ଏହି ଗଛର ସୁରକ୍ଷା ପାଇଁ ଦିନ ରାତି ନିଯୁକ୍ତ ହୋଇଛନ୍ତି ଦେଶର ଜବାନ୍ , ଏହାର ଗୋଟେ ଗୋଟେ ପତ୍ର ଉପରେ ରଖାଯାଏ ଜବାନଙ୍କ କଡା ନଜର ..
ଆଜିର ସମୟରେ ସମସ୍ତେ ଏହା ଚାହଁନ୍ତି କି ସେ ଠିକ୍ ସେ ସୁରକ୍ଷିତ ରହୁ, କିନ୍ତୁ ବହୁତଥର ଆପଣ ଶୁଣିଥିବେ କି ଆମର ସମାଜରେ ଯେତେ ବଡ ବ୍ୟକ୍ତିତ୍ୱ ଅଛନ୍ତି ତାଙ୍କ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଏ , ସେମିତି ଯଦି କଥା କରାଯାଏ ନେତା ଓ ସେଲିବ୍ରେଟିଜ୍ ଙ୍କର ତେବେ ଏମାନଙ୍କ କଥା ଅଲଗା ହୋଇଥାଏ, କିନ୍ତୁ ଆଜି ଆମେ ଯେଉଁ ଖବର ଶୁଣାଇବାକୁ ଯାଉଛୁ, ତାହା ଶୁଣିବାପରେ ଆପଣ ଚକିତ ହୋଇଯିବେ , ହଁ ଆଜ୍ଞା କହିଦେବୁ କି ଏମିତି ଆପଣ କେବେ ଆଗରୁ ଶୁଣିଥିବେ କି କେଉଁ ନେତା କିମ୍ବା ସେଲିବ୍ରେଟିଜ୍ ନୁହେଁ ବରଂ ଏକ ଗଛର ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି, ହଁ ଆଜ୍ଞା ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଏହି କଥା ସମସ୍ତେ ଜାଣିଛନ୍ତି କି ଗଛ ଆମର ଜୀବନରେ ଭୋଜନ ଓ ପାଣି ପରି ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ଗଛ ବିନା ଜୀବନରେ ବହୁତ କଠିନ ହୋଇଯିବ
ଆମେ କହିପାରିବା କି ଜୀବନ ଶେଷ ବି ହୋଇପାରେ, କାରଣ ଆମେ ସୁସ୍ଥ୍ୟ ଓ ସମୃଦ୍ଧ ଜୀବନ ଦେବାବାଲା ଗଛ ଏକ ମୁଖ୍ୟ କାରଣ ହୋଇଥାଏ, କିନ୍ତୁ ଆଜି ଆମେ ଏକ ଏମିତି ଗଛ ବିଷୟରେ କହିବାକୁ ଯାଊଛୁ, ଯାହା ଆଖପାଖରେ କଡା ସୁରକ୍ଷାବଳୟ ଅଛି , ଯାହାକି ଏକ ନେତା କିମ୍ବା ମନ୍ତ୍ରୀଙ୍କ ପାଖରେ ସର୍ବଦା ରହିଥାଏ । ସେମିତି ଆପଣଙ୍କୁ ଆମର କଥାରେ ବିଶ୍ୱାସ ହେବ ନାହିଁ କିନ୍ତୁ ଏହା ସତ ଅଟେ ,କହିଦେବୁକିଇ ଏହି ଗଛର ସୁରକ୍ଷା ପାଇଁ ଜବାନ୍ ନିଯୁକ୍ତ୍ କରାଯାଇଛି, ସବୁଠାରୁ ଖାସ୍ କଥା ଏହାକି ଏଠାରେ ନିଯୁକ୍ତ ଥିବା ସୁରକ୍ଷା କର୍ମୀ ଏହି କଥାକୁ ବିଶେଷ ଧ୍ୟାନ ରଖନ୍ତି କି ଏହି ଗଛର ଗୋଟେ ବି ପତ୍ର ତଳେ ନ ପଡୁ, ସେମିତି ଆପଣଙ୍କୁ କହିଦ୍ଦେବୁ କି ଆମେ ଯେଉଁ ଗଛ ବିଷୟରେ କହୁଛୁ ତାହା ଏକ ସାଧାରଣ ଗଛ ଅଟେ ,ଏହି ଅଶ୍ୱତଥ ଗଛର୍ ମହତ୍ତ୍ୱ ବହୁତ ଅଧିକା ଅଛି, କାରଣ ଏହା ଏକ ବୌଦ୍ଧ ଗଛ ଅଟେ, ଓ ଏଠାରେ ମହାତ୍ମା ବୁଦ୍ଧ ଜ୍ଞାନର ପ୍ରାପ୍ତି କରିଥିଲେ
କହିଦେବୁ କି ଏହି ଗଛ ମଧ୍ୟପ୍ରଦେଶରେ ଅଛି, ଓ କହିଦେବୁ କି ମଧ୍ୟପ୍ରଦେଶର ସରକାର ଏହି ଗଛକୁ ଶ୍ରୀଲଙ୍କାରୁ ମଗାଇଛନ୍ତି, ଓ ଗଛ ଅସଲରେ ଏକ ବୌଦ୍ଧ ଗଛର ଭାଗ ଅଟେ , ଗତ ଦିନରେ ଯେବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ, ତେବେ ଏହି ବୌଦ୍ଧ ଗଛ ଏକ ଡାଳ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଦେଇଥିଲେ, ସେମିତି ଆପଣଙ୍କୁ କହିଦେବୁ କି ମଧ୍ୟପ୍ରଦେଶର ରାୟସେନ୍ ଶାନ୍ତିସ୍ତୁପ ରେ ଏହି ଗଛ ଲଗାଯାଇଛି , ଯାହାକୁ ବୌଦ୍ଧବୃକ୍ଷ ନାଁ ଦିଆଯାଇଛି, କୁହାଯାଈଛି କି ମଧ୍ୟପ୍ରଦେଶ ସରକାର ମଣିଷଙ୍କ ଭଳି ଏହି ଗଛର ରୋଗକୁ ଜାଣିକରି ଏହାର ସୁରକ୍ଷା ପାଇଁ ଗାର୍ଡ ଲଗାଇଛନ୍ତି ,
ଏହି ଗଛକୁ କ୍ୟାଟର୍ ପିଲର ନାଁରେ ପୋକ ଲାଗିଛି, ଯାହାକି ଏହି ଗଛକୁ ବର୍ବାଦ କରିବାରେ ଲାଗିଛି, ଯାହାଦ୍ୱାରା ଏହି ଗଛ ଲଗାତାର ସୁଖିବାରେ ଲାଗିଛି । ଏଥିପାଇଁ ଏହାର ସୁରକ୍ଷା ପାଇଁ ଦୁଇ ତିନି ଜଣ ଗାର୍ଡ ସବୁବେଳେ ନିଯୁକ୍ତ ହୋଇଥାନ୍ତି, ଯାହା ଦ୍ୱାରା ଏହି ବୃକ୍ଷକୁ କେଉଁ କ୍ଷତି ନହେଉ , ଆପଣଙ୍କୁ ବୋଧେ ବିଶ୍ୱାସ ହେବ ନାହିଁ କିନ୍ତୁ କହିଦେବୁ କି ଏହି ଗଛର ସୁରକ୍ଷା ରେ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି, ଏହା ଛଡା ଏକ ଖାସ୍ କଥା ଏହା କି ଏହି ବୃକ୍ଷରେ ପାଣି ପକାଇବାପାଇଁ ଏକ ଅଲଗା ଗାଡି ଲଗାଯାଇଥାଏ ।