ଏହି ଗୋରା ମ୍ୟାଡାମ୍ ଙ୍କୁ ଲାଗିଲା ଭାରତର ଚାହାର ଏମିତି ଚସକା, ହୋଇଗଲେ ୨୦୦ କୋଟିର ମାଲିକାଣୀ, ଜାଣନ୍ତୁ କିପରି…
ଭାରତୀୟ ଲୋକଙ୍କର ଗୋଟିଏ ଖାସ୍ କଥା ଏହା କି ତାଙ୍କୁ ଚାହା ପିଇବା ବହୁତ ସଉକ ରହିଥାଏ , କିଛି ଲୋକ ଚାହାର ଏତେ ଦ୍ୱିୱାନା ହୋଇଥାନ୍ତି କି ଯେବେ ସକାଳର ଚାହା ନ ପିଅନ୍ତି ତେବେ ସକାଳ ହୋଇନଥାଏ , ଏମିତି ଆମେ ଏବେ ଚାହା ପିଇଲା ଲୋକଙ୍କର କଥା କହୁଛୁ, ଚାହା ବନାଇବା ଲୋକଙ୍କର ବିଷୟରେ କଣ କହିବା , ଆପଣ ଅନ୍ଦାଜା ଲଗାଇପାରିବେ କି ପାଞ୍ଚ ଦଶ ଟଙ୍କାର ଚାହା ବନାଇବାପରେ କେମିତି କେଉଁ ଲୋକ ଲକ୍ଷପତି କିମ୍ବା କୋଟିପତି ହୋଇପାରିବ , ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ ଅଟେ , ଜଣାଯାଏ କି ଏକ ମହିଳା ଚାହା ବିକ୍ରିକରି କୋଟିପତି ହୋଇଗଲା, ଓ ଆଶ୍ଚର୍ଯ୍ୟର କଥା କି ଏହି ମହିଳା ଆମେରିକାର ବାସିନ୍ଦା ଅଟନ୍ତି , ଓ ଭାରତୀୟ ଚାହାର ଚସକା ଏମିତି ଲାଗିଲା ଆଜି ସେ କୋଟିଏ ଟଙ୍କାର ମାଲିକାଣୀ ଅଟନ୍ତି , ଚାଲନ୍ତୁ କହିବୁ ତାଙ୍କ ବିଷୟରେ ପୁରା କାହାଣି ।
ଆମେରିକାର ବ୍ରୁକ୍ ଏଡି ଆଜି ଚାହା ବିକ୍ରି କରି ୨୦୦ କୋଟିର ମାଲିକାଣୀ ହୋଇସାରିଛନ୍ତି, ଆଶ୍ଚର୍ଯ୍ୟର କଥା ଏହା କି ସେ ଚାହା ବିକ୍ରି କରିବାର ଆଇଡିଆ ଭାରତରୁ ପାଇଲେ, ୨୦୦୨ ରେ ଏଡି ଭାରତ ଆସିଥିଲେ, ୨୦୦୬ ପର୍ଯ୍ୟନ୍ତ ଭାରତ ପୁରା ଯାତ୍ରା କରିବାପରେ ଯେବେ ଫେରିଲେ ଦେଶକୁ ଫେରିଲେ ତେବେ ସେଠାକାର୍ କ୍ୟାଫେରେ ଯେବେ ଚାହା ପିଇଲେ ତେବେ ଭାରତର ଚାହାର ସ୍ୱାଦ ପାଇନଥିଲେ, ସେ କିନ୍ତୁ ଆଶା ହରାଈନଥିଲେ, ତାଙ୍କ ଭିତରେ ଚାହା ଜୁନୁନ୍ ଏମିତି ଥିଲା କି ସେ ନିଜେ ଚାହାର ବିଜନେସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏହିପରି ୨୦୦୭ ରେ ଏଡି ନିଜ ଚାହାର ବିଜନେସ୍ ଆରମ୍ଭ କଲେ , ଯାହାର ନାଁ ସେ ହିନ୍ଦୁସ୍ଥାନୀ ନାଁ ରଖିଲେ , ଭକ୍ତି ଚାହା, ଏଡି ନିଜ କାରରେ ଭକ୍ତି ଚାହାର ପୁରା ସେଟ୍ ଲଗାଇଦେଲେ , ଓ ଆମେରିକାରେ ଭାରତୀୟ ଚାହାର ସ୍ୱାଦ ବିକ୍ରି କଲେ, ଜଣେଇଦେବୁ କି ଏଡୀ ଗୋଟେ ଛୁଆର ମା ଅଟନ୍ତି , ସେ ନିଜ ପୁର୍ଣ୍ଣକାଳିକ ଚାକିରି ଛାଡିଦେଇଛନ୍ତି , ୨୦୧୪ ରେ ବ୍ରୁକ୍ ଏଡି ଈଣ୍ଟରପ୍ରିନିୟୋର୍ ପତ୍ରିକାରେ ଏଣ୍ଟରର୍ପ୍ରିନିୟର୍ ଅଫ୍ ଦି ଇୟର୍ ଆୱାର୍ଡ ରେ ଟପ୍ ୫ ତାଲିକାରେ ଫାଈନାଲିଷ୍ଟ ଥିଲେ । ଆମେରିକାର ସାପ୍ତାହିକ ମ୍ୟାଗାଜିନ୍ ମୁତାବିକ ୨୦୦୨ ରେ ଭାରତର ଯାତ୍ରା ସମୟରେ ଏଡି ଭାରତୀୟ ଚାହାକୁ ଭଲ ପାଇଯାଇଥିଲେୱ୍, କିନ୍ତୁ ଯେବେ ସେ ୨୦୦୬ ରେ ଆମେରିକା ଫେରିଥିଲେ, ତେବେ ସେ ଭାରତର ଚାହାପାଇଁ ପାଗଳ ହୋଇଯାଇଥିଲେ
ଯେପରି ସ୍ୱାଦ ଭାରତର ଚାହାରେ ମିଳୁଥିଲା ଏଡି ୨୦୦୬ ରେ ଭକ୍ତି ର ଆଦର୍ଶ ସହ ନିଜ କମ୍ପାନୀ ବନାଇବାର ଫଇସଲା କଲେ, ସେ ନିଜ ଗାଡିର ପଛପଟେ ଏକ ସେଟ୍ ଲଗାଇଲେ , ଓ ସେଥିରେ ଚାହା ବିକ୍ରି କରିବା ଆରମ୍ଭ କରିଦେଲେ , ତୁରନ୍ତ ଏଡିଙ୍କ ଚାହାର ଲୋକେ ଦିୱାନା ହୋଇଗଲେ, ଓ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ବଢିଗଲା । କାର୍ ରେ ଭକ୍ତି ଚାହା ବାଲି ଏଡି କେବଳ ଗୋଟେ ବର୍ଷରେ ଏକ ସେଲିବ୍ରେଟି ହୋଈଯାଇଥିଲେ , ଭକ୍ତି ଚାହା ନିଜର ଏକ ୱେବସାଇଡ୍ ଲଞ୍ଚ କରିଦେଲେ , ଏଡି ଘର ଘର ବୁଲି ବିକ୍ରି କରୁଥିବା କମ୍ପାନୀର ଗ୍ରୋଥ ଓ ବିଜନେସ୍ ରୁପରେ ଆଗକୁ ବଢିଗଲା ।
ଏଡି କହନ୍ତି କି ମୁଁ ଏକ ବିଦେଶିନୀ ଅଟେ, ଓ ଆମେରିକାର କାଲୋରାଡୋରେ ଜନ୍ମ ହେଇଛି, ମୋର ମନରେ ଭାରତ ପାଇଁ କିଛି ହେବା ଦରକାର ନାହୀଁ କିନ୍ତୁ ମୋର ମନରେ ଭଲ ପାଇବା ଅଛି, ମୋତେ ସେଠାକାର ଲୋକନର ବିଭିନ୍ନତା ବହୁତ ପସନ୍ଦ ଲାଗେ, ମୁଁ ଯେବେ ବି ସେଠାକୁ ଯାଇଥାଏ , ତେବେ କିଛି ନା କିଛି ଦେଖିବାକୁ ମିଳିବ , ସେ ଏକଦମ୍ ବାସ୍ତବିକ ଲାଗିଥାଏ ।