କେବଳ ୮ ଦିନରେ କିସମିସ୍, ଓ ନଖଉଷୁମ୍ ପାଣିର କରନ୍ତୁ ଏପରି ସେବନ ତାପରେ ଦେଖନ୍ତୁ ଶରୀରରେ ହେଉଥିବା ଚମତ୍କାରିକ ପରିବର୍ତ୍ତନ
ନିଜ ସ୍ୱାସ୍ଥ୍ୟ କୁ ଭଲ ରଖିବାକୁ ହେଲେ ସବୁ ମଣିଷ କିଛି ନା କିଛି ଶକ୍ତିବାଲା ଜିନିଷର ସେବନ କରିଥାଏ । ଓ ଆଜିକାଲି କର୍ମବ୍ୟସ୍ତ ଜୀବନରେ ଲୋକେ କିଛି ଶାରରୀକ ସମସ୍ୟାରେ ପିଡିତ ଅଛନ୍ତି , ସେମାନେ ନାନାପ୍ରକାରର ମେଡିସିନ୍ ନେଉଛନ୍ତି , ଏହା ଛଡା ଶରୀରକୁ ସୁସ୍ଥ୍ୟ ରଖିବାପାଇଁ ଡାକ୍ତର ତାଙ୍କୁ ପୋଷ୍ଟିକ ଆହାର ଓ ବହୁତ ସାରା ପାଣି ପିଇବାର ଉପଦେଶ ବି ଦିଅନ୍ତି , ସେମିତି ଖାଲି ପେଟରେ ପାଣିପିଇବା ଶରୀର ପାଇଁ ଫାଇଦାଦାୟକ କୁହାଯାଇଛି , ଯଦି ପାଣିରେ କିସମିସ୍ ବତୁରାଇ ଖାଇବେ ତେବେ ଏହାର ଦୁଇଗୁଣା ଫାଇଦା ମିଳିବ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ , ଏଥିରେ ଆପଣଙ୍କ ପସନ୍ଦର କାଜୁ,ଗୁଆ, ପିସ୍ତା, କିସମିସ୍ ଆଦି ହୋଇପାରେ , କିନ୍ତୁ ଚେଷ୍ଟା କରିବା ଦରକାର କି କମ୍ ସେ କମ୍ ୫ ପ୍ରକାରର ମେୱା ଥାଉ , ସବୁଦିନ ସକାଳୁ କିଛି ଦାନା କିସମିସ୍ ସହ ଗରମ ପାଣି ପିଇବା କେତେ ଫାଇଦାଦେଇପାରିବ ଏହା ଆପଣ ଜାଣିନଥିବେ , ସକାଳୁ ଜଳଖିଆରେ ଏହାକୁ ଖାଆନ୍ତୁ , ଓ ସବୁଦିନ ନ ହୋଇପାରିଲେ କମ୍ ସେ କମ୍ ସପ୍ତାହରେ ୩ ଦିନ ଖାଇପାରିବେ ।
୧) ଏସିଡିଟି- ବହୁତ ସାରା ଲୋକଙ୍କୁ ଏସିଡିଟିର ସମସ୍ୟା ହୋଇଥାଏ, ତାଙ୍କୁ ଏଇ ପାଣିର ସେବନ କରିବା ଉଚିତ୍ , ଏଥିରେ ମହଜୁଦ୍ ଫାଇବର୍ ପେଟର ସଫା କରିକି ଗ୍ୟାସରୁ ମୁକ୍ତି ଦେଇଥାଏ , କବଜ୍ ଏପରି ଏକ ଅସୁବିଧା ଅଟେ ,ଯାହା ଶରୀରରେ ବହୁତ ବଡ ରୋଗ ସୃଷ୍ଟି କରିବାର କାରଣ ହୋଇଥାଏ , ଲଗାତାର ୮ ଦିନ ପର୍ଯ୍ୟନ୍ତ କିସମିସ୍ ର ସେବନ କରିଲେ ପେଟର ପାଚନ କ୍ରିୟା ସଠିକ୍ ହୋଇଯାଏ , ଓ କବଜ୍ ର ଚିନ୍ତା ରୁହେ ନାହିଁ ।
୨) ରକ୍ତ ହୀନତା- ଯେଉଁ ଲୋକଙ୍କର ଶରୀରରେ ରକ୍ତର ଅଭାବ ଦେଖାଦିଏ , ସେମାନେ ଏଇ ପାଣି ପିଇଲେ ବହୁତ ଫାଇଦା ପାଆନ୍ତି , ଏଥିରେ ମହଜୁଦ୍ ଆଇରନ୍ ଓ କପର୍ ଶରୀରରେ ରକ୍ତର ଅଭାବକୁ ଦୁର କରିଥାଏ , କିସମିସ୍ ରେ ବି ଲାଗୁ ହୋଇଥାଏ, ଲୁହା ତତ୍ତ୍ୱ ଛଡା ଏଥିରେ ବି କମ୍ପ୍ଲେକ୍ସ ହେବା କାରଣରୁ ଶରୀରରେ ଭଲ ପ୍ରକାରର ଅବଶୋଷିତ କରିପାରିଥାଏ , ଏହି ପ୍ରକାରର ଏନିମିଆ ଠିକ୍ କରିବାରେ ହିତକାରୀ ହୋଇଥାଏ ।
୩) ଥକାପଣ ବା ଦୁର୍ବଳତା- ସବୁଦିନ କାମ କରିବା କାରଣରୁ ଶରୀର ଥକା ହୋଇଯାଏ , ଯାହା ଆଜିକାଲି ଏକ ସମସ୍ୟା ହୋଇସାରିଛି , ଏମିତିରେ ସବୁଦିନ ସକାଳୁ ଏହି ପାଣିର ସେବନ କରିଲେ ଶାରରିକ ଦୁର୍ବଳତା ଓ ଥକାପଣ ଦୁର ହୋଇଯାଏ , ଓ ଶରୀରକୁ ଆରାମ ଦେଇଥାଏ ।
୪) ଦୃଷ୍ଟି ଶକ୍ତି କୁ ବଢାଇଥାଏ – କିଶମିସ୍ ଆପଣ ଦୁଇ ପ୍ରକାରର ଖାଇପାରିବେ , ପ୍ରଥମ ଏହା କି କିସମିସ୍ ପାଣିରୁ ବାହାରକରି ଭଲ ଭାବରେ ଚୋବାଇକରି ଓ ଗ୍ଲାସର ପାଣିକୁ ହାଲକା ଗର୍ମ କରି , ଏହା ଛଡା ଏକ ତରିକା ଅଛି ବତୁରାଇଥିବା କିସମିସ୍ କୁ ସେହି ପାଣିର ଚାମଚରେ ଭଲ ଭାବରେ ମିଶାଇଦିଅନ୍ତୁ , ଓ କିସମିସ୍ ସମେତ ପାଣିକୁ ପିଇଦିଅନ୍ତୁ , ଭିଟାମିନ୍ ଏ କୁ ଦୁର କରିବାର କାରଣ ଏହା ଆଖିର ଦୃଷ୍ଟି ବଢାଇଥାଏ ।
୫) ଶକ୍ତି ବଢାଇଥାଏ – ଯଦି ଆପଣ ଦୁର୍ବଳ ପତଳା ଅଛନ୍ତି ତେବେ ଆପଣ ପାଇଁ ଏହି ତରିକା କାରଗର ହେବ , ବୋଧେ ଆପଣଙ୍କୁ ଜଣାନଥିବ କି କିସମିସ୍ ଆପଣଙ୍କ ଶରୀରରେ ପାଚନ କ୍ରିୟା ନିୟନ୍ତ୍ରିତ କରିଥାଏ, ଯେଉଁଥିରେ ଆପଣଙ୍କୁ ଭୋଜନ ସମୟରେ ସବୁ ପୋଷଣ ମିଳିଥାଏ , ଏଥିରୁ ଶାରରୀକ ଦୁର୍ବଳତା ଦୁର ହୋଇପାରେ , ଏହାପାଇଁ ଆପଣ ସକାଳୁ ଜଳଖିଆରେ କଦଳୀ ସହ କ୍ଷୀର ଖାଇବାପରେ କିସମିସ୍ ଖାଇବା ଭୁଲନ୍ତୁ ନାହିଁ, ଏମିତି କରିଲେ କିଛି ଦିନରେ ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଦେବ