December 23, 2024

Odia Express

Leading Odia News Portal of Odisha

କିସମିସ୍ କୁ ବତୁରାଇ ଖାଇଲେ ହୋଇଥାଏ ଏହି ୩ଟି ଜବରଦସ୍ତ ଫାଈଦା, ଜାଣିଲେ ଆଜି ହିଁ ଖାଇବା ଆରମ୍ଭ କରିଦେବେ…

ଆଜି କାଲିର ଲାଇଫ୍ ଷ୍ଟାଇଲରେ ଲୋକେ ବହୁତ ବ୍ୟସ୍ତ ହୋଇଯାଇଛନ୍ତି , ଯାହାର କାରଣରୁ ନିଜ ଶରୀରକୁ ସେମାନେ ଧ୍ୟାନ ଦେଇପାରୁନାହାନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଆମେ ଏମିତି ଜିନିଷକୁ ଅଣଦେଖା କରିଦେଉ ଯାହାକୁ ଆମେ ଦିନଚର୍ଚ୍ଚାରେ ସାମିଲ୍ କରିଦେଲେ  ଆମକୁ ବହୁତ ଲାଭ ହେବ , ଆମେ କଥା ହେଉଛୁ କିସମିସ୍ ବିଷୟରେ ଯାହା ଲାଭକାରୀରେ ପରିପୁର୍ଣ୍ଣ , କିସମିସ୍ ସୁଖିଲା ଅଙ୍ଗୁରରୁ ହୋଇଥାଏ,  ଏହାକୁ ଖରାରେ ଶୁଖାଇ ରଖାଯାଏ , ଯେବେ ପର୍ଯ୍ୟନ୍ତ ଅଙ୍ଗୁରର ରଙ୍ଗ ହଳଦିଆ ,ସୁନେଲି କିମ୍ବା କଳା ନ ହୋଇଯାଏ । ଏହି ଟେଷ୍ଟି ଡ୍ରାଇ ଫ୍ରୁଟ୍ ସମସ୍ତଙ୍କୁ ପସନ୍ଦରେ ଆସେ , ଖାସ୍ କରି ଛୁଆଙ୍କୁ , ଏହା ବ୍ୟାପକ ରୁପରେ ଦୁନିଆଁ ସାରା ଖାଇବା ତିଆରି କରିବାରେ ଉପଯୋଗ କରାଯାଏ

ହଁ ଆଜ୍ଞା କହିଦେବୁ କି କିଶମିସ୍ ଖାଇଲେ ବହୁତ ଛୋଟ ଜିନିଷ ଅଟେ , କିନ୍ତୁ ଆପଣଙ୍କୁ କହିଦେବୁ କି ଏହା ବହୁତ ଗୁଣରେ ଭରିରହିଥାଏ , ହଁ ଖାସ୍ କଥା ଏହା କି ଏହା ଅଧିକାଂଶ ମହିଳାମାନେ ନିଜ ତିଆରି ଖାଦ୍ୟରେ ପକାଇଥାନ୍ତି , ଯଦି ଆପଣ ଗରମ ଯୋଗୁଁ କିଶମିସ୍ ଖାଉନାହାନ୍ତି ତେବେ ଆପଣଏହାକୁ ବତୁରାଇ ଖାଇପାରିବେ , ଏହାକୁ ପାଣିରେ ବତୁରାଇ ଖାଇଲେ ବହୁତ ଫାଇଦା ହୋଇଥାଏ, କିସମିସ୍ ରେ ଆଇରନ୍ ପୋଟାସିୟମ୍ , କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ ଭରପୁର୍ ମାତ୍ରାରେ ହୋଇଥଏ,  ଏହା ଛଡା ଫାଇବର୍ ବି ଥାଏ । ସବୁ ଡ୍ରାଇ ଫ୍ରୁଟ୍ ପରି କିସମିସ୍ ସୁସ୍ଥ୍ୟ ତରିକାରେ ଓଜନ ବଢାଈବାର୍ ଆହାର ଅଟେ କାରଣ ଏହା ଫ୍ରୁକ୍ଟୋସ୍ ଓ ଗ୍ଲୁକୋଜ ରେ ଭରିରହିଥାଏ , ଓ ଏଥିରେ ଅଧିକା ମାତ୍ରାରେ ଉର୍ଜା ମିଳିଥାଏ

ଏହା ଖେଲାଳୀଙ୍କ ବଡି ବିଲଡିଙ୍ଗ୍ ରେ ସାହାଯ୍ୟ କରେ, ଯାହା ଉର୍ଜା ପ୍ରଦାନ କରେ , କିଶମିସ୍ ଖରାପ କୋଲେଷ୍ଟ୍ରୋଲ୍ କୁ ଜମା ନକରି ଓଜନ ବଢାଇବାରେ ସହାୟତା କରିଥାଏ , ଏହି କାରଣରୁ ଡାକ୍ତର କହନ୍ତି କି ସବୁଦିନ ୧୦-୧୫ କିସମିସ୍ ରାତିରେ ବତୁରାଇ ରଖିଦିଅନ୍ତୁ , ସକାଳୁ ଖାଳି ପେଟରେ ଏହାକୁ ଖାଆନ୍ତୁ । ୩୦ ମିନିଟ୍ ଯାଏଁ କିଛି ଜିନିଷର ସେବନ କରନ୍ତୁ ନାହିଁ,  ଭଲ ଫାଇଦା ପାଇବା ପାଇଁ କମ୍ ସେ କମ୍ ୧ ମାସ ଯାଏଁ ଏହାକୁ ନିଶ୍ଚିତ୍ ଖାଆନ୍ତୁ । ସେମିତି ଦେଖାଯାଏ କି ମହିଳାଙ୍କ ଶରିରରେ ହିମୋଗ୍ଲୋବିନ୍ କମ୍ ହୋଇଥାଏ , ଯାହାର କାରଣରୁ ଏନିମିଆ ସମସ୍ୟାଦେଖାଯାଏ , ଓ ଏହା ବ୍ଲଡ୍ ଲେବୁଲ୍ କୁ କମ୍ କରିଦିଏ

ବଡିକୁ ସଠିକ୍ ତରିକାରେ ଚଲାଇବାପାଇଁ ବ୍ଲଡ୍ ର ଆବଶ୍ୟକତା ପଡେ , ଏହାର ଅଭାବ ହେଲେ ଥକାଲାଗିବା,  ନିଶ୍ୱାସ ନେବାରେ ଅସୁବିଧା ଦେଖାଦେବା,  ମାଂସପେଶୀ ପେନ୍ ହେବା , ଚେହେରାର ରଙ୍ଗ ଫିକା ପଡିଯିବା,  ନଖ ଭାଙ୍ଗିବା, କଷ୍ଟଦାୟକ ପିରିୟର୍ଡସ୍ , ମୁଣ୍ତ ବିନ୍ଧା ହେବା,  ବାଳ ଝଡିବା ଆଦି ଲକ୍ଷଣ ଦେଖାଦିଏ ।

ସେମିତି ଆପଣଙ୍କୁ କହିଦେବୁ କି ବହୁତ ଲୋକଙ୍କୁ ମୁହଁରୁ ଦୁର୍ଗନ୍ଧ ଆସିଥାଏ, ଓ ଲୋକେ ଏହାକୁ ଜାଣିଲେ ଦୁରେଇ ଯାଆନ୍ତି , ଏମିତି ନିଶ୍ୱାସ କିମ୍ବା ମୁହଁର ଦୁର୍ଗନ୍ଧ ଦୁର କରିବାପାଇଁ ବଜାରରେ ନାନାଦି ପ୍ରଡକ୍ଟ ମିଳେ , କିନ୍ତୁ ଏହାର ପ୍ରୟୋଗର୍ କିଛି ସମୟ ମୁହଁରୁ ଦୁର୍ଗନ୍ଧ ଦୁର ହୋଇଯିବ , କିନ୍ତୁ କିଛି ସମୟପରେ ସମସ୍ୟା ଆଉଥରେ ଆସିବାକୁ ଲାଗେ ।

Leave a Reply

Your email address will not be published. Required fields are marked *