଏହି ପୁଜା ଘରରେ ସବୁ ଭଗବାନଙ୍କ ସହ ଶିବଙ୍କର ପ୍ରତିମା ନିଶ୍ଚିତ ରୁପେ ରହିଥାଏ , ଆପଣଙ୍କୁ ଖାଲି ଏହି ପ୍ରତିମା ସାମ୍ନାରେ ଏକ ଖାସ୍ ଜିନିଷ ରଖିବାର ଅଛି , ଏହି ଖାସ୍ ଜିନିଷ ଧନକୁ ନେଇକରି ଆପଣଙ୍କ ଭାଗ୍ୟ ଚମକାଇଦେବ , ତେବେ ଆସନ୍ତୁ ଜାଣିବା କଣ ସେହି ଖାସ୍ ଜିନିଷ ।

ଯେପରି ଆପଣ ଜାଣିଛନ୍ତି କି ସୋମବାର ଦିନ ଶିବଙ୍କର୍ ଖାସ୍ ଦିନ ହୋଇଥାଏ,  ଏହି ଉପାୟ ଦ୍ୱାରା ଆପଣ ସୋମବାର ଦିନ ଲାଭବାନ ହୋଇପାରିବେ , ଏହାକୁ କେବଳ ସୋମବାର ଦିନ ହିଁ କରିବାର ଅଛି, ଏହି ଦିନରେ ଆପଣଙ୍କୁ ସକାଳୁ ସକାଲୁ ଗାଧୋଇକରି ଶିବଙ୍କର ପ୍ରତିମା ସାମ୍ନାକୁ ଯିବେ , ଓ ସେଠାରେ ଏକ କଦଳୀର ପତ୍ର ରଖିବେ , ଏହି ପତ୍ରରେ ୧୦ ଟଙ୍କା ଥୋଇଦେବେ , ଏହି ନୋଟ୍ ଉପରେ ଏକ ରୁପାର ପଇସା ରଖିଦେବେ , ଏହି ରୁପାର ପଇସା ଉପରେ ଏକ ଟଙ୍କାର ମୁଦ୍ରା ରଖିଦେବେ , ଏବେ ଏହି ଏକ ଟଙ୍କା ଉପରେ ଏକ ସାବୁତ୍ ମଧୁରୀ ରଖିବେ ।

ଏବେ ଆପଣଙ୍କୁ ଶିବଙ୍କର ଆରତୀ କରିବାର ଅଛି, ଆରତୀପରେ କୁମ୍ କୁମ୍ ଚାଉଳମ୍ ଓ ଅଭିର ପୁର୍ବରୁ ଶିବଙ୍କର ପୁଜା କରନ୍ତୁ , ଓ ଏହି ନୋଟ୍ ଓ ପଇସାର ପୁଜା କରନ୍ତୁ , ସୋମବାର୍ ଦିନ ଶିବଙ୍କୁ ସାମ୍ନାରେ ରହିବାକୁ ଦିଅନ୍ତୁ , ଆଗାମୀ ଦିନ ଆପଣ ତାହାକୁ ହଟାଇ ପଇସା ଓ ନୋଟ୍ କୁ ଘରର ଆଲମୀରାରେ ରଖିଦିଅନ୍ତୁ , ଯେବେ ଆଗାମୀ ସୋମବାର ଆସିବ ତେବେ ପୁନଶ୍ଚ ସେହି ଉପାୟ କରନ୍ତୁ , ଏମିତି କମ୍ ସେ କମ୍ ଚାରି ସୋମବାର କରନ୍ତୁ , ଏହି ଉପାୟକୁ ନିୟମ ଅନୁସାରେ କରିଲେ ଏକ ମାସ ମଧ୍ୟରେ ଆପଣଙ୍କ ଧନ ସଂବନ୍ଧିତ ସବୁ ଅସୁବିଧା ଦୂର୍ ହୋଇଯୀବ , ଓ ପଇସା ଆସିବା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *